ବନ୍ଧୁଗଣ ଶ୍ରାବଣ ମାସ ଅର୍ଥାତ ବର୍ଷା ଜଳ ଭରା ସବୁଜିମା ଭଳି ପରିବେଶ ଏଇ ମାସରେ ଧରିତ୍ରୀ ସୁନ୍ଦର ଭାବରେ ସଜାଇହୋଇ ରହିଥାଏ ଏହା ସହିତ ଶ୍ରାବଣ ମାସ ଆସିବା ମାତ୍ରେ ସମସ୍ତ ଙ୍କ ମନ ଶାନ୍ତି ଆଲୋକ ଉଲ୍ଲାସ ରେ ଭରିଯାଇଥାଏ ମଣିଷ ଭଗବାନ ଙ୍କର ଭକ୍ତିରେ ବେଭର ହୋଇଯାଏ ଏହା ସହିତ ଏଇ ମାସ ଟି ଭଗବାନ ମହାଦେବ ଙ୍କର ଅଟେ ଏଇ ଶ୍ରବଣ ମାସଟି ଶିବ ଭଗବାନ ଙ୍କୁ ସମର୍ପିତ ଅଟେ ବନ୍ଧୁଗଣ ଏଇ ବର୍ଷର ଶ୍ରାବଣ ମାସ ଟି ଅନେକ ଶୁଭ ଯୋଗ କୁ ସାଥିରେ ଧରି ଆସିଅଛି ଏଇ ଶ୍ରାବଣ ମାସରେ ଅନେକ ଶିବ ଭକ୍ତମାନେ ଶିବଙ୍କୁ ପ୍ରସନ୍ନ କରିବାପାଇଁ ଅନେକ ବିଧିବିଧାନ ମାନ କରିଥାନ୍ତି କୁହାଯାଏ କି ଶ୍ରାବଣ ମାସ ଟି ଭଗବାନ ଶିବ ଙ୍କର ଅତି ପ୍ରିୟ ମାସ ଅଟେ କାରଣ ଏଇ ଶ୍ରାବଣ ମାସରେ ମାତା ପାର୍ବତୀ ମହାଦେବଙ୍କର ଆରାଧନା କରି ପାଇଥିଲେ ଏଣୁ ଏଇ ଶ୍ରାବଣ ମାସରେ ଯେଉଁ ଭକ୍ତ ସଚ୍ଚା ମନ ଓ ଭକ୍ତିର ସହ ପୂଜା ଆରଚନା କରିଥାଏ ତାଙ୍କର ସମସ୍ତ ମନ ସ୍କାମନା ପୂରଣ ହୋଇଥାଏ ଏହା ସହିତ ଭୋଳାନାଥଙ୍କର କୃପା ଦୃଷ୍ଟି ତାଙ୍କ ଉପରେ ସର୍ବଦା ରହିଥାଏ |
ଏହା ମଧ୍ୟ କୁହାଯାଏ କି ଭଗବାନ ଶିବ ଏଇ ଶ୍ରାବଣ ମାସରେ ଧରିତ୍ରୀ ଉପରେ ବିଚରଣ କରିଥାନ୍ତି ନିଜର ଭକ୍ତମାନଙ୍କର ମନ ସ୍କାମନା ପୂରଣ କରିଥାନ୍ତି ଭଗବାନ ଶିବ ଙ୍କୁ ଭୋଳାଶଙ୍କର ବୋଲି କହିଥାନ୍ତି ଏଥିପାଇଁ କୁହାଯାଏ କି ଭଗବାନ ଶିବ ଅତି କମ ରେ ସନ୍ତୁଷ୍ଟ ହୋଇଯାଆନ୍ତି ଏହା ମଧ୍ୟ କୁହାଯାଏ କି ଭକ୍ତି ଏବଂ ବିଶ୍ୱାସ ର ସହକାରେ ଭଗବାନ ଶିବ ଙ୍କର ନାମ ସ୍ମରଣ ମାତ୍ରକେ ଭଗବାନ ଶିବ ନିଜର ଭକ୍ତଙ୍କୁ ରକ୍ଷା