କ’ଣ ଆପଣ ଜାଣିଛନ୍ତି ଆମର ଲୋମ କଣ ପାଇଁ ଟାଙ୍କୁରୀ ଉଠିଥାଏ, ଜାଣନ୍ତୁ ଏହାର କାରଣ |

ନମସ୍କାର ବନ୍ଧୁଗଣ କଣ ଆପଣମାନେ ଜାଣିଛନ୍ତି ଆମର ଲୋମ କଣ ପାଇଁ ଟାଙ୍କୁରୀ ଉଠିଥାଏ କଣ ଆପଣମାନେ ଏହା ଜାଣିଛନ୍ତି ଆମେ ଅଧିକ ସମୟରେ ପାଣିରେ ରହିବା ଦ୍ଵାରା ଆମ ପାଦ ଆଉ ହାତରେ ଯାକ ଯାକ କଣ ପାଇଁ ପଡ଼ି ଯାଇଥାଏ ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।

ଦର୍ଶକ ବନ୍ଧୁ ଆପଣମାନେ ଲୋକଙ୍କ ନଖରେ ଏମିତି ଧଳା ରଙ୍ଗର ଦାଗ ଦେଖିଥିବେ କେବେ ଭାବିଛନ୍ତି ଏହା କିଛି ଲୋକଙ୍କ ନଖରେ କାହିଁକି ହୋଇଥାଏ ତେବେ ନଖରେ ଥିବା ଏହି ଧଳା ରଙ୍ଗର ଆପଣଙ୍କ ଶରୀରରେ ଥିବା ଆଇରନ କ୍ୟାଲସିୟମ ଆଉ ମିନେରାଲ କମ୍ ଥିବାର କାରଣ ଯୋଗୁଁ ହୋଇଥାଏ।

୧୯୨୯ ରେ ଆମେରିକାର ଜର୍ନାଲ ଅଫ୍ ହେଲ୍ଥରେ ପବ୍ଲିସ୍ ହୋଇଥିଲା ଏକ ବହି ଅନୁସାରେ ଯେଉଁ ଲୋକମାନେ ନଜର ସବୁ କାମ ବାମ ହାତରେ କରିଥାନ୍ତି ସେ ପ୍ରାୟ ୯ ମାସ କମ୍ ବଞ୍ଚିଥାନ୍ତି ଡାହାଣ ହାତରେ କାମ କରୁଥିବା ଲୋକମାନଙ୍କ ଠାରୁ।

ଆପଣଙ୍କ ପାଟିରେ ଥିବା ରିଶାଇପ୍ଟର ଯୋଗୁଁ ଖାଦ୍ୟର ସ୍ବାଦ ଜାଣି ହୋଇଥାଏ ଯଦି ଜିଭ ନଥାନ୍ତା ତ ଖାଦ୍ୟର ଟେଷ୍ଟ ଜାଣି ହୋଇନଥାନ୍ତି ଜିଭରେ ସବୁ ପ୍ରକାର ସ୍ୱାଦକୁ ଜାଣିବାର କ୍ଷମତା ରହିଥାଏ ଆମର ଓଠ ଶରୀରର ସବୁଠାରୁ ଅଧିକ ସୂକ୍ଷ୍ମ ଅଂଶ ହୋଇଥାଏ ଓଠ ପଛରେ ଏକ ମାଶାଟଲ୍ ନାମକ ମାଂସପେଶୀ ରହିଥାଏ ଯାହା ଖାଦ୍ୟ ଚୋବାଇବାରେ ଆମକୁ ସାହାଯ୍ୟ କରିଥାଏ ଆଉ ଏହି ମାଂସପେଶୀ ଏତେ ଷ୍ଟ୍ରଙ୍ଗ୍ ହୋଇଥାଏ ଯେ ଆମେ ଏହାର ସାହାଯ୍ୟରେ ୯୦ କିଲୋ ଓଜନର ନିଜିସ ଉଠାଇ ପାରିବା।

