ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ମୃଦଙ୍ଗଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ସହିତ ଘଟିଥିବା ଯାହାକୁ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବା ତାହେଲେ କଣ ସେହି ଆଶ୍ଚର୍ଯ୍ୟ କଲା ଭଳି ଖବର ଆସନ୍ତୁ ଜାଣିବା । ଗୌରାଙ୍ଗ ବାବୁ ପେଶାରେ ଜଣେ ମୃଦଙ୍ଗ ବାଦକ ତାଙ୍କ ଅଞ୍ଚଳରେ ସେ ଖୁବ୍ ଜଣା ଶୁଣା ବହୁତ ଗୁଡ଼ାଏ ସ୍ଥାନରେ ସେ ତାଙ୍କ ମୃଦଙ୍ଗ ବଜେବା କଲା ଯୋଗୁ ପୁରସ୍କାର ମଧ୍ୟ ପାଇଛନ୍ତି ଅଧିକାଂଶ ସମୟ ସେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ମୃଦଙ୍ଗ ବଜାନ୍ତି ଗୌରାଙ୍ଗ ବାବୁ ପାଲା ଗାୟକଣଙ୍କ ଠାରୁ ମଧ୍ୟ ତାଙ୍କ ମୃଦଙ୍ଗର ସ୍ୱର ଅଧିକ ସୁନ୍ଦର ଲାଗେ ।
୧୯୯୫ ମସିହା କଥା ଯେତେବେଳେ ପାଲା ପରିବେଶରେ ମୃଦଙ୍ଗ ବାଯାଇବାକୁ ହେଲେ ଦୂରକୁ ସାଇକେଲ ଦ୍ଵାରା ଯିବାକୁ ହୋଇଥାଏ ଯେହେତୁ ପାଲା ସାରି ଘରକୁ ଆସିଲାବେଲକୁ ମଧ୍ୟ ରାତ୍ରି ହୁଏ ଆଉ ଘରକୁ ଫେରିବା ପାଇଁ କୌଣସି ଅଲଗା ବାଟ ନଥାଏ ସେତେବେଳେ ସାଇକେଲ ଦ୍ଵାରା ହିଁ ସମସ୍ତେ ନିଜ ନିଜ ଘରକୁ ଫେରି ଥାଆନ୍ତି ।
ଗୌରାଙ୍ଗ ବାବୁଙ୍କ ଘାଟ ପୂର୍ବରୁ ଏକ ଜଙ୍ଗଲ ପଦେ ଯେଉଁ ବାଟ ଦେଇ ଯିବା ଦ୍ଵାରା ଘରକୁ ଯିବାକୁ କମ୍ ସମୟ ଲାଗିଥାଏ ସେ ନିୟମିତ ଭାବରେ ସେହି ରାସ୍ତାରେ ଯାଇ ଯାଇ ତାଙ୍କ ଅଭ୍ୟାସ ହୋଇଯାଇଥିଲା ସେତେବେଳେ ସଡ଼କ ଏତେ ସୁବିଧା ଜନକ ନଥିଲା ମାଟିର ଖାଲ ଢିପ ରାସ୍ତାରେ ସବୁ ଗାଁ ଲୋକ ଯିବ ଆସିବ କରିଥାନ୍ତି ଆଉ ମଫସଲ ଅଞ୍ଚଳର ଘର ହୋଇଥିବାରୁ ଗାଁରେ ସେତେବେଳେ ବିଦ୍ୟୁତ୍ ର ସୁବିଧା ମଧ୍ୟ ନଥିଲା ସେହି ଅନ୍ଧାର ରାସ୍ତାରେ ହିଁ ଏକୁଟିଆ ଯାଆନ୍ତି ।
ଗୌରାଙ୍ଗ ବାବୁ ହାତରେ ଖଣ୍ଡେ ଟର୍ଚ୍ଚ ଧରି ସେହି ରାସ୍ତାରେ ଯିବା ଆସିବା କରନ୍ତି ହେଲେ ଦିନ ତାଙ୍କ ସହିତ ଏପରି ଏକ ଘଟଣା ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ କଣ ସେହି ଘଟଣା କଣ ଘଟିଲା ସେଦିନ ଗୌରାଙ୍ଗ ବାବୁଙ୍କ ସହିତ ଜାଣନ୍ତୁ ତଳେ ଦିଆ ଯାଇଥିବା ଭିଡିଓ ଲିଙ୍କ ଉପରେ କ୍ଲିକ୍ କରି ଧନ୍ୟବାଦ୍ ।