କରିବାପାଇଁ ଦୌଡ଼ି ଚାଲି ଆସିଥାନ୍ତି ତେଣୁ ଏଇ ଶ୍ରବଣ ମାସରେ ଯେତେପାରିବେ ସେତେ ଭଗବାନ ଶିବ ଏବଂ ମାତା ପାର୍ବତୀ ଙ୍କର ପୂଜା କରନ୍ତୁ କାରଣ ମା ପାର୍ବତୀ ହେଉଛନ୍ତି ଶିବ ଭଗବାନ ଙ୍କର ବାମ ଅଙ୍ଗ ଏଣୁ ଏଇ ଶ୍ରାବଣ ମାସରେ ଭଗବାନ ଶିବ ଙ୍କୁ ଯେତେ ସ୍ମରଣ କରିବେ ଭଗବାନ ଙ୍କ କୃପାରୁ ଆପଣ ସେତେ ଉନ୍ନତି କରି ପାରିବେ ସଫଳତା ପାଇବେ ଏବଂ ଆପଣଙ୍କର ଆର୍ଥିକ ସ୍ତିତି ରେ ସୁଧାର ଆସିବ ଶାସ୍ତ୍ର ଅନୁସାରେ ଭଗବାନ ଶିବ ଙ୍କର କୃପା ପାଇବାପାଇଁ ଵୃଷବଙ୍କର ପୂଜନ ର ବହୁତ ମହତ୍ୱ ରହି ଅଛି |
ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛି କି ଭଗବାନ ଶିବ ଙ୍କର ପୂଜା ପୂର୍ବରୁ ଯଦି ଵୃଷବ ଙ୍କର ପୂଜା କରାଯାଏ ତେବେ ଶିବ ଭଗବାନ ପ୍ରସନ୍ନ ହୋଇଥାନ୍ତି ଏବଂ ସେଇ ମଣିଷର ସମସ୍ତ ଦୁଃଖ କଷ୍ଟ ଦୂର କରିଥାନ୍ତି କୁହାଯାଏ କି ବିନା ଵୃଷବ ପୂଜାରେ ଶିବ ପୂଜା ବିଫଳ ହୋଇଥାଏ ମହାଦେବ ଙ୍କର ଅନେକ ଗଣ ମଧ୍ୟରୁ ନନ୍ଦୀ ବା ଵୃଷବ ଶ୍ରେଷ୍ଠ ଗଣ ଅଟନ୍ତି ଏବଂ ଅତି ପ୍ରିୟଗଣ ମଧ୍ୟ ଅଟନ୍ତି ବନ୍ଧୁଗଣ ଅନେକ ମଣିଷ ବହୁତ ପରିଶ୍ରମ କରିଥାନ୍ତି ମାତ୍ର ସଫଳତା ପାଇପାରନ୍ତି ନାହିଁ ପରିଶ୍ରମ ର ଫଳ ମିଳିନଥାଏ ଭାଗ୍ୟକୁ ସେମାନେ ଦୋଷ ଦେଇଥାନ୍ତି ଭାଗ୍ୟ ସେମାନଙ୍କୁ ସହଯୋଗ କରିନଥାଏ ବନ୍ଧୁଗଣ ଯଦି ଆପଣଙ୍କର ଜୀବନରେ ଦୁଃଖ କଷ୍ଟ ରହିଛି ଓ ଆପଣ ଆର୍ଥିକ ସଂକଟରେ ଜୀବନ ବିତାଉଛନ୍ତି ଅଥବା ଆପଣଙ୍କର ଭଲ ରୋଜଗାର ଅଛି କିନ୍ତୁ ସଂଚୟ କରିପାରନ୍ତିନି ଏପରି କୌଣସି ଦୁଃଖ ଆପଣଙ୍କର ଜୀବନରେ ରହିଥାଏ ତେବେ ବନ୍ଧୁଗଣ ଆପଣ ଏଇ ଶ୍ରାବଣ ମାସରେ କୌଣସି ଭି ଦିନ ଶିବ ମନ୍ଦିରକୁ ଯାଆନ୍ତୁ କାରଣ ଶ୍ରାବଣ ମାସ ର ପ୍ରତ୍ୟେକ ଦିନ ଅତ୍ୟନ୍ତ ପବିତ୍ର ଦିନ ହୋଇଥାଏ ବନ୍ଧୁଗଣ ପ୍ରଥମେ ଆପଣ ଶିବ ମନ୍ଦିର ଅର୍ଧ ପରିକ୍ରମ କରନ୍ତୁ ପାର୍ଶ୍ୱ ଦେବା ଦେବୀଙ୍କର ପୂଜା କରନ୍ତୁ ଏବଂ ପରେ ନନ୍ଦୀ ବା ଵୃଷବଙ୍କର ପୂଜା କରନ୍ତୁ ଜଳ ଚଢାନ୍ତୁ ଏବଂ କିଛି ମିଠା ଭୋଗ କରନ୍ତୁ ଏବଂ ଵୃଷବ ଙ୍କପାଖରେ ବସି ଓଁ ନନ୍ଦୀ ସ୍ୱରାୟ ନମଃ ଏଇ ମନ୍ତ୍ର କୁ ଜପ କରନ୍ତୁ ଏବଂ ପରେ ଵୃଷବଙ୍କ କାନରେ ଆପଣଙ୍କର କୌଣସି ଭି ଦୁଃଖ କଷ୍ଟ ଯନ୍ତ୍ରଣା ଅଛି ସେଥିରୁ ମୁକ୍ତି ପାଇବା ପାଇଁ ଵୃଷବଙ୍କ କାନରେ ଚୁପ କରି କହି ଦିଅନ୍ତୁ ଏପରି କୁହନ୍ତୁ କି ତାହା ଯେମିତି କୌଣସି ଅନ୍ୟ ଲୋକ ଶୁଣିପାରିବେ ନାହିଁ ବନ୍ଧୁଗଣ ଵୃଷବ ଙ୍କର ଏହା କାମ ହୋଇଥାଏ କି ସେ ସମସ୍ତ ଙ୍କ ଭକ୍ତର ମନ ର କଥା କୁ ଭଗବାନ ଙ୍କ ପାଖରେ ପହଁଚାଇ ଥାଆନ୍ତି |
ପୁରାଣ ଶାସ୍ତ୍ର ଅନୁସାରେ ସ୍ୱୟଂ ଭଗବାନ ଶିବ ନନ୍ଦୀଙ୍କୁ ବରଦାନ ଦେଇଥିଲେ କି ଯେଉଁ ଭକ୍ତ ଆସି ତୁମ କାନ ରେ ତାହାର ଦୁଃଖ ଜଣାଇବ ତାହା ମନ କଥା କହିବ ତାହାର ସେଇ ମନ ସ୍କାମନା ନିଶ୍ଚୟ ପୂରଣ ହୋଇଯିବ ତାହାର ସେଇ ଦୁଃଖ କଷ୍ଟ ଯନ୍ତ୍ରଣା ନିଶ୍ଚୟ ଦୂର ହୋଇଯିବ ବନ୍ଧୁଗଣ ଯଦି ଆପଣଙ୍କର ଜୀବନରେ ଏପରି କିଛି ଦୁଃଖ ଅଛି କିଛି ଇଛା ଅଛି ତେବେ ତୁରନ୍ତ ଯାଇ ଵୃଷବ ଙ୍କର କାନ ରେ କହିଦିଅନ୍ତୁ ଭଗବାନ ଶିବ ଶଙ୍କର ଆପଣଙ୍କର ସମସ୍ତ ମନ ସ୍କାମନା ନିଶ୍ଚୟ ପୂରଣ କରିଦେବେ ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ ଓ ଆପଣଙ୍କର ବୋହୁ ଦିନ ର ଆଶା ସବୁ ପୂରଣ ହୋଇଯିବ |