ପସନ୍ଦ କରନ୍ତୁ ଗୋଟିଏ ଦେବୀଙ୍କ ମୂର୍ତି ଆଉ ଜାଣନ୍ତୁ ନିଜ ବ୍ୟକ୍ତିତ୍ୱ ଭବିଷ୍ୟତ ଏବଂ ଆଗକୁ ଆସୁଥିବା ସମୟ ଆପଣଙ୍କର କିପରି ରହିବ | ଦେବୀ ମାନେ ଆପଣଙ୍କ ଭବିଷ୍ୟତକୁ ନେଇ କେଉଁ ସବୁ ସଂକେତ ଦେଉଛନ୍ତି | ତେବେ ଦର୍ଶକବନ୍ଧୁ ଏହି ତିନଟି ଦେବୀଙ୍କ ମଧ୍ୟରୁ ଆପଣଙ୍କୁ କେବଳ ଗୋଟିଏ ଦେବୀଙ୍କ ମୂର୍ତିଙ୍କୁ ବାଛନ୍ତୁ ଏବଂ ସେଥିରେ ଆପଣ ଜାଣି ପାରବେ ଆପଣଙ୍କ ଭବିଷ୍ୟତକୁ ନେଇ କଣ ସବୁ ସୂଚନା ଦେଉଛନ୍ତି | ଆପଣଙ୍କ ଭବିଷ୍ୟତ ବିଷୟରେ ଯେଉଁ ପ୍ରକାରେ ଏହି ଦୁନିଆରେ ପ୍ରତ୍ୟକ ବ୍ୟକ୍ତିଙ୍କ ମୁହଁ ଏବଂ ବ୍ୟବହାର ଏବଂ ଚାଲିଚଳନ ସବୁ କିଛି ଅଲଗା ଅଲଗା ହୋଇଥାଏ ଠିକ ସେହି ପରି ପ୍ରତ୍ୟକ ବ୍ୟକ୍ତିଙ୍କ ପସନ୍ଦ ମଧ୍ୟ ଅଲଗା ଅଲଗା ପ୍ରକାରର ହୋଇଥାଏ |
ତେବେ ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ପ୍ରଥମ ଦେବୀଙ୍କୁ ବାଛିଛନ୍ତି ତେବେ ଏହାର ଅର୍ଥ ଏହାକି ଆପଣ ଆଶାବାଦୀ ଏବଂ ସର୍ବଦା ଖୁସିରେ ରହିବ ଭଳି ବ୍ୟକ୍ତି ଅଟନ୍ତି | ଏମାନଙ୍କର ସ୍ଵଭାବ ଅଧିକ ଉଗ୍ର ହେଲେ ବି ସମସ୍ତଙ୍କର ଭଲ ଚିନ୍ତା କରନ୍ତି । ପରିସ୍ଥିତି ଯାହା ବି ହେଉ ନା କାହିଁକି ଆପଣ ସମସ୍ତଙ୍କର ସାହାର୍ଯ୍ୟ କରିବାକୁ ଇଚ୍ଛୁକ ରହିଥାନ୍ତି । ଏମାନେ ଅନ୍ୟ ମାନଙ୍କର ଖୁସିକୁ ଆଖିରେ ରଖିକି ସବୁ କିଛି ସାହି ଯାଇଥାନ୍ତି । ବିନା ସ୍ଵାର୍ଥରେ ସବୁ କାମ କ୍ରାନ୍ତି ।
ଯଦି ଆପଣ ଦ୍ୱିତୀୟ ଦେବୀଙ୍କୁ ବଛିଛନ୍ତି ତେବେ ଏହାର ଅର୍ଥ ଏହାକି ଆପଣ ମେଳାପୀ ପ୍ରକୃତିର ବ୍ୟକ୍ତି ଅଟନ୍ତି କାହା ସହିତ ଅତି ସହଜରେ ମିଶି ଯାଇଥାନ୍ତି | କିନ୍ତୁ ଆପଣ ଅଳ୍ପ କ୍ରୋଧି ପ୍ରକୃତିର ହୋଇଥାନ୍ତି | ଆପଣ ବୁଦ୍ଧିମାନ ଅଟନ୍ତି କିନ୍ତୁ ବେଳେବେଳେ କିଛି ଭୁଲ କରିଥାନ୍ତି । ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ସେୟାର କରନ୍ତିନି । ଯାହା ସହ ଆପଣ ରହିଥାନ୍ତି ତାଙ୍କ ଠାରୁ ଆଗ୍ରହ ରଖିଥାନ୍ତି ସେ ଆପଣଙ୍କ ଉପରେ ଧ୍ୟାନ ଦିଅନ୍ତୁ ।
ଯଦି ଆପଣ ତୃତୀୟ ଦେବୀଙ୍କୁ ବାଛିଛନ୍ତି ତେବେ ଜାଣନ୍ତୁ ଏହାର ଅର୍ଥ ଏହାକି ଆପଣ ନିଜେବି ସର୍ବଦା ଖୁସିରେ ରହୁଛନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ସର୍ବଦା ଖୁସିରେ ରଖୁଛନ୍ତି | ଏହା ବ୍ୟତୀତ ଆପଣ ଅନ୍ୟଙ୍କୁ ଗାଇଡ଼ କରି ପାରିବେ ଏବଂ ତାଙ୍କର ସାହାଯ୍ୟ କରି ପାରିବେ ଆପଣଙ୍କୁ ଆନନ୍ଦ ଅନୁଭବ ହୋଇଥାଏ | ଜୀବନରେ ଛୋଟ ରୁ ଛୋଟ ଜିନିଷ ପାଇଁ ନିର୍ଭର କରିବାକୁ ପସନ୍ଦ କରନ୍ତିନି । ଆପଣ ଆଗକୁ ବଢିବାର ବାସ୍ତବିକତା ଜାଣିଛନ୍ତି । ଆପଣ କୌଣସି କାର୍ଯ୍ୟକୁ ପ୍ରାପ୍ତ କରିବା ପାଇଁ ଉଶ୍ଚାହିତ ହୋଇଥାନ୍ତି । ଏହା ହିଁ ଆପଣଙ୍କୁ ଆତ୍ମବିଶ୍ବାସୀ କରିଥାଏ ।