ବନ୍ଧୁଗଣ ବେକ୍ତିର ପସନ୍ଦ ନାଁ ପସନ୍ଦ ତାହାର ବେଟୁତ୍ୟ ଶୋଭାବର ଦ୍ରପଣ ହୋଇଥାଏ | କେତେକ ପସନ୍ଦ ନାଁ ପସନ୍ଦ ସେହି ବେକ୍ତି ଟି ଜୀବନରେ ଲୁଚି ରହିଥିବା ରହସ୍ୟ ସମ୍ଭଦରେ ରହସ୍ୟ ଦେଇଥାଏ | ଆପଣଙ୍କ ପାଇଁ ପାଚଟି ଦ୍ରପଣ ଦିଆ ଯାଇଛି | ତାହା ମଧ୍ୟରୁ ଆପଣ କେବଳ ଗୋଟିଏ ଦ୍ରପନ ବାଛିବାକୁ ପଡିବ | ଆଉ ଦେଖିବେ ସେହି ଦ୍ରପନଟି ଆପଣଙ୍କ ବିଷୟରେ କଣ କୋଉଛି | ଏବଂ ଆପଣ କେଉଁ ଭଳି ମଣିଷ ଅଟନ୍ତି |
ବନ୍ଧୁଗଣ ଯଦି ଆପଣ ପ୍ରଥମେ ଦ୍ରପନଟିକୁ ପ୍ରସନ୍ଦ କରିଛନ୍ତି ତେବେ ଜାଣି ରଖନ୍ତୁ | ଆପଣଙ୍କୁ ଭଗବାନ ଆଶ୍ରିବାଦ ପ୍ରାପ୍ତ ହୋଇଛି | ଆପଣ ଜୀବନରେ ଅନେକ ଗୁଡିଏ ଖୁସି ଦେଖିବାକୁ ମିଳିବ | ସେହି ଖୁସିଗୁଡିକର ସିମା ନଥିବ | ଆପଣ ସେହି ସମୟରେ ଅତ୍ୟ ଦିକ ଆନନ୍ଦ ହୋଇ ଉଠିବେ | ଆପଣ ଜଣେ ସଚୋଟ ମଣିଷ ଅଟନ୍ତି | ସତ ଶୁଣିବା ସତ କହିବା ଆପଣ ପସନ୍ଦ କରିଥାନ୍ତି | ସେତିପାଇଁତ ଆପଣଙ୍କ ସହିତ ଭଗବାନ ପ୍ରତି ମୁହୂର୍ତରେ ଥାନ୍ତି | କୌଣସି ଅସୁବିଧା କରିବାକୁ ଦିଅନ୍ତି ନାହିଁ | ଆପଣ ସବୁବେଳେ ଅନ୍ୟର ମଂଗଳ ପାଇଁ ଚିନ୍ତା କରନ୍ତି | ଆଉ ଏହି ଭଳି ବେତ୍ତି ଭଗବାନଙ୍କର ପସନ୍ଦ ହୋଇଥାନ୍ତି | ସେଥିପାଇଁ ଆପଣଙ୍କ ଜୀବନ ରେ ଯେତେବି ଦୁଃଖ ବାଧାବିଘ୍ନ ଆସିଲେବି ଆପଣ ସେଥିରୁ ମୁକ୍ତି ପାଇଁଯାଆନ୍ତି | ଆପଣଙ୍କର କୌଣସି କ୍ଷେତ୍ତି ଘଟେ ନାହିଁ | ଆପଣଙ୍କର ପ୍ରିୟ ବାବା ଭୋଳା ନାଥ ହୋଇଥିବାରୁ ଆପଣ ପ୍ରତି ସୋମବାର ଦିନ ଦ୍ରସନ କରନ୍ତୁ | ଦେଖିବେ ଆପଣଙ୍କ ଜୀବନ ସଂପୁନ ବଦଳି ଯିବ |
ବନ୍ଧୁଗଣ ଏବେ ଯଦି ଆପଣ ଦ୍ୱତୀୟ ଟିକୁ ବାଛିଛନ୍ତି | ତେବେ ଜାଣି ରଖନ୍ତୁ ଆପଣ ଜୀବନରେ ଅଧିକ ମାତ୍ରାରେ ଅଧିକ ପ୍ରେମ ଦେଖିବାକୁ ମିଳିବ | ଆପଣ ଅନେକ ବର୍ଷ ଧରି ଛାଇ ଆସୁଥିବା ପ୍ରେମ ଛାଇ ଆସୁଥିବା ପ୍ରେମ ବର୍ତମାନ ଆପଣଙ୍କ ଦ୍ଵାରସ ହେବ | ପ୍ରେମ ଏଭଳି ଏକ ସମ୍ପର୍କ ଯାହା ସମସ୍ତେ କାହାକୁ ନାଁ କାହାକୁ କରି ଥାନ୍ତି | କେହି କେହି ଜାଣି ଶୁଣି ନିଜର ମନର ମଣିଷଙ୍କୁ ଭଲ ପାଇଲା ବେଳେ ଆଉକେହି ଅଜାଣନ୍ତରେ ନିଜର ହୁଦୟକୁ ଅନ୍ୟ ପାଖରେ ସମରପଣ କରି ଦିଅନ୍ତି | ପ୍ରତି ଦିନ ଶ୍ରୀକୃଷ୍ଣଙ୍କ ନାମ ଜପ କରନ୍ତୁ | ଆପଣଙ୍କର ମଂଗଳ ହେବ |
