ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ କି ମହିଳା ମାନେ ମାସିକ ଧର୍ମରେ କଣ କରିବା ଉଚିