ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ ଆଲବମ୍ ଅଭିନେତା ପାପୁଙ୍କ ଶେଷ ଚଳଚ୍ଚିତ୍ରରେ ବିଷୟରେ ଯାହାକୁ ଶୁଣିଲେ ଆପଣ କାନ୍ଦି ପକାଇବେ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭାବରେ। ଦର୍ଶକ ବନ୍ଧୁ ଆପଣ ମାନେ ତାଙ୍କୁ ଅନେକ ଓଡ଼ିଆ ଆଲବମ୍ ମାନଙ୍କରେ ହିରୋ ରୂପରେ ଦେଖିଥିଲେ ସେ ଓଡ଼ିଶାର ଦର୍ଶକ ମାନଙ୍କୁ ଅନେକ ମନଛୁଆଁ ଆଲବମ୍ ରେ ଝୁମାଇ ଯାଇଛନ୍ତି।
ତାଙ୍କର ହିଟ ଆଲବମ୍ ମୋ ରୁଦୟ କିଛି କହିଲା , ଯେବେ ସିନ୍ଦୂର ମିଳିବ ନାହିଁ ହାଟରେ, ପ୍ରେମରେ ପ୍ରେମରେ , ନିଝୁମ ରାତିର ସହରରେ ଇତ୍ୟାଦି ତାଙ୍କୁ ଅଧିକ ଲୋକ ପ୍ରିୟତା ତାଙ୍କର ଦୁଇଟି ହିଟ୍ ଆଲବମ୍ ମାଧ୍ୟମରେ ମିଳିଥିଲା ୧. ମୋ ହୃଦୟ କିଛି କହିଲା ଓ ୨. ଯେବେ ସିନ୍ଦୂର ମିଳିବ ନାହିଁ ହାଟରେ ସେ ତାଙ୍କ ଅଭିନୟ ଜୀବନ ପ୍ରଥମେ ଗୋଟେ ଧାରାବାହିକ ମାଧ୍ୟମରେ ଆରମ୍ଭ କରିଥିଲେ।
ଯେଉଁଥିରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ ସେହି ଧାରାବାହିକ ନା ଥିଲା ପରିଚୟ । ସେ ଏହି ଧାରାବାହିକ ମାଧ୍ୟମରେ ସାରା ଓଡ଼ିଶାର ଦର୍ଶକଙ୍କ ମନ କିଣିନେଇଥିଲେ ସେ ୨୦୦୬ ମସିହାରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ପ୍ରଥମ ଥର ପାଇଁ ଗୋଟେ ଚଳଚ୍ଚିତ୍ରରେ କାମ କରିଥିଲେ ଯାହାର ନାମ ପ୍ରଥମ ପ୍ରେମରେ ସେଥିରେ ସେ ଅନୁଭବଙ୍କ ସହିତ ସହ କଳାକାର ରୂପରେ କାମ କରିଥିଲେ।
ସେହି ଚଳଚ୍ଚିତ୍ରଟି ତାଙ୍କ ଜୀବନର ଶେଷ ଚଳଚ୍ଚିତ୍ର ମଧ୍ୟ ଥିଲା ତାପରେ ସେ ୨୦୦୬ ରୁ ୨୦୦୮ ପର୍ଯ୍ୟନ୍ତ କୌଣସି ଆଲବମ୍ କି ଚଳଚ୍ଚିତ୍ରରେ କାମ କରିନଥିଲେ ଆଉ ଦିନେ ହଠାତ୍ ଖବର ଆସିଲା କି ସେ ତାଙ୍କ ଘରର ଫ୍ୟାନ୍ ରେ ଦଉଡ଼ି ଲଗାଇ ତାଙ୍କ ଜୀବନକୁ ଶେଷ କରିଦେଇଛନ୍ତି ଆଜି ଯାଏ କେହି କହିପାରି ନାହାନ୍ତି ଯେ ତାଙ୍କ ମୃ-ତ୍ୟୁ ଟି ଆତ୍ମ ହ-ତ୍ୟା ଥିଲା ନ ଆଉକିଛି ।