ସୋମବାର ଦିନ ଶିବ ଲିଙ୍ଗ ରୁ ଉଠାଇ ଆଣନ୍ତୁ ଏହି ଗୁପ୍ତ ଜିନିଷ, ଆଉ ଦେଖନ୍ତୁ ଆପଣଙ୍କ ଭାଗ୍ୟ କିପରି ଚମକୁଛି |

ସୋମବାର ଦିନ ଶିବ ଲିଙ୍ଗ ରୁ ଚୁପଚାପ୍ ଆଣନ୍ତୁ ଏହି ଜିନିଷ କେବେ ବି ଧନ ର ଅଭାବ ରହିବ ନାହିଁ | ଏହି ମାସ ଟି ମହାଦେବ ଙ୍କ ର ଅତିପ୍ରିୟ ର ମାସ ଅଟେ | ଶ୍ରାବଣ ମାସ ର ମହତ୍ୱ ଅଧିକ ଥାଏ | ଆପଣ ଯେବେ ବି ଶିବ ମନ୍ଦିର କୁ ଯାଇଥାନ୍ତି ଶିବ ଙ୍କ ଉପରେ ପାଣି ଢାଳନ୍ତି ସେହି ଜଳ ଯେଉଁ ବାଟ ଦେଇ ବାହାରେ ତାକୁ ଜଳ ହରି କହନ୍ତି ସେହି ଜଳ ଜାରି ଡ଼େଇଁକି ଯିବା ଉଚିତ ନୁହଁ |

ଆପଣ ଦେଖିଥିବେ ଶିବ ମନ୍ଦିର ରେ ପୁରା ପରିକ୍ରମା କରାଯାଏ ନାହିଁ ଅର୍ଦ୍ଧ ପରିକ୍ରମା କରାଯାଏ | ତୁଳସୀ ପତ୍ର ଶିବ ଲିଙ୍ଗ ରେ ଭୁଲ ରେ ବି ଚଢ଼ନ୍ତୁ ନାହିଁ | ସିନ୍ଦୁର , ହଳଦୀ ଏହିସବୁ ଚଢାନ୍ତୁ ନାହିଁ | ଭଗବାନ ଶିବ ଙ୍କ ସହ ମାତା ପର୍ବତୀ ଙ୍କୁ ପୂଜା କରନ୍ତୁ | ଭଗବାନ ଙ୍କ ପୂଜା ରେ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହଁ | ଏହିଦିନ ରେ ରସୁଣ ,ମଦ ,ମାଂସ ଖାନ୍ତୁ ନାହିଁ |

ଭଗବାନ ଶିବ ଙ୍କ ଡମ୍ବରୁ ଆଣି ବଜାଇଲେ ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି | ରୁଦ୍ରାକ୍ଷ ଆଣିକି ଧାରଣ କରନ୍ତୁ ବହୁତ ଶୁଭ ଫଳ ମିଲି ଥାଏ | ଗୋଟିଏ ତ୍ରିଶୂଳ ଶିବ ମନ୍ଦିର ରେ ଅର୍ପଣ କଲେ ଜନ୍ମ ଜନ୍ମ ଯାଏ ଗରିବ ଆପଣ ଙ୍କ ପାଖକୁ ଆସିନଥାଏ | ଏହି ମାସ ରେ ମୟୁର ପଙ୍ଖ ଆଣିଲେ ଶୁଭ ହୋଇଥାଏ |

Leave a Reply

Your email address will not be published. Required fields are marked *