ଶ୍ରାବଣ ପୂର୍ଣ୍ଣିମା ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ । ହେଲେ ଚଳିତ ଥର ରାକ୍ଷୀ ପୂର୍ଣ୍ଣିମାରେ ଏକ ମହା ସଂଯୋଗ ସୃଷ୍ଟି ହେଉଛି। ଦିର୍ଘ ୨୪ ବର୍ଷ ପରେ, ରାକ୍ଷୀ ପୂର୍ଣ୍ଣିମା ଦିନ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେଉଛି । ତେବେ, ଶିନି ଓ ବୃହସ୍ପତିଙ୍କ ଏହି ମହାମିଳନ ଯୋଗୁଁ ତିନି ରାଶି ଶୁଭଫଳ ପ୍ରାପ୍ତ କରିବେ। ସନାତନ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାର ବିଶେଷ ମହତ୍ତ୍ବ ବେଶ୍ ଅଧିକ ରହିଛି । ଶ୍ରାବଣ ପୂର୍ଣ୍ଣିମା ଦିନ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ । ହେଲେ ଚଳିତ ଥର ରାକ୍ଷୀ ପୂର୍ଣ୍ଣିମାରେ ଏକ ମହା ସଂଯୋଗ ସୃଷ୍ଟି ହେଉଛି। ଦିର୍ଘ ୨୪ ବର୍ଷ ପରେ, ରାକ୍ଷୀ ପୂର୍ଣ୍ଣିମା ଦିନ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେଉଛି ।
ଯାହା ଦୀର୍ଘ ୨୦୦ ବର୍ଷ ପରେ ଏଭଳି ଦୁର୍ଲଭ ସଂଯୋଗ ପଡିଛି ବୋଲି କୁହାଯାଉଛି। ଏହି ଦିନ ଶିନି ଓ ବୃହସ୍ପତି ସତାଭିସା ନକ୍ଷେତ୍ରରେ ରହିବେ। ତେବେ, ଶିନି ଓ ବୃହସ୍ପତି ଗୋଟିଏ ନକ୍ଷେତ୍ରରେ ବିରାଜମାନ କରିବାରୁ କିଛି ରାଶି ଉପରେ ଏହାର ସୁପ୍ରଭାବ ପଡିବାକୁ ଥିବା ବେଳେ ଆଉ କିଛି ରାଶି ଉପରେ ଏହାର କୁପ୍ରଭାବ ପଡି଼ବ । ତେବେ, ଶିନି ଓ ବୃହସ୍ପତିଙ୍କ ଏହି ମହାମିଳନ ଯୋଗୁଁ ତିନି ରାଶି ଶୁଭଫଳ ପ୍ରାପ୍ତ କରିବେ। ତେବେ, ରାଜ୍ୟରେ ୧୯ ତାରିଖ ଦିନ ହିଁ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣମୀ ନୀତି ପାଳିତ ହେବ।
ଧନୁ ରାଶିର ଶିନି ଓ ବୃହସ୍ପତି ଗୋଟିଏ ନକ୍ଷେତ୍ରରେ ବିରାଜମାନ କରିବାରୁ ମିଥୁନ ରାଶିର ଲୋକେ ଶୁଭଫଳ ପାଇବେ । ରାକ୍ଷୀ ପୂର୍ଣ୍ଣିମା ଠାରୁ ଏମାନଙ୍କ ଭାଗ୍ୟ ଖୋଲିଯିବ। ଆର୍ଥିକ ସ୍ଥିତି ମଜବୁତ ହେବା ସହ ଆୟ ବୃଦ୍ଧି ପାଇବ । ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବ। ବିନିଯୋଗରୁ ଲାଭ ମିଳିବ । ଏହି ସମୟରେ ଅବିବାହିତମାନଙ୍କୁ ବିବାହ ପାଇଁ ଭଲ ପ୍ରସ୍ତାବ ମିଳିପାରେ। ଏପରିକି ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ମଧ୍ୟ ଦୂର ହେବ। ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ । ରାକ୍ଷୀ ପୂର୍ଣ୍ଣିମା ଠାରୁ ଏହି ରାଶିର ଲୋକଙ୍କ ଜୀବନରେ ସୁଖର ଦିନ ଆରମ୍ଭ ହେବ। ଏହି ଲୋକମାନେ ବ୍ୟବସାୟରେ ବହୁତ ଲାଭ ପାଇବେ । ଏହି ସମୟରେ ଆପଣ ନିଜ କ୍ୟାରିୟରରେ ଅଭୂତପୂର୍ବ ସଫଳତା ପାଇବେ।
ଏହି ସମୟରେ ଆପଣ ନୂତନ ନିଯୁକ୍ତି ପାଇପାରନ୍ତି। ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଚେଷ୍ଟା ଜାରି ରଖନ୍ତୁ, ଆପଣ ସଫଳତା ପାଇବ । ଶନିଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟା ଦୂର ହେବ । କେବଳ ସେତିକି ନୁହେଁ, ଏହି ସମୟରେ ଆପଣଙ୍କର ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଆପଣଙ୍କ ସାଥୀଙ୍କ ସହିତ ଆପଣ ଦୂର ଯାତ୍ରା ନେଇ ଯୋଗ ରହିଛି । ଏହି ସମୟ ମଧ୍ଯରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ସୁଖ ଓ ସମୃଦ୍ଧତା ବୃଦ୍ଧି ପାଇବ । ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି । ପୁରୁଣା ବିନିଯୋଗରୁ ଲାଭ ମିଳିବ ।ବ୍ୟବସାୟୀମାନେ ଲାଭବାନ ହେବେ। ନୂତନ ନିବେଶ ପାଇଁ ମଧ୍ୟ ଏହି ସମୟ ବେଶ ଅନୁକୂଳ ରହିବ । କ୍ୟାରିୟରକୁ ନେଇ ଲାଗି ରହିଥିବା ବାଧ୍ୟା ବା ସମସ୍ୟା ଦୂର ହେବ । ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବ ।