ନମସ୍କାର ବନ୍ଧୁଗଣ ବନସ୍ପତି ଶାସ୍ତ୍ର ଅନୁସାରେ କଳା ଦୂର୍ଦୁରା ଗଛ ଏହା ବୋହୁତ ଶକ୍ତିଶାଳୀ ଗଛ ଅଟେ ଆଜି ଆସନ୍ତୁ ଜାଣିବା କଳା ଦୂର୍ଦୁରା ଚେରକୁ ବାନ୍ଧିବା ର ଫାଇଦା ବିଷୟରେ।
ଦୂର୍ଦୁରା ଗଛ ସ୍ୱୟଂ ଭଗଵାନ ଶିବଙ୍କର ସ୍ୱରୂପ ଅଟେ କଳା ଦୂର୍ଦୁରା କାଳ ଭୌରବଙ୍କ ସ୍ୱରୂପ ବି ଅଟେ କଳା ଦୂର୍ଦୁରା ଉପରେ ଭଗଵାନ ଶନିଦେବ ବି ବସନ୍ତି ମା କାଳୀ ବି କଳା ଦୂର୍ଦୁରା ଉପରେ ନିବାସ କରିଥାନ୍ତି ଆପଣ ନିଶ୍ଚୟ ଦେଖିଥିବେ ଭଗଵାନ ଶିବଙ୍କର ପୂଜା ଆମେ ଯେତେବେଳେ କରିଥାଉ ତ ଭଗଵାନ ଶିବଙ୍କ ଉପରେ କଳା ଦୂର୍ଦୁରା ବା ଯେକୌଣସି ଦୂର୍ଦୁରା ଫୁଲ ଓ ଫଳ ଚଢ଼ା ଯାଇଥାଏ ଏବଂ ଏହାକୁ ଭଗଵାନ ଶିବ ଗ୍ରହଣ ମଧ୍ୟ କରିଥାନ୍ତି ଯଦି କୌଣସି ବ୍ୟକ୍ତି ଭକ୍ତିର ସହ ଭଗଵାନ ଶିବଙ୍କୁ କଳା ଦୂର୍ଦୁରା ଫୁଲ ବା ଫଳ ଚଢାଇ ଦିଅନ୍ତି ତ ଭଗଵାନ ଏହାକୁ ତୁରନ୍ତ ସ୍ବୀକାର କରି ନେଇଥାନ୍ତି କଳା ଦୂର୍ଦୁରା କୌଣସି ସାଧାରଣ ଫୁଲ ନୁହେଁ ଏହାର ପ୍ରୟୋଗ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ବନସ୍ପତି ଶାସ୍ତ୍ର ଅନୁସାରେ କଳା ଦୂର୍ଦୁରା ଗଛ ଚେର ବୋହୁତ ଶକ୍ତିଶାଳୀ ବୋଲି ମାନାଯାଏ ଏହି ଚେର ତତ୍କଳ ଫାଇଦା ଦେଇଥାଏ ଏଥିରେ ଜମା ବି ଡେରି ଲାଗିନଥାଏ।
କଳା ଦୂର୍ଦୁରା ଚେରକୁ ପିନ୍ଧିବା ଦ୍ଵାରା ଶନିଦେବଙ୍କ ପ୍ରଭାବ ଶନିଙ୍କ ସାଢ଼େସାତି ଓ ଅଢ଼େଇଆ ତତ୍କାଳ ଦୂର ହୋଇଥାଏ ଏହାକୁ ଧାରଣ କରିବା ପରେ ଶନିଦେବଙ୍କ କୁପ୍ରଭାବ ସମସ୍ୟା ହୋଇଯାଏ ଏହାବି ମାନାଯାଏ କି କଳା ଦୂର୍ଦୁରା ଚେରକୁ ପିନ୍ଧିବା ଦ୍ଵାରା ଶୁକ୍ରଗ୍ରହ ମଜବୁତ୍ ହୋଇଯାଏ ରାହୁ କେତୁଙ୍କ ପୀଡ଼ା ବି ଦୂର ହୋଇଯାଏ ବୋହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ ଭୂତ ପ୍ରେତ ଖରାପ ଶକ୍ତି ଦ୍ଵାରା ଅନେକ ସମସ୍ୟାରେ ରହୁଛନ୍ତି ଡରରେ ରହୁଛନ୍ତି ଏହିପରି ବ୍ୟକ୍ତି ଶନିବାର ଦିନ କଳା ଦୂର୍ଦୁରା ଚେରକୁ କଳା ରଙ୍ଗର କପଡାରେ ରଖି ନିଶ୍ଚୟ ଧାରଣ କରନ୍ତୁ ଭୂତ ପ୍ରେତ ଖରାପ ଶକ୍ତି କଳାଯାଦୁ ଭଳି