ଲଜ୍ୟା ଜନକ ଭାବେ ହାରିଲା ଟିମ ଇଣ୍ଡିଆ ଶ୍ରୀଲଙ୍କା ଠାରୁ ଦୟନୀୟ ଭାବେ ହାରିଲା ମ୍ୟାଚ ତ ହାରିଲା ସିରିଜ ବି ଗଲା | ଗୌତମ ଗମ୍ଭୀର ଙ୍କ କୋଚିଂ ରେ ଲଜ୍ୟା ଜନକ ହୋଇଛି ଭାରତୀୟ ଦଳ | ଦୀର୍ଘ ୨୭ ବର୍ଷ ପରେ କୌଣସି ଦ୍ବିପାଖିକ ସିରିଜ ରେ ଭାରତ କୁ ହରାଇଲା ଶ୍ରୀଲଙ୍କା | ଏହା ସହ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ କୁ ହରାଇଦେଇଛି ଶ୍ରୀଲଙ୍କା |
୨୪୯ ରନ୍ କୁ ଟାର୍ଗେଟ କରିଥିବା ଭାରତ କୁ ଅଧିନାୟକ ରୋହିତ ଶର୍ମା ଭଲ ପ୍ରଦର୍ଶନ ଦେଇଥିଲେ କିନ୍ତୁ ସୁମନ ଗିଲ୍ ୬ ରନ୍ ପିଟି ଆଉଟ ହୋଇଯାଇଥିଲେ | ପରେ ରୋହିତ ଶର୍ମା ୩୫ ,ବିରାଟ କୋହିଲ୍ ୨୦ , ଶ୍ରେୟଶ ଆୟର ୮ ଏବଂ ଅକ୍ଷୟ୍ ପଟେଲ ୨ ରନ୍ କରି ୱେଲାଲା ଗ୍ୟାଙ୍ଗ ର ଶିକାର ହୋଇଥିଲେ | ଫୁଣି ଥରେ ରିଶ୍ବତ ପ୍ୟାଣ୍ଟ କୁ ୬ ରନ୍ ଆଉଟ କରିଦେଇଥିଲେ ତୀକ୍ଷଣା|
ରିୟନ ଓ ଶିଭମ ଦୁବେ ଙ୍କ ଉପରେ ଶେଷ ଆଶା ଥିଲା ହେଲେ ୩ ୟ ମ୍ୟାଚ ର ହିରୋ ଜେସି୍ୱେଣ୍ଡର୍ ଙ୍କୁ ପବିଲିୟନ ପଠେଇ ଦେଇଦେଇଥିଲେ | ଭାରତର ହାରିବା ନିଶ୍ଚିତ ହୋଇସାରିଥିଲା | ଆଉ ସେତିକି ବେଳେ ବାଶିତନ ସୁନ୍ଦର କିଛି ସୁନ୍ଦର ଖେଳିଥିଲେ କିନ୍ତୁ ଯଥେଷ୍ଟ ନଥିଲା | ସେ ୩୦ ରନ୍ କରିଥିବା ବେଳେ ସେ ଆଉଟ ହୋଇଥିଲେ ଦଳ ର ସ୍କୋର ୧୩୮ ରନ୍ ଥିବା ବେଳେ ଭାରତ ୯ ୱିକେଟ୍ ରେ ହରାଇଥିଲା |
ଭାରତ ୧୩୮ ରନ୍ ରେ ହାରିଯାଇଥିଲା ଏବଂ ସିରିଜି କୁ ୦/୨ ରେ ହାରିଥିଲା | ଗୌତମ ଗମ୍ଭୀର ଶ୍ରୀଲଂକା ବିପକ୍ଷ ରେ କୋଚିଂ କରିଥିବା ବେଳେ | ତାଙ୍କ କୋଚିଂ ରେ ଦଳ ଶ୍ରୀଲଙ୍କା ଙ୍କୁ ଟି ୨୦. ରେ ହରାଇଥିଲା କିନ୍ତୁ ୩ ୟ ମ୍ୟାଚ ସିରିଜ୍ ରେ ଭାରତ ମାଟି କାମୁଡ଼ିକି ପଡିଛି | ଏହା ପରେ ଖେଳାଯାଇଥିବା ୧୧ ଟି ସିରିଜ ରେ ଭାରତ ବିଜିୟ ଲାଭ କରିଥିଲା | କିନ୍ତୁ ଭାରତ ଏଥର ଅତି ଲଜ୍ୟା ଜନକ ଭାବେ ସିରିଜ ପୋଛିଛି |