ବନ୍ଧୁଗଣ ଏବେ ଯଦି ତୃତୀୟ ଟିକୁ ବାଛିଛନ୍ତି ତାହାଲେ ଜାଣନ୍ତୁ | ଆପଣ ସେହି ଦ୍ରପନ ଭଳି ସପା ଅଟନ୍ତି ଆପଣଙ୍କ ଭଳି ବେକ୍ତି ବୋଉ କମ ମିଳନ୍ତି | ଆପଣ ଜଣେ ହୁଦୟ ଦାନ ବେକ୍ତି ଅଟନ୍ତି ଆପଣ ଗୋଟିଏ ରେ ଗୋଟିଏ | ଅନ୍ୟ ର ଖୁସିପାଇଁ ସବୁକିଛି ଟାଗ୍ୟ କରିଥାନ୍ତି | ଅନ୍ୟ ମାନେ ବୋଉତ କିଛି ଉପହାର ଦେବାକୁ ଯାଉଛନ୍ତି | ସାଧାରଣ ଉପହାର ସମସ୍ତଙ୍କୁ ଭଲ ଲାଗିଥାଏ କିନ୍ତୁ ଆପଣଙ୍କୁ କିଏ ଗିଫ୍ଟ କଲେ ତାହା ଆପଣଙ୍କୁ ବୋଉତ ପସନ୍ଦ ଆସିଥାଏ | ଆପଣ କଥା କଥାରେ କାନ୍ଦି ଦିଅନ୍ତି କାନ୍ଦି ବାଟା ଭଉତ ଭଲ କିନ୍ତୁ ଏତେବି ନିଜକୁ କମଜର କରିବା ଭଲ ହୋଇନଥାଏ | ଅନ୍ୟ ମାନେ ଆପଣଙ୍କ ସଳତାର ଫାଇଦା ଉଠେଇ ପାରନ୍ତି ବେଳେ ବେଳେ ଭିତରେ ସରଳ ହେଲେ ମଧ୍ୟ ଉପରେ ଟାଣ ହୋଇ ରୁହନ୍ତୁ | ତେଣୁ ସବୁ କଥାରେ ସରଳତା ନହୋଇ ପ୍ରତିବାଦ କରି ଶିକନ୍ତୁ | ଆପଣ ପ୍ରତି ମଂଗଳ ବାର ଦିନ ବ୍ରଜଙ୍ଗ ବଳି ଦର୍ଶନ କରନ୍ତୁ | ଦେଖିବେ ଆପଣଙ୍କ ର ମଂଗଳ ହେବ |
ବନ୍ଧୁଗଣ ଏବେ ଯଦି ଆପଣ ଚତୃର୍ଥ ଦର୍ପଣକୁ ବାଛିଛନ୍ତି | ତେବେ ଜାଣନ୍ତୁ ଆପଣଙ୍କ ଜୀବନରେ ବୋଉତ ଭଲ ସମ୍ପର୍କ ମିଳେ | କାରଣ ଆପଣ ସମ୍ପର୍କକୁ ବହୁତ ଭଲ ପାନ୍ତି | ସେଥିପାଇଁ ପାଇଁତ୍ତ ଆପଣଙ୍କ ସହିତ ସମସ୍ତେ ବନ୍ଧୁତାର ହାତ ବାଡେଇ ଥାନ୍ତି | ଅନ୍ୟ ମାନଙ୍କ ଠାରୁ କିଛି ନପାଇଁ ମଧ୍ୟ ଆପଣ ବୋଉତ କିଛି ଦେବାକୁ ଚାହିଁ ଥାନ୍ତି | ସେଥିପାଇଁ ଭଗବାନ ଆପଣଙ୍କ ଉପରେ ସବୁବେଳେ ସ୍ତୃଷ ଥାନ୍ତି | ଆପଣ ଯାହାବି କାଯ୍ୟ ଆରମ୍ଭ କରୁଛନ୍ତି ପ୍ରଥମେ ଗଜାନ୍ନଙ୍କୁ ସ୍ମରଣ କରନ୍ତୁ |
ତେବେ ଯଦି ଆପଣ ପାଞ୍ଚ ନମ୍ବର ଦର୍ପଣକୁ ବାଛିଛନ୍ତି ତେବେ ଜାଣନ୍ତୁ | ଆପଣଙ୍କ ଜୀବନରେ ପଇସା ଏବଂ ମାନ ସନମାନ ଆଦିକାଶ ଦେଖିବାକୁ ମିଳିବ | ବନ୍ଧୁଗଣ ସାଧାରଣ ସଂସାରରେ ସମସ୍ତେ ବେକ୍ତି ଧନୀ ହୋଇନଥାନ୍ତି | ମନୁଷ୍ୟ ନିଜର କର୍ମ ତଥା ଆଚରଣରୁ ସଂସାରରେ ବଡ଼ ହୋଇଥାଏ | ଆପଣ ନିଜର ଚିନ୍ତା ଧାରା ବଦଳାନ୍ତୁ ଦେଖିବେ ଆପଣ ଖୁସିରେ ରହିବେ | କିଛି ଜିନିଷ ଆମକୁ ଆମ ସରଳତା ଦ୍ଵାରା ମଧ୍ୟ ପ୍ରାପ୍ତ ହୋଇଥାଏ | ଆପଣ ଶ୍ରୀ ରାମଙ୍କୁ ସଂରଣ କରି ତାଙ୍କର ପୃଜା ଅଜନ କରନ୍ତୁ | ଦେଖିବେ ଆପଣ ସବୁ କାଯ୍ୟରେ ନିଚିନ୍ତ ଭାବରେ ସଫଳତା ପାଇବେ |