ସମସ୍ୟା ଦୂର ହୋଇଯିବ ଯଦି କୌଣସି ବ୍ୟକ୍ତି ଏହି ଚେରକୁ ଧାରଣ କରିଥାନ୍ତି ଏବଂ ତାଙ୍କୁ କୌଣସି ଭୂତ ପ୍ରେତ ଖରାପ ଶକ୍ତି ଛୁଇଁବାକୁ ଚେଷ୍ଟା କରିଥାନ୍ତି ତେବେ ସେ ଭସ୍ମ ହୋଇ ଯାଇଥାନ୍ତି ସୋମବାର ଦିନ ଏହି ଗଛର ମୂଳରେ ଯଦି କ୍ଷୀର ଢ଼ାଳିଥାନ୍ତି ତ ଆପଣଙ୍କର ଅଟକି ରହିଥିବା କାମ ବି ପୁରା ହୋଇଥାଏ ଏହି କଳା ଦୂର୍ଦୁରା ଚେରକୁ ଘୋରିକି ଯଦି ମସ୍ତକରେ ଲଗାଇଥାନ୍ତି ଏହା ଲୋକଙ୍କୁ ବସିଭୂତ କରିଦେଇଥାଏ ଯଦି ଆପଣ କୌଣସି ଇଣ୍ଟର୍ଭ୍ୟୁକୁ ଯାଉଛନ୍ତି ତେବେ ଏହାକୁ ଘୋରିକି ନିଶ୍ଚୟ ଲଗାନ୍ତୁ ଦେଖିବେ ଆପଣ ସଫଳ ହୋଇଯିବେ ଯଦି ଆପଣଙ୍କର ବଡ଼ ବଡ଼ ଶତ୍ରୁ ଅଛନ୍ତି ତେବେ ଏହାକୁ ଧାରଣ କରିବା ପରେ ସମାପ୍ତ ହୋଇ ଯାଇଥାଏ।
୭ ବର୍ଷ ଠାରୁ ଉର୍ଦ୍ଧ ଯେକୌଣସି ପିଲା ବୃଦ୍ଧ ହେଉ ବା ମହିଳା ଏହି ଚେରକୁ ଧାରଣ କରି ପାରିବେ କିନ୍ତୁ ୭ ବର୍ଷର କୌଣସି ପିଲା ଏହାକୁ ଧାରଣ କରି ପାରିବେ ନାହିଁ ଏହି ଚେରକୁ ଚାନ୍ଦିର ଡେଉଁରିଆରେ ଧାରଣ କରି ପାରିବେ କାରଣ ଚାନ୍ଦିର ତାବିଜ୍ ରେ ଏହା ଅଧିକ ପ୍ରଭାବ ଦେଖାଇଥାଏ ଯଦି ଆପଣ ଚାହିଁବେ କୌଣସି ତାବିଜ୍ ରେ ପିନ୍ଧି ପାରିବେ କିନ୍ତୁ ଚାନ୍ଦିର ତାବିଜ୍ ରେ ପିନ୍ଧିବା ଅଧିକ ଶୁଭଫଳ ଦାୟକ ହୋଇଥାଏ ଏହାକୁ ଶନିବାର ଏ ବୁଧବାର ଦିନ କଳା ଫିତାରେ ଧାରଣ କରିପାରିବେ ଏହାକୁ ପିନ୍ଧିବା ପରେ ମୃତ ବ୍ୟକ୍ତିଙ୍କ ଘରକୁ ଯିବା ଉଚିତ୍ ନୁହେଁ ମଶାଣିକୁ ମଧ୍ୟ ଯିବେ ନାହିଁ ନଚେତ୍ ଏହାର ପ୍ରଭାବ ସମାପ୍ତ ହୋଇ ଯାଇଥାଏ ଏବଂ ଯେଉଁ ବ୍ୟକ୍ତିଙ୍କର ଛୁତିକା ହୋଇଛି ସେହି ବ୍ୟକ୍ତିର ଘରକୁ ୫ ଦିନ ପର୍ଯ୍ୟନ୍ତ ଯିବେ ନାହିଁ ନଚେତ୍ ଏହାର ପ୍ରଭାବ ସମାପ୍ତ ହୋଇ ଯାଇଥାଏ ଏବଂ ଏହି ଚେରକୁ ଧାରଣ କରିଥିବା ବ୍ୟକ୍ତି ଶନିବାର ଦିନ ମଦ କିମ୍ବା ଆମିଷ ସେବନ କରନ୍ତୁ ନାହିଁ ଏହାକୁ ଧାରଣ କରିବା ପୂର୍ବରୁ ୫ଟି ଅଗରବତୀକୁ ଲଗାଇ ସେହି ଧୁଆଁରେ ଏହି ତାବିଜ୍ କୁ ଦେଖାନ୍ତୁ ଏହାପରେ କଳା ଫିତାରେ ବାନ୍ଧି ଧାରଣ କରନ୍ତୁ ଏହା ଆପଣଙ୍କ ପାଇଁ ବୋହୁତ ଫାଇଦାବାନ ରହିବ।