Mahadevଙ୍କ ଅଂଶ ହୋଇଥାନ୍ତି ଏହି ୬ଟି ନାମର ଲୋକ, ଭୋଳନାଥଙ୍କ ଆଶୀର୍ବାଦ ଥାଏ ଏମାନଙ୍କ ଉପରେ |

ମହାଦେବ ସଂସାର ଏମିତି ଜଣେ ଭଗବାନ ଯିଏ ବହୁତ୍ ଶିଘ୍ର ନିଜ ଭକ୍ତ ଦ୍ୱାରା ପ୍ରସନ୍ନ ହୋଇଥାନ୍ତି ସେ ଦେଖନ୍ତି ନାହିଁ ଜେ ତାଙ୍କ ଭକ୍ତି କରୁଥିବା ବ୍ୟକ୍ତି ମଣିଷ ବା ଦାନବ ଅଟେ । ସେ କେବେ ନିଜ ଭକ୍ତ ମାନଙ୍କ ମଧ୍ୟରେ ପକ୍ଷ ପାତ କରନ୍ତି ନାହିଁ ତାଙ୍କ ଅନୁଯାଇ ମଣିଷ ଦାନବ ଆଉ ପ୍ରଭୁ ମାନଙ୍କ ମଧ୍ୟରେ କିଛି ଫରକ୍ ନଥାଏ । ଯଦି ମଣିଷ ଭଲ ଭକ୍ତି କରି ପାଇଲା ତେବେ ସେ ତାକୁ ମଧ୍ୟ ଦେଖା ଦିଅନ୍ତି ଆଉ ତା ଉପରେ ନିଜ କୃପା କରିଥାନ୍ତି । ତେବେ ଶାସ୍ତ୍ର ଅନୁଯାଇ କିଛି ନାମ୍ ବ୍ୟକ୍ତି ଏମିତି ହୋଇଥାନ୍ତି ଯିଏ ଭଗବାନ ଶିବଙ୍କ ଆଶୀର୍ବାଦ ଜନ୍ମରୁ ନେଇ ଆସିଥାନ୍ତି ଆଉ ଜୀବନରେ ତାଙ୍କୁ କିଛି ଅସୁବିଧା ହେଲେ ଭଗବାନ ତାଙ୍କ ଉପରେ କୃପା କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ନାମ ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହା ସବୁବେଳେ ଭଗବାନ ଶିବଙ୍କ ପ୍ରିୟ ହୋଇଥାନ୍ତି ।

A. ଏ ନାମ ବ୍ୟକ୍ତି ବହୁତ୍ ସୁଖମୟ ଜିବନ ପାଇଥାନ୍ତି କାହିଁକି ନା ତାଙ୍କ ଜୀବନରେ ଯାହା ଦୁଃଖ ଆସିଥାଏ ଭଗବାନ ସହିବ ସବୁ ଦୁର କରନ୍ତି । ବହୁତ୍ ଖରାପ ପରିସ୍ଥିତିରେ ମଧ୍ୟ ଭଗବାନଙ୍କୁ ଡାକିଲେ ଏହି ଭଳି ଲୋକଙ୍କ ଉପରେ ଭଗବାନ ନିଜ ବିଶେଷ କୃପା କରନ୍ତି । ଜୀବନରେ ବହୁତ୍ କିଛି ପାଇଲେ ମଧ୍ୟ ଏହି ଲୋକଙ୍କୁ ଅଧିକ ଗର୍ବ କରିବା ଉଚିତ୍ ନୁହେଁ ।

C.ଏହି ନାମ ବ୍ୟକ୍ତିଙ୍କୁ ସଫଳ ହବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡି ନଥାଏ ଜୀବନରେ ଯାହା ଈଛା କରନ୍ତି ତାହା ପାଇଥାନ୍ତି କିନ୍ତୁ କିଛି ସମୟ ଲାଗିଥାଏ । ବହୁତ୍ ବଡ ଅସୁବିଧାରେ ରହିଲେ ମଧ୍ୟ ପ୍ରଭୁ ଆପଣଙ୍କ ଉପରେ ନିଜ ହାତ ରଖିଥାନ୍ତି ।

V.ଭି ନାମ ବ୍ୟକ୍ତି ମନ ର ବହୁତ୍ ସଫା ହୋଇଥାନ୍ତି ଏହି ଭଳି ଲୋକଙ୍କ ଜୀବନରେ କିଛି ଅସୁବିଧା ଆସିଲେ ଭଗବାନ ସେହି ଲୋକଙ୍କୁ ଦୁଃଖ ଦିଅନ୍ତି ଯିଏ ତାଙ୍କୁ ଦୁଃଖ ଦେଇଥାନ୍ତି ଆଉ ଜୀବନରେ ତାଙ୍କ ସହ ଛଳନା କରିଥାନ୍ତି ।

P.ଏହି ନାମ ବ୍ୟକ୍ତି ଜୀବନରେ ବହୁତ୍ ସୁଖ ପାଇଥାନ୍ତି କିନ୍ତୁ ଯେବେ ବି ତାଙ୍କୁ କିଛି ଅସୁବିଧା ହୁଏ ସେ ଭଗବାନ ଶିବଙ୍କୁ ଆରାଧନା କରନ୍ତି ଆଉ ତାଙ୍କ ସମସ୍ୟା କୁଆଡେ ହଜି ଯାଇଥାଏ ତାହା କେହି ଜାଣି ପାରନ୍ତି ନାହିଁ ।

J.ଏହି ନାମ ବ୍ୟକ୍ତି ଭଗବାନ ଶିବଙ୍କର ବହୁତ୍ ବଡ ଭକ୍ତ ହୋଇଥାନ୍ତି, ଏହି ନାମ ବ୍ୟକ୍ତିଙ୍କୁ କେବେ ବି କିଛି ଦୁଃଖ ହେଲେ ସେ କାହାକୁ କିଛି ନକହି ଭଗବାନ ଶିବଙ୍କୁ କହିଥାନ୍ତି ଆଉ ସତକୁ ସତ୍ ତାଙ୍କ ସବୁ ଅସୁବିଧା ଦୁର ହୋଇଥାଏ ।

Leave a Reply

Your email address will not be published. Required fields are marked *