ପ୍ରେମିକାକୁ ପସନ୍ଦ Dogi ଲାଇଫ ଷ୍ଟାଇଲ, ସେଥିପାଇଁ ବେକରେ ପିନ୍ଧିଛନ୍ତି କଳା ର ବେଲ୍ଟ ! ପୁରା ଖବର ଜାଣିଲେ ଆଶ୍ଚର୍ଯ୍ୟ ହେବେ |

ନମସ୍କାର ବନ୍ଧୁଗଣ ପ୍ରେମିକ ସହ କୁକୁର ପରି ରହୁଛନ୍ତି ଯୁବତୀ ପ୍ରେମିକା ବେକରେ ଦୌଡ଼ି ବାନ୍ଧି ବୁଲାଉଛନ୍ତି ପ୍ରେମିକ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଚିତ୍ର ଯାହାକୁ ଦେଖି ଲୋକେ ହେଉଛନ୍ତି ଆଶ୍ଚର୍ଯ୍ୟ ତେବେ ପ୍ରେମ ପାଇଁ ଲୋକ କିଛିବି କରି ପାରନ୍ତି ପରସ୍ପରକୁ ଭଲ ପାଉଥିବା ଲୋକମାନେ ପରସ୍ପର ପାଇଁ କିଛିବି କରିବାକୁ ଚାହାଁନ୍ତି |

ଗୋଟିଏ ଝିଅ ତା ପାଇଁ ରାଜକୁମାର ତ ଗୋଟିଏ ପୁଅ ତା ପାଇଁ ରାଜକୁମାରୀ ଖୋଜେ କିନ୍ତୁ ଏପରି ଏକ କପୂଲ୍ ଅଛନ୍ତି ଯେଉଁମାନେ ଏହିପରି ଇଚ୍ଛା ଠାରୁ ବୋହୁତ ଦୂରରେ ଅଛନ୍ତି ସେହି ପ୍ରେମୀ ଯୁଗଳ ନିଜ ପାରସ୍ପରିକ ଜୀବନରେ ପଶୁ ଭଳି ବଞ୍ଚିବାକୁ ପସନ୍ଦ କରନ୍ତି ସୋସିଆଲ ମିଡିଆରେ ଏକ ଯୁବତୀଙ୍କ ଭିଡିଓ ଏବେ ଦେଖିବାକୁ ମିଳିଛି ଯେଉଁଥିରେ ଯୁବତୀ ଜଣଙ୍କ ନିଜ ପ୍ରେମିକ ସହ କୁକୁର ପରି ବଞ୍ଚିବାକୁ ପସନ୍ଦ କରିଛନ୍ତି।

ତେବେ ଅତ୍ୟନ୍ତ ଅଜବ ହେଉଛି ଏହି କପୂଲ୍ ଙ୍କ ପ୍ରେମ କାହାଣୀ କେଉଁଠାରେ ପ୍ରେମିକ ପ୍ରେମିକାଙ୍କ ବେକରେ ଦୌଡ଼ି ବାନ୍ଧିଥାଏ ଆଉ ଘର ସାରା ବୁଲାଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ଏହି ପ୍ରେମ କାହାଣୀ ଯିଏ କେହିବି ଶୁଣୁଛି ଆଶ୍ଚର୍ଯ୍ୟ ହୋଇ ଯାଉଛି ଗୋଟିଏ ଯୁବତୀ ନିଜ ପ୍ରେମିକ ସହିତ ରହିବାକୁ କେମିତି ପସନ୍ଦ କରୁଛନ୍ତି ସେ ବିଛଣାରେ ନୁହେଁ ପିଞ୍ଜରାରେ ଶୋଇଥାଏ ଖାଲି ସେତିକି ନୁହେଁ କୁକୁର ପାତ୍ରରେ ମଧ୍ୟ ଖାଇଥାନ୍ତି ସେ ନିଜ ପ୍ରେମିକ ସହିତ ବୁଲିବାକୁ ବି ଯାଆନ୍ତି ନାହିଁ କିନ୍ତୁ କୁକୁର ପରି ବେକରେ ଚାପି ହୋଇ ବୁଲିବାକୁ ବେଶ୍ ପସନ୍ଦ କରନ୍ତି |

ଏବଂ ପ୍ରେମିକ ତାଙ୍କୁ କୁକୁରଙ୍କ ମାଲିକ ପରି ବ୍ୟବହାର କରୁଥିବାର ଦେଖାଯାଏ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ବେକରେ ଦୌଡ଼ି ବିନା ଯୁବତୀ ନିଜକୁ ଅସୁରକ୍ଷିତ ମନେ କରନ୍ତି ସେ ନିଜେ ନିଜେ ଏପରି ଜୀବନ ଜୀଇଁବା ପାଇଁ ଇଚ୍ଛା କରିଛନ୍ତି ତେବେ ୨୨ ବର୍ଷୀୟ ଜେନା ଓ ୩୦ ବର୍ଷୀୟ ଲୋରେଞ୍ଜାଙ୍କର ଏହି ପ୍ରେମ କାହାଣୀକୁ ଲୋକେ ପପି ପ୍ଲେ ବୋଲି ଡାକନ୍ତି ଜେନା ପିଲାଦିନରୁ କୁକୁର ଅଭିନୟକୁ ଭଲ ପାଉଥିଲେ ସେ କୁକୁର ପରି ଦେଖା ଯାଉଥିବା ପୋଷାକ ବି ପିନ୍ଧୁଥିଲେ କିନ୍ତୁ କିଏ ଭାବିପାରେ ସେ ବାସ୍ତବ ଜୀବନରେ ମଧ୍ୟ କୁକୁର ପରି ବଞ୍ଚିବାକୁ ଚାହିଁବେ।

Leave a Reply

Your email address will not be published. Required fields are marked *