ଯେବେ ମହାପ୍ରଭୁ କ୍ୟାନ୍ସରକୁ କରିଦେଲେ ଫେଲ, ଆଉ ତାପରେ ଯାହା ହେଲା ଜାଣିଲେ ହାତ ଯୋଡ଼ିଦେବେ ଆପଣ |

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ବିଚିତ୍ର ଏବଂ ଅଲୌକିକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ତାହେଲେ କଣ ସେହି ଅଲୌକିକ ଏବଂ ରହସ୍ୟମୟ ଘଟଣା ଆସନ୍ତୁ ଜାଣିବା । ଗୋଟେ ଠାକୁର ପ୍ରତି ଅଖଣ୍ଡ ବିଶ୍ୱାସ ରଖି ଜେଇଆ ସବୁକିଛି ସମର୍ପଣ କରିଦେଇଛି ସେ ଠାକୁର ସର୍ବଦା ସେହି ଭକ୍ତର ବିପଦ ଅପଦ ରେ ସହା ହୋଇଛି ଏମିତି ଏମିତି କାର୍ଯ୍ୟ ସେ ଠାକୁର କରିପାରେ ଯାହା ବିଷୟରେ ଆମେ କେବେ କଳ୍ପନା ମଧ୍ୟ କରିନଥିବା ।

ଆଉ ଏହି ଘଟଣା ବିଷୟରେ ଜାଣିବା ପରେ ଆପଣ ନିଶ୍ଚୟ ଅନୁଭବ କରିପାରିବେ ଆମ ମହାପ୍ରଭୁ କଣ ନକରିପରାନ୍ତି ବୁଲୁଚନ୍ଦ୍ର ମହାପାତ୍ର ହେଉଛନ୍ତି ବାଣପୁରର ଜଣେ ବାସିନ୍ଦା ପୁରୀରେ ପୋଷ୍ଟ ମାଷ୍ଟର ଭାବରେ ଗୋଟେ ଡାକଘରେ ଜମା କରନ୍ତି ଆଉ ସେଠାରେ ହିଁ ଗୋଟେ ବଢ଼ାଘରର ଉପରମହଳରେ ରହୁଥିଲେ ତାଙ୍କ ଭଉଣୀ ହେଉଛନ୍ତି ବହୁତ୍ ବଡ଼ ଜଗନ୍ନାଥ ପ୍ରେମୀ ସେ ୧୨ ମାସରେ ୧୨ ଥର ପୁରୀକୁ ଆସିଥାନ୍ତି ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପୂର୍ବରୁ ଚାକିରି ଜୀବନରେ ୪ ଝିଅ ଓ ଗୋଟେ ମାତ୍ର ପୁଅର ଜଞ୍ଜାଳ ଭିତରେ ନିଜ ଘର ଆଉ ତିଆରି କରିପାରିଲେ ନାହିଁ ।

ହେଲେ ୩୦ ବର୍ଷ କାଳ ଖଟି ଖଟି ଚାକିରି ଜୀବନ ସରିଗଲା ଚାରି ଝିଅଙ୍କ ବହାଦେଇଛନ୍ତି ଏକ ମାତ୍ର ପୁଅ ଚାକିରି କରେ ଦେଉଳର ଦୂର ହେଲା ବୋଲି ଅଣସର ଘର ଦେଉଳ ମୁହଁ ଥରେ ଗୋଟେ ବଡ଼ ଘର ଯୋଗଦେଇଛନ୍ତି ମହାପ୍ରଭୁ ଶ୍ରୀମତୀ ମହାପାତ୍ର ନୀତି ଉତ୍ତର ଦ୍ଵାର ପେଟ ଯାଇ ପ୍ରଭୁଙ୍କ ଦର୍ଶନ କରି ଆସନ୍ତୁ ମନରେ ବହୁତ୍ ଆନନ୍ଦ । ୨୦୧୪ ମସିହା କଥା ସ୍ବାମୀ ସ୍ତ୍ରୀ ପୁରୀରେ ଥାଆନ୍ତି କିଛି ଦିନ ଧରି ଶ୍ରୀ ମହାପାତ୍ରଙ୍କୁ ସନ୍ଦ୍ୟବେଲିଆ ଜର ହେବାରେ ଲାଗିଲା ଭୋକ କମିବାରେ ଲାଗିଲା ଓ ଓଜନ ମଧ୍ୟ କମିବାରେ ଲାଗିଲା ଆଉ ଡାକ୍ତରଙ୍କ ପାଖରେ ଜଣା ପଡିଲା ଯେ ଶ୍ରୀ ମହାପାତ୍ରଙ୍କୁ ହେଉଛି କର୍କଟ ରୋଗ! । ଏହା ପରେ କଣ ହେଲା ଆଗକୁ ଜାଣିବା ପାଇଁ ତଳେ ଦିଆଯାଇଥିବା ଭିଡ଼ିଓଟି ଦେଖନ୍ତୁ ଶେଷ ଯାଏ ପଡ଼ିଥିବାରୁ ଧନ୍ୟବାଦ୍ ।

Leave a Reply

Your email address will not be published. Required fields are marked *