ଆମ ପୃଥିବୀରେ ଏମିତି ବୋହୁତ ଘଟଣା ଘଟିଥାଏ ଯାହାର କାରଣ ଆମେ ଜାଣିଛନ୍ତି କିନ୍ତୁ ତାହା ସହିତ ଏମିତି ବି ବିଚିତ୍ର ଘଟଣା ଘଟେ ଯାହାର କାରଣ ନ ଜାଣିଥିବା ଯୋଗୁଁ ଆମେ ତାକୁ ଚମତ୍କାର ମାନୁ ବା କୌଣସି ଏଲିୟନ୍ ର କାମ ତେବେ ଆଜି ଆସନ୍ତୁ ଏପରି କିଛି ରହସ୍ୟମୟ ଘଟଣା ବିଷୟରେ ଜାଣିବା ଯାହା ନା କେବଳ ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ ବରଂ ଆପଣଙ୍କ ହୋସ ଉଡ଼ାଇ ଦେବ।
ହେଲଷ୍ଟର୍ମ
କୁଆପଥର ବର୍ଷା ଆପଣମାନେ ନିଜ ଜୀବନରେ ଯେବେ ନା କେବେ ଦେଖିଥିବେ ଏବଂ ସେହି ସମୟକୁ ଏଞ୍ଜୟ ବି କରିଥିବେ କିନ୍ତୁ ୮ ଫେବୃୟାରୀ ୨୦୧୮ ମସିହାରେ ଆର୍ଯେଣ୍ଟିନାରେ କିଛି ଏମିତି ଘଟଣା ଘଟିଲା ଯାହାକୁ ଦେଖି ପୁରା ଦୁନିଆ ଆଶ୍ଚର୍ଯ୍ୟ ଚକିତ ହୋଇଗଲା ପ୍ରଥମେ ତ ସେହି ବରଫ ଗୁଡ଼ିକ ଆକାରରେ ଛୋଟ ଆଉ ମଜାଦାର ଲାଗୁଥିଲା କିନ୍ତୁ କିଛି ସମୟ ପରେ ଏହା ନିଜର ରୂପ ବଦଳାଇ ଦେଲା ପ୍ରବଳ ବର୍ଷା ଏବଂ ପବନ ସହ ଟେନିସ ବଲ ସାଇଜର ବରଫ ଆକାଶରୁ ଖସିବାକୁ ଲାଗିଲା ଏବେ ବଡ ବରଫ ଗୋଲା ନା କେବଳ କାର କାଚକୁ ଭାଙ୍ଗିଲା ବରଂ ଅନ୍ୟ ଜିନିଷ ଗୁଡ଼ିକୁ ନଷ୍ଟ ଭ୍ରଷ୍ଟ କରିଦେଲା
ବ୍ଲୁ ଲଭା
ଆଗ୍ନେୟଗିରିର ନାଁ ଶୁଣିଲେ ପାହାଡ ଉପରେ ଭୟଙ୍କର ବିସ୍ଫୋରଣ ଏବଂ ଲାଲ୍ ଗରମ ଲାଭର ଚିତ୍ର ଆସିଥାଏ କିନ୍ତୁ ଦୁନିଆରେ ଏକ ଏମିତି ଜାଗା ବି ଅଛି ଯେଉଁଠି ଲାଭ ନୀଳ ରଙ୍ଗର ବାହାରିଥାଏ ଏହି ଆଗ୍ନେୟଗିରିକୁ ଖୋଜିବା ପାଇଁ ବୈଜ୍ଞାନିକ ମାନଙ୍କୁ ବୋହୁତ ପରିଶ୍ରମ କରିବାକୁ ପଡ଼ିଥିଲା ପ୍ରଥମେ ବୈଜ୍ଞାନିକ ଭାବୁଥିଲେ ଯେ ଏଠାରେ ଅଧିକ ଗରମ ଯୋଗୁଁ ଏହାର ରଙ୍ଗ ନୀଳ ହେଉଛି କିନ୍ତୁ ବର୍ତ୍ତମାନର ଅତ୍ୟାଧୁନିକ ଗବେଷଣାରୁ ଜଣା ପଡ଼ିଲା ଯେ ଆଗ୍ନେୟଗିରି ପାଖରେ ସଲ୍ଫର୍ ମାତ୍ରା ଅଧିକ ଥିବାରୁ ଏହାର ରଙ୍ଗ ନୀଳ ହେଉଛି।
ମିଷ୍ଟ୍ରୀୟସ କ୍ରିଏଟର୍
ଦୁନିଆରେ ଜଣା ନାହିଁ ଏମିତି କେତେ ରହସ୍ୟ ଅଛି ଯାହା ଉପରୁ ପରଦା ଉଠିବା ଏବେବି ବାକି ଅଛି ଏହି ରହସ୍ୟ ମଧ୍ୟରୁ ଅନ୍ୟତମ ଏକ ରହସ୍ୟ ହେଲା ଓସିଆର ସାଇବେରିଆ ଅଞ୍ଚଳରେ ସୃଷ୍ଟି ହୋଇଥିବା ୨୬୨ ଫୁଟ୍ ଓସାରର ଏକ ପୋଖରୀ ଯାହା ପୁରା ଦୁନିଆ ପାଇଁ ରହସ୍ୟ ହୋଇ ରହିଛି ଏବଂ ଏହାର ଆଖପାଖ ଅଞ୍ଚଳରେ ଏପରି ଅନେକ ପୋଖରୀ ଦେଖିବାକୁ ମିଳିଲା କିନ୍ତୁ ଏହି ବିଶାଳ ପୋଖରୀ ଗୁଡ଼ିକ କେମିତି ସୃଷ୍ଟି ହେଲା ତାହା ସମସ୍ତଙ୍କ ହୋସ ଉଡାଇ ଦେଇଛି ଯେଉଁଠି କିଛି ବୈଜ୍ଞାନିକ ଏହାକୁ ଉଲ୍କା ପଡ଼ିଥିବା ଯୋଗୁଁ ହେଇଛି ବୋଲି କହୁଛନ୍ତି ଓ ଅନ୍ୟମାନେ ମାଟି ଭିତରକୁ ଦବିଯିବା ଯୋଗୁଁ ହୋଇଛି ବୋଲି କହୁଛନ୍ତି ଏମିତିକି କିଛି ଲୋକ ତ ଏହାକୁ ଏଲିୟନ ମାନଙ୍କ ଜାହାଜର ଚିହ୍ନ ବୋଲି କହୁଛନ୍ତି କିନ୍ତୁ ଏହାର ରହସ୍ୟ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।
କ୍ରାଉନ୍ ଫ୍ଲାସ
୧୨ ଜୁନ ୨୦୧୧ ରେ ଆମେରିକାର ଇଣ୍ଡିଆନାରେ ଜଣେ ବ୍ୟକ୍ତି କ୍ୟାମେରାରେ ରେକର୍ଡ କରୁଥିବା ସମୟରେ ଏକ ଏମିତି ଅଦ୍ଭୁତ ଘଟଣା ରେକର୍ଡ କରିନେଲା ଯାହା ତାର ମୁଣ୍ଡକୁ ସ୍ଲୋ କରିଦେଲା ତେବେ ଆପଣ ଏଠାରେ ବାଦଲ ଉପରେ ଲାଇଟ୍ ର ହଲଚଲ ଦେଖି ପାରୁଥିବେ ଯେତେବେଳେ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଅପଲୋଡ଼ କରାଗଲା ତ ସମସ୍ତେ ଭିନ୍ନ ଭିନ୍ନ ମତ ଦେଲେ କିଏ ଏହାକୁ ଆମେରିକାର ସୀକ୍ରେଟ ପ୍ରୋଗ୍ରାମ କହିବା ବେଳେ ଅନ୍ୟମାନେ ଏହାକୁ ଏଲୀୟନ୍ ମାନଙ୍କର କାମ ବୋଲି କହିଲେ କିନ୍ତୁ ଅସଲରେ ଏହା ଏକ ପ୍ରାକୃତିକ ଘଟଣା ଅଟେ।
ନିମାମାସ
ଆଲମ୍ପୀୟ ୱାସିଂଟନ ଆମେରିକାର ଏକ ଜିନିଷ ବୈଜ୍ଞାନିକ ମାନଙ୍କୁ ବର୍ଷ ବର୍ଷ ଧରି କନ୍ଫ୍ୟୁଜ କରି ରଖିଥିଲା ପ୍ରକୃତରେ ସେଠାରେ ଛୋଟ ଛୋଟ କୁଦ ପୁରା ଏରିଆରେ ଭରି ରହିଥିଲା ଏହାର ଏକା ସାଇଜର ହଜାର ହଜାର କୁଦକୁ ଆପଣମାନେ ଦେଖି ପାରୁଥିବେ କିନ୍ତୁ ଏହି କୁଦ କେମିତି ତିଆରି ହେଲା ପ୍ରଥମେ ଏହାକୁ ସ୍ଥାନୀୟ ଆଦିବାସୀଙ୍କ କବର୍ କୁହାଯାଉଥିଲା କିନ୍ତୁ ଏକ ଭୁଲ୍ ପ୍ରମାଣିତ ହେଲା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ରୁ ଉର୍ଦ୍ଧ ଥିଓରୀ ସାମ୍ନାକୁ ଆସିଲାଣି କିନ୍ତୁ ଅସଲ ସତ୍ୟ ଏବେବି ବୈଜ୍ଞାନିକ ମାନଙ୍କର ମୁଣ୍ଡର ବାହାରେ।