LPG Gas ସିଲିଣ୍ଡରକୁ ନେଇ ଆସିଲା ବଡ଼ ଖୁସିଖବର,ମିଳିବ 2400 ଟଙ୍କା, ଦେଖନ୍ତୁ କେମିତି |

ଗ୍ୟାସ ସିଲିଣ୍ଡର ଉପଭୋକ୍ତା ଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଖାତା କୁ ଆସିବ ୨୪୦୦ ଟଙ୍କା | ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜନା ରେ କେନ୍ଦ୍ର ସରକାର ଗରିବ ଲୋକ ଙ୍କୁ ଲପିଜି ସିଲିଣ୍ଡର ସବସିଟ ଦେଉଛନ୍ତି ଏହି ଯୋଜନା ର ହିତାଧିକାରୀ ଙ୍କୁ କେନ୍ଦ୍ର ନିକଟ ରେ ଏକ ଖୁସି ଖବର ମିଳିସାରିଛି | ଏଲପିଜି ସିଲିଣ୍ଡର ଉପରେ ସବଶୀଟ ଆଠ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି |

ଏହି ଯୋଜନା ର ହିତାଧିକାରୀ ମାନେ ପ୍ରତେକ ସିଲିଣ୍ଡର ଉପରେ ୩୦୦ ଟଙ୍କା ସବସିଟ ପଉଛନ୍ତି | ବର୍ତ୍ତମାନ ଭୁବନେଶ୍ଵର ରେ ସାଧାରଣ ଗ୍ରାହକ ମାନଙ୍କ ପାଇଁ ଏଲପିଜି ସିଲିଣ୍ଡର ୮୨୯ ଟଙ୍କା ରେ ଉପଲ୍ଲବ୍ଧ ଅଛି କିନ୍ତୁ କେନ୍ଦ୍ର ସରକାର ଏହି ଯୋଜନାରେ ୩୦୦ ଟଙ୍କା ସବସିଟ ପ୍ରଦାନ କରୁଛନ୍ତି ଯାହା ସେମାନେ ୫୨୯ ଟଙ୍କା ରେ ସିଲିଣ୍ଡର ପାଉଛନ୍ତି |

ପ୍ରଧାନ ମନ୍ତ୍ରୀ ଉଜ୍ଜ୍ଵଳ ଯୋଜନା ହିତାଧିକାରୀ ମାନେ ଆସନ୍ତା ୮ ମାସ ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡର ସବସିଟ ପାଇବେ | ଅର୍ଥାତ ତାଙ୍କୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ସବସିଟ ମିଳିପାରିବ | ଅର୍ଥାତ ମୋଟ ୮ ମାସ ପାଇଁ ସିଧା ୨୪୦୦ ଟଙ୍କା ଆସି ଆକାଉଣ୍ଟ ରେ ଜମା ହେବ |

ବ୍ୟକ୍ତି ଙ୍କୁ ବାର୍ଷିକ ୧୨ ଟି ସିଲିଣ୍ଡର ଯୋଗାଇ ଦିଆଯିବ | ଏହି ଯୋଜନା ର ଉଦେଶ୍ୟ ହେଉଛି ମହିଳା ମାନ ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଗରିବ ପରିବାର ଙ୍କୁ ସ୍ଵଛ ରନ୍ଧନ ଆଡକୁ  ଆଣିବା  |

Leave a Reply

Your email address will not be published. Required fields are marked *