ମଣିଷ ହୁଅନ୍ତୁ କିମ୍ବା ପଶୁ ସେମାନଙ୍କୁ ବଞ୍ଚିବା ପାଇଁ ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ କିନ୍ତୁ କଣ ଆପଣମାନେ ଜାଣିଛନ୍ତି ଆମେ ଆମ ଜୀବନ ସାରା କେତେ ଖାଦ୍ୟ ଖାଇ ଦେଇଥାନ୍ତି ବୈଜ୍ଞାନିକ ମାନଙ୍କ ଅନୁସାରେ ଅନେ ସୁସ୍ଥ ବ୍ୟକ୍ତି ୭୦ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଖାଦ୍ୟ ଖାଇ ଦେଇଥାଏ ମନୁଷ୍ୟ ମାନଙ୍କ ମସ୍ତିସ୍କ ୭୦ ପ୍ରତିଶତ ପାଣିରେ ତିଆରି ହୋଇଥାଏ ଆଉ ଶରୀର ପାଇଁ ମଧ୍ୟ ଜଳର ଆବଶ୍ୟକତା ବୋହୁତ ଅଧିକ ରହିଛି ଯଦି ଆମେ ଆମର ଲଙ୍ଗସ୍ କୁ ନିଜ ଶରୀରକୁ ବାହାର କରି ପାଣିରେ ପକାଇଦେବା ତେବେ ତାହା ପାଣିରେ ପହଁରି ପାରିବ।

ଦର୍ଶକ ବନ୍ଧୁ ଯଦି ଆପଣ ଗଭୀର ନିଦରେ ଶୋଇଛନ୍ତି ଏବଂ ଆପଣଙ୍କର ପାଖରେ ଏକ ଦୃଗନ୍ଧ ଯୁକ୍ତ ଜିନିଷ ରଖିଦିଆଯାଏ ତେବେ ଆପଣଙ୍କ ନିଜ ଭାଙ୍ଗିବ ନାହିଁ ଦର୍ଶକ ବନ୍ଧୁ ଯେବେ ଦୁଇଜଣ ୧୦ ସେକେଣ୍ଡ ପାଇଁ କିସ୍ କରନ୍ତି ତେବେ ଦୁହିଁଙ୍କ ପାଟିରେ ଥିବା ୮ କୋଟି ବ୍ୟାକ୍ଟେରିଆ ଜଣଙ୍କ ପାଟିରୁ ଅନ୍ୟ ପାଟିକୁ ଚାଲି ଯାଇଥାଏ ଆଉ ସବୁଠାରୁ ଭଲ କଥା ଏହା ହେଉଛି ସେହି ବ୍ୟାକ୍ଟେରିଆ ଗୁଡ଼ିକ ଭଲ ହୋଇଥାଏ ଦର୍ଶକ ବନ୍ଧୁ ଗୋଟିଏ ଶିଶୁ ଯେତେବେଳେ ଜନ୍ମ ହୋଇଥାଏ ସିଏ କାନ୍ଦିରେ ତାର ଆଖିରୁ ଲୁହ ବାହାରି ନଥାଏ କାରଣ ତାର ଟିଏଡେକ୍ସ ବିକଶିତ ହୋଇନଥାଏ।

ଆପଣମାନେ ଲକ୍ଷ୍ୟ କରିଥିବେ ଯେତେବେଳେ ଆମେ ଅଧିକ ସମୟ ପାଇଁ ପାଣିରେ ରହିଯାଇଥାନ୍ତି ଆମର ଶରୀରରେ ଅଜବ ପ୍ରକାର ଯାକ ଯାକ ପଡ଼ି ଯାଇଥାଏ ବୈଜ୍ଞାନିକ ମାନଙ୍କ ଅନୁସାରେ ଏହା ଆମ ପାଇଁ ବୋହୁତ ଲାଭ ଦାୟକ ହୋଇଥାଏ ନଚେତ୍ ଆମେ ଆମ ହାତରେ କିଛିବି ଜିନିଷ ଧରି ପାରିବା ନାହିଁ ଦର୍ଶକ ବନ୍ଧୁ କଣ ଆପଣମାନେ ଜାଣିଛନ୍ତି ଅନେକ ସମୟରେ ଆମର ଲୋମ କଣ ପାଇଁ ଟାଙ୍କୁରୀ ଉଠିଥାଏ ଆମେ ଯେତେବେଳେ ଭୂତ ସିନେମା ଦେଖନ୍ତି କିମ୍ବା ଜୋର୍ ପାଟି ତୁଣ୍ଡ ହେଉଥିବା କିମ୍ବା ଅନେକ ପାନରେ ଯାତ୍ରା କରୁଥାନ୍ତି ସେହି ସମୟରେ ଆଡ୍ରାଲିୟନ୍ ନାମକ ଏକ ହରମୋନ ବାହାରି ଥାଏ ଯାହା ଫଳରେ ଆପଣ ଲୋମ ଟାଙ୍କୁରୀ ଉଠିଥାଏ।

Leave a Reply

Your email address will not be published. Required fields are marked *