ପେଟ ରୋଗ,ଗ୍ୟାସ,ଏସିଡ଼ିଟି,Kabaj ଭଳି ସମସ୍ୟା ଥରକରେ ଭଲ ହେବ,ପିଇକି ଥରେ ଦେଖନ୍ତୁ |

ଅନେକ ସମୟରେ କିଛି ବ୍ୟକ୍ତିଙ୍କ ଠାରେ ଗ୍ଯାସ, ଏସିଡିଟି ବା ଇନଡାଇଜେସନ ଭଳି ସମସ୍ଯା ଦେଖା ଯାଇଥାଏ । ତେଣୁ ପ୍ରତେକ ବ୍ୟକ୍ତିର ପେଟ ସଫା ରହିବା ଉଚିତ । ନଚେତ ହଜାର ପ୍ରକାର ରୋଗ ପେଟରେ ହୋଇଥାଏ । ଗ୍ଯାସ ହେବା ଦ୍ଵାରା ବ୍ୟକ୍ତି ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଗ୍ଯାସ ବା ଏସିଡିଟି ସମସ୍ଯା ହେବା ସହ ପଚନ କ୍ରିୟା ଠିକ ଭାବେ ହୋଇ ପାରିବ । ଅଜିର୍ଣ୍ଣ ବା ଗ୍ଯାସ ସମସ୍ଯା ଦୂର କରିବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ଜୁଆଣୀ ।

ଯାହା ଦ୍ଵାରା ଗ୍ଯାସ ସମସ୍ଯା ସହଜରେ ଭଲ ହୋଇଥାଏ । ଏଥିପାଇଁ ଚାରି ଚାମଚ ଜୁଆଣୀ ନିଅନ୍ତୁ । ଏହା ପରେ ଏକ ଲେମ୍ବୁ ନିଅନ୍ତୁ । ଗ୍ଯାସ ବା ଏସିଡିଟି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲେମ୍ବୁର ବିଶେଷ ସହାୟକ ରହିଛି । ଏଥିପାଇଁ ୨ଟି ଲେମ୍ବୁ ର ଆବଶ୍ୟକତା ରହିଛି । ଏହା ପରେ ଜୁଆଣୀ ସହ ଲେମ୍ବୁ ରସ ମିଶ୍ରଣ କରନ୍ତୁ । ଏହା ପରେ ଯେଉଁ ସ୍ମାଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି ସେନ୍ଧା ନାମକ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ । ଏହା ପରେ ରହିଛି ବିଟ ଲୁଣ ଯାହାର ଏହାର ସ୍ଵାଦକୁ ବଢାଇ ଦେବ । ଏହା ପରେ ଆପଣ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହି ହୋମ ରେମେଡି ଦ୍ଵାରା ଇନଡାଇଜେସନ ବା ଗ୍ଯାସ ବା ଏସିଡିଟି ବା ବାନ୍ତି ହେବା ବା ଅଧିକ ଝାଡା ହେଉଛି ତାହା ଦୂର ହୋଇ ପାରିବ । ଏହା ସହ ଏହି ମିଶ୍ରଣର ସେବନ ଦ୍ଵାରା ଭୋକ ମଧ୍ୟ ଅଧିକ ଲାଗିବ । ଗ୍ଯାସ ବା ଏସିଡିଟି ସମସ୍ୟାକୁ ଦୂର କରିବା ପାଇଁ ଏକ ଆୟୁର୍ବେଦିକ ଘରୋଇ ଚମତ୍କାରୀ ଉପଚାର ଅଟେ । ଏହା ଏକ ପ୍ରାକୃତିକ ଉପଚାର ଅଟେ ଯାହାର ପ୍ରୟୋଗ ଦ୍ଵାରା କୌଣସି କ୍ଷତି ଶରୀରର ହେବ ନାହି । ଏହି ହୋମ ରେମେଡିର ସେବନ ଦ୍ଵାରା ପେଟଶା ସହ ଜଡିତ ସବୁ ସମସ୍ଯାରୁ ମୁକ୍ତି ପାଇ ପାରିବେ । ଏହା ବ୍ଯତୀତ ପାଚନ କ୍ରିୟା ଠିକ ଭାବେ ହେବା ସହ ଖାଦ୍ଯ ଠିକ ଭାବେ ଜୀର୍ଣ୍ଣ ହେବ ।

ଏହି ମିଶ୍ରଣକୁ ଖରା ବା ଘରେ ଫ୍ୟାନ୍ସ ତଳେ ଶୁଖାଇ ଦିଅନ୍ତୁ । ଏହାକୁ ଏକ କାଚ ପାତ୍ରରେ ଷ୍ଟକ କରି ରଖନ୍ତୁ । ଏହି ରେମେଡିର ପ୍ରୟୋଗ ଖାଦ୍ୟ ଖାଇବା ପରେ ସେବନ କରନ୍ତୁ । ଯଦି ଠିକ ଭାବେ ଭୋକ ହେଉ ନାହିଁ ବା ଝାଡା ହେଉଛି ବା ବାନ୍ତି ହେଉଛି ସବୁର ନିରାକରଣ ପାଇଁ ଏହା ଏକ ପ୍ରାକୃତିକ ଉପାୟ ଅଟେ । ଏହାର ପ୍ରୟୋଗ କରିବା ଦ୍ଵାରା ଜୀବନରେ କେବେ ବି ଗ୍ଯାସ ବା ଏସିଡିଟି ଭଳି ସମସ୍ଯା ଭୋଗିବାକୁ ପଡିବ ନାହି । ଏହା ଏକ ସହଜ ଓ ସରଳ ଘରୋଇ ଉପାୟ ଅଟେ ଯାହାର ପ୍ରୟୋଗ ଥରେ କରିଲେ ଆପଣ ଏହାର ଫାଇଦା ଜାଣି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *