ଛାତ୍ରଛାତ୍ରୀଙ୍କୁ ମିଳିବାକୁ ଯାଉଛି ୫,୦୦୦ ଟଙ୍କା ଏନେଇ ଘୋଷଣା କରିଛନ୍ତି ରାଜ୍ୟସରକାର ଜହାବିକିଛି ନୂଆ ସୂଚନା ରହିଛି ତାହାକୁ ସମସ୍ତେ ଜାଣିରଖିବା ନିହାତି ଜରୁରୀ | ତେବେ ଆସନ୍ତୁ ଜାଣିବା କଣ ଆସିଛି ଅପଡେଟ | ବଦଳିଲା ‘ମୋ ସ୍କୁଲ’ ନାଁ। ‘ମୋ ସ୍କୁଲ’ ନାଁ ବଦଳି ହେଲା ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’।
‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ଯୋଜନା ପାଇଁ ବଜେଟରେ ୩୩୨ କୋଟି ବ୍ୟୟବରାଦ । ସ୍କୁଲରେ ଡ୍ରପ୍ ଆଉଟ ରୋକିବାକୁ ନୂଆ ଯୋଜନା ‘ମାଧୋ ସିଂ ହାତ ଖର୍ଚ୍ଚ’। ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ST ପିଲାଙ୍କୁ ମିଳିବ ଟଙ୍କା। ଏହି ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ ହଜାର ଟଙ୍କା।
ଯେଉଁମାନେ 9th କ୍ଲାସ ବା +2 ରେ ନାମଲେଖେଇଛନ୍ତି କେବଳ ST ପିଲାଙ୍କୁ ବାର୍ଷିକ ମିଳିବ 5 ହଜାର ଟଙ୍କା ନେଇ ସୂଚନା ରହିଛି | ଧନ୍ୟବାଦ….