ଯଦି ଆପଣ ପିଏମ ସୂର୍ଯ୍ୟ ଘର ଯୋଜନା ରେ ଆପ୍ଲାଏ କରିଛନ୍ତି ତେବେ ଆପଣ ସେଥିରେ ସବସିଟ ମଧ୍ୟ୍ୟ ପାଇବେ | ଭେଣ୍ଡର୍ ସେଲେକ୍ସନ ଆସିଯାଇଛି | ପିଏମ ସୂର୍ଯ୍ୟ ଘର ଯୋଜନା ରେ ଆପଣଙ୍କୁ ପ୍ରଥମେ ଏହି ୱେବ୍ସାଇଟ୍ ରେ ଲଗିନ୍ କରି ନିଜର ଚେକ୍ କରିବାକୁ ପଡିବ | ଅପ୍ଲାଏ ଉପରେ କ୍ଲିକ କରି ଏଥିରେ ଲଗିନ୍ କରିପାରିବେ |
ଆପଣ ଯଦି ପୂର୍ବରୁ ଅପ୍ଲାଏ କରିଥିବେ ନିଜ ନିଜ ମୋବଇଲ ଜରିଆରେ ମଧ୍ୟ ଲଗିନ୍ କରିବେ | ତାପରେ ଓଟିପି ଆସିବ ତାପରେ ଲଗିନ୍ ରେ କ୍ଲିକ କରିବେ | ଆପଣ ଙ୍କୁ ପ୍ରଥମେ ଆପ୍ଲିକେସନ ନମ୍ବର ମିଳିବ ଏହା ପରେ ଦାଉନ୍ଲୋଡ ଆପ୍ସନ ଆସିବ |
ଏହା ପରେ ଭେଂଡର ସିଲେକ୍ସନ ଆସିବ ଯେଉଁ ମାନ ଙ୍କ ର ଭେଣ୍ଡର୍ ସିଲେକ୍ସନ ହୋଇନଥିବ ସେମାନ ଙ୍କ ର ପ୍ରୋସେସିଙ୍ଗ ରେ ଥିବ ଆଗକୁ ବଢ଼ାଇ ପାରିବେ ନାହିଁ | ଏଥିରେ ୩ ଟି କେଟଗୋରୀ ରହିଛି ୧ ରେ ସ୍ଟାଟେଲେବେଲ , ୨ ରେ ନେସନାଲଲେବେଲ୍ ,୩ ରେ ଷ୍ଟେଟ ଲେବେଲ ଓ ନେସନାଲ ଲେବଲ ରହିଛି |
ଭେଣ୍ଡର୍ ରେ କ୍ଲିକ କଲେ କମ୍ପାନୀ ନାମ ଆସିବ | ଆପଣ ଯେଉଁ ଭେଣ୍ଡର୍ ସିଲେକ୍ସନ କରିଥିବେ ସେଇ ଭେଣ୍ଡର ସୋ ହେବ | ବିନା ଭେଣ୍ଡର ରେ ଏହି ଯୋଜନା ସଫଳ ହେବ ନାହିଁ |