କନ୍ୟା ଦାନର ମହତ୍ଵ କଣ, କଣ ରହିଛି ଏହାର ପଛର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଦେଖନ୍ତୁ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ କନ୍ୟାଦାନ ର ମହତ୍ତ୍ଵ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ ଆଉ ଡେରି ନକରି ଆସନ୍ତୁ ଏହି ସୁନ୍ଦର ବିଷୟଟି କୁ ଆରମ୍ଭ କରିବା । କୁହାଯାଏ କନ୍ୟାଦାନ ମହାପୂଣ୍ୟ । ହିନ୍ଦୁ ବିବାହରେ କନ୍ୟାଦାନର ବିଶେଷ ମହତ୍ବ ରହିଛି ।

ହିନ୍ଦୁ ଧର୍ମରେ କନ୍ୟାଦାର ପରେ ହିଁ ବିବାହ ସମ୍ପନ୍ନ ହୋଇଥାଏ ତେଣୁ ଏହା ବହୁତ୍ ଭାବ ପ୍ରବଣ ନୀତି ବୋଲି ମାନା ଯାଇଥାଏ ଯେଉଁଥିରେ ଝିଅର ପିତାର ବଳିଦାନର କଷ୍ଟ ଦେଖିବାକୁ ମିଳିଥାଏ । ତେଣୁ ପ୍ରତ୍ୟେକ ବାପା ଏହି ରୀତିକୁ ଅତ୍ୟନ୍ତ ଖୁସିର ସହ ପାଳନ କରିଥାନ୍ତି । କହିଲେ ଅତ୍ୟୁକ୍ତି ହେବନି ଯେ ଏହି ସମୟକୁ ଯେମିତି ଅପେକ୍ଷା କରିଥାନ୍ତି ସେମାନେ ।

କେବଳ ସେତିକି ନୁହେଁ ଏହି ବିବାହ କରାଇଥିଲେ ଚାରି ଜଣ ମହିଳା ପଣ୍ଡିତ । ଯେତେବେଳେ କି ସାଧାରଣତଃ ହିନ୍ଦୁ ସମାଜର କୌଣସି ବିବାହକୁ ପୁରୁଷ ପଣ୍ଡିତଙ୍କ ଦ୍ବାରା ସମ୍ପନ୍ନ କରାଯାଇଥାଏ । କୋଲକାତରେ ହୋଇଥିବା ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କନ୍ୟାପିତାଙ୍କ ଏହି ପଦକ୍ଷେପକୁ କିଛି ଲୋକ ଏହାକୁ ସମର୍ଥନ କରିଥିବା ବେଳେ କିଛି ଲୋକ କରିଛନ୍ତି ସମାଲୋଚନା ।

Leave a Reply

Your email address will not be published. Required fields are marked *