କଣ ଆପଣ ଶୁଣିଛନ୍ତିକି ପକ୍ଷୀ ମାନେବି ଆ-ତ୍ମ-ହ-ତ୍ୟା କରନ୍ତି ସେ ପୁଣି ଗୋଟିଏ ଖାସ ସ୍ଥାନକୁ ଯାଇ । ତା ସହିତ ଏମିତି ଜାଗା ଅଛି ସେ ଜାଗାକୁ ଗଲେ ବହୁତ ଭୟାନକ ସାଉଣ୍ଡ ଶୁଣିବାକୁ ମିଳିଥାଏ । ସେଠାରେ ଲୋକଙ୍କ ଭୟରେ ମୃତ୍ୟୁ ହୋଇଯାଏ । ହଁ ଏମିତି କିଛି ଅଜଣା ରହସ୍ୟ ମାୟ ସ୍ଥାନ ବିଷୟରେ ଜାଣିବା ।
ପୌରଣିକ କଥାରେ ରହିଛି ରବଙ୍କ ଠାରୁ ସିତାଙ୍କୁ ରକ୍ଷା କରିବା ପାଇଁ ପ୍ରଭୁ ରାମଚନ୍ଦ୍ର ରମେଶ୍ବରରେ ଗୋଟେ ଫ୍ଲୋଟିଂ ପୋଲ ନିର୍ମାଣ କରିଥିଲେ । ଯାହା ଶ୍ରୀଲଙ୍କା ପର୍ଯ୍ୟନ୍ତ ବ୍ୟାପୀଥିଲା, ଏହି ପୋଲକୁ ରାମସେତୁ ଏଡମ ବ୍ରିଜ ମଧ୍ୟ କୁହାଯାଏ । ସେଠାରେ ଥିବା ଗଦା ଗଦା ପଥର ଠାରୁ ଏହି ପଥର ଅଲଗା । ଯାହା ପାଣିରେ ନବୁଡି ଭାସିଥାଏ । ବୈଜ୍ଞାନିକ ମାନଙ୍କ ମତରେ ଏହିଭଳି ଫ୍ଲୋଟିଂ ପଥରର ରହସ୍ୟ ଆଜୀବ୍ୟ ଜଣା ପଡି ନହିଁ ।
ତାମିଲ ନାଡୁର ମହାବଳୀପୁରମରେ ବାଲାନ୍ସେରେ ଗୋଟେ ଚଟାଣ ରହିଛି ଲୋକଙ୍କ କହିବା ଅନୁସାରେ ଏହି ପଥର କୃଷ୍ଣଙ୍କ ଲହୁଣୀ ମାଠିଆ ଉପରୁ ଖସିଥିଲା । ଏବେ ଏହା ମହାବଳୀ ପୁରମରେ ଗୋଟିଏ ବଡ ପଥର ରୂପରେ ରହିଛି । ଯାହା ଗୋଟିଏ ସ୍ଥାନରେ ଢଳିକି ଅଛି, ଆପଣ ଦେଖିଲେ ଲାଗିବାକୀ ସେ ଗାଡି ପଡିବ । କିନ୍ତୁ ଏହା ବର୍ଷ ବର୍ଷ ଧରି ସେଠାରେ ସେମିତି ରହିଛି ।
ଭାରତର ଆସାମରେ ଗୋଟିଏ ଜାତିଙ୍ଗା ଗାଁ ରହିଛି, ଯାହା ଭାରତର ଗୋଟେ ସୁନ୍ଦର ଗାଁ ମଧ୍ୟରୁ ଗୋଟିଏ । ଜତିଙ୍ଗାରେ ଗୋଟିଏ ସୁନ୍ଦରତାର କାରଣ ଗାଁ ପାଖରେ ପାହାଡ ଓ ଗଛ ଲତାରେ ଭରି ରହିଛି । ଏହା କେବଳ ଭାରତରେ ନୁହେଁ ସାରା ଦୁନିଆରେ ଚର୍ଚିତ ରହିଛି । ଏହି ଗାଁ ଚର୍ଚାର କାରଣ କେବଳ ସୁନ୍ଦରତ ନୁହେଁ, ବରଂ ଏହା ସହିତ ଜଡିତ ରହିଛି କିଛି ରହସ୍ୟ । ଏହା ଏପରି ଏକ ଗାଁ ଯେଉଁଠି ପକ୍ଷୀମାନେ ଆସି ଆ-ତ୍ମ-ହ-ତ୍ୟା କରନ୍ତି ।
ଏହା ହୁଏତ ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ହେଲେ ଏହା ସତ୍ୟ । ଏଥିଲାଗି ଜତିଙ୍ଗାକୁ ପକ୍ଷୀ ଆ-ତ୍ମ-ହ-ତ୍ୟା ସ୍ଥଳୀ ମଧ୍ୟ କୁହାଯାଏ । ବର୍ଷର କିଛି ଖାସ ସମୟରେ ପକ୍ଷୀ ଆସିଥାନ୍ତି ଓ ଆତ୍ମା ହତ୍ୟା କରନ୍ତି । ସେଠାରେ କେବଳେ ସେଇଠିକାର ନୁହେଁ ସାରା ଦୁନିଆରା ପକ୍ଷୀ ଆସି ଆତ୍ମା ହତ୍ୟା କରିଥାନ୍ତି । ଭାନଗଡ ଜିଲା ଆପଣ ମାନଙ୍କ ଚିନ୍ତା ଧାରାକୁ ବଦଳେଇଦେଇଥାଏ । ଏହି ଜିଲା ଗୋଟିଏ ନିଛାଟିଆ ସ୍ଥାନରେ ଅବସ୍ଥିତ ଏବଂ ଏହାର ଗତିବିଧିର ବହୁତ କିମ୍ବଦନ୍ତୀ ରହିଛି ।
ଏହା ସୁନ୍ଦର ବସ୍ତୁ କଳା ହବେଲି, ମନ୍ଦିର, ଗୁମ୍ଫା, ଉଦ୍ୟାନ ଓ ଖଣ୍ଡରରେ ଭରପୁର ରହିଛି । ଦର୍ଶକ ମାନଙ୍କ ଯାତ୍ରା ପାଇଁ ସବୁବେଳେ ଖୋଲାଯାଇଥାଏ । କିଛି ପର୍ଯ୍ୟଟକ ଏହି ସ୍ଥାନର ବାତାବରଣ ଦେଖି ସନ୍ଦେହ ମଧ୍ୟ କରନ୍ତି । କେତେଜଣ ମଧ୍ୟ ଆତ୍ମାର ଚିତ୍କାର ଶୁଣିଛନ୍ତି । ସେଟାକୁ ରାତିରେ ଯିଏ ଯାଏ କେବେ ଫେରିନଥାଏ । ସେଥିପାଇଁ ସେଠାରେ ପ୍ରଶାନ ପକ୍ଷରୁ ଚେତାବନୀ ବୋର୍ଡ ଲଗାଯାଇଛି । ସୂର୍ଯ୍ୟ ଅସ୍ତ ପରେ ଓ ଉଦୟ ପରେ ସେଠାରେ ନଯିବାକୁ ଚେତାବନୀ ଦିଆଯାଇଛି ।
ବିରଭଦ୍ର ନଗର ବିଜୟ ନଗର ସାମ୍ରାଜ୍ୟର ଗୋଟେ ସୁନ୍ଦର ନମୁନା କହିଲେ ଅତ୍ୟୁକ୍ତି ହେବନି । ଏଠାରେ ବହୁ କଳା କୃତି ଅବସ୍ଥିତ ରହିଛି । ସେଠାରେ ନିର୍ମାଣ କରାଯାଇଥିବା ନନ୍ଦୀ ମୂର୍ତି ଓ ପ୍ରତି ମୂର୍ତି ମନକୁ ବିମୋହିତ କରିଥାଏ । ସେଠାରେ ଥିବା ଝୁଲନ୍ତା ମୂର୍ତି ସବୁଥି ଚମତ୍କାର ହୋଇଥାଏ । ଏହା ସହିତ ଏପରି ଏକ ମୂର୍ତି ରହିଛି ଯାହା ପବନରେ ଝୁଲାନ୍ତ ଅବସ୍ଥାରେ ରହିଛି । ତାହା ଦେଖିବାକୀ ଯେତେ ଚମତ୍କାର ସେତେ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ ।