ପୁରୀ Swargadwarରେ ଶବ ଦାହ କଲେ କାହିଁକି ପଡେନି ପୁରା ଶରୀର ! ଜାଣନ୍ତୁ ଏହା ପଛର ରହସ୍ୟ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ସ୍ଵର୍ଗଦ୍ଵାର ବିଷୟରେ ଏପରି ଏକ ବିଚିତ୍ର ସତକଥା କହିବାକୁ ଯାଉଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ କଣ ସେହି ବିଚିତ୍ର ସତକଥା ଆସନ୍ତୁ ଆଉ ଡେରି ନକରି ଜାଣିବା । କାହିଁକି ସ୍ୱର୍ଗଦ୍ୱାରରେ ଶବ ଜଳାଇଲେ ଜଳେ ନାହିଁ ଶରୀରର କିଛି ଅଂଶ ! ଆଉ କାହାର ସବା ସ୍ଵର୍ଗଦ୍ଵାର ସେବା ପ୍ରଥମେ ଦାହ କରାଯାଇଥିଲା !

ଆସନ୍ତୁ ଆଉ ଡେରି ନକରି ଜାଣିବା ଏହି ତମାମ ପ୍ରଶ୍ନ ଗୁଡ଼ିକର ଉତ୍ତର । ସ୍ଵର୍ଗ ଦ୍ଵାରା ଜୁଇ ଲିଭେନାହିଁ କାଳିଆ ପାଖରେ ଭକ୍ତି ସରେନା ! ହଁ ଦର୍ଶକ ବନ୍ଧୁ ଏହି ସେହି ସ୍ଵର୍ଗଦ୍ଵାର ଯେଉଁଠାରେ ମଣିଷର ସବୁ ଗର୍ବ ଅହଙ୍କାର ପାଉଁସରେ ମିଶିଜାଇଥାଏ ଏହା ଏପରି ଏକ ସ୍ଥାନ ଯେଉଁଠାରେ ମାରିବା ପରେ ସବୁ ଓଡ଼ିଆ ଶୋଇବାର ସ୍ବପ୍ନ ଦେଖିଥାନ୍ତି ।

ଦର୍ଶକ ବନ୍ଧୁ ଆପଣ ମାନେ ମଧ୍ୟ ଏପରି ଜୁଇ ଜଳେଇବାର ଦୃଶ୍ୟ ଦେଖିଥିବେ ଯେଉଁଥିରେ ସବା ଉଠି ବସିବା ପରି ଦେଖା ଯାଇଥାନ୍ତି ଆଉ ଶବ ଜଳାଇବା ପରେ ମଧ୍ୟ ଏହାର କିଛି ଅଙ୍ଗ କଞ୍ଚା ରହିଯାଇଥାଏ ତେବେ ଏପରି କାହିଁକି ହୋଇଥାଏ ଆସନ୍ତୁ ଜାଣିବା । ଭାରତର ଚାରି ଧାମ ମଧ୍ୟରୁ ପୁରୀ ପବିତ୍ର ଅଟେ ପୂର୍ବକାଳରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପାଇଁ ସ୍ଵର୍ଗରୁ ଦେବତା ମାନେ ଆସୁଥିଲେ ।

ଆପଣମାନେ ସୁଣିଥିବେ ଯେ କଳା ମାଳି ବୋଲି ଗୋଟେ ଫୁଲ ଅଛି ଯାହା ଶ୍ରୀଲଙ୍କା ରେ ଫିଲୁଟି ଥାଏ ହେଲେ ଦିନ ପଣ୍ଡା ମାନେ ସେହିଁ ଫୁଲକୁ ସିଂହାସନ ପାଖରେ ଦେଖିବାକୁ ପାଇଲେ କିଛି ଲୋକଙ୍କର ଏପରି ମାନ୍ୟତା ମଧ୍ୟ ରହିଛି ଯେ ସେହି ଫୁଲଟି ବିଭୀଷଣ ଜଗନ୍ନାଥଙ୍କ ପାଇଁ ନେଇ ଆସିଥିଲେ । କଣ ଆପଣ ଜାଣିଛନ୍ତି କି ଏହି ସ୍ଵର୍ଗଦ୍ଵାର ଦେବତା ମାନଙ୍କର ଆସିବ ଆଉ ମନୁସ୍ଵ ମାନଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ନିର୍ମାଣ ହୋଇଥିଲା ଆଉ ଏହି ସ୍ଵର୍ଗଦ୍ଵାର ପ୍ରଥମେ ଜଣେ ଜଗନ୍ନାଥ ଭକ୍ତଙ୍କ ଶବ ଦାହ କରାଯାଇଥିଲା ଯାହଁଙ୍କର ନାମ କେହି ଜାଣି ନାହାନ୍ତି ।

Leave a Reply

Your email address will not be published. Required fields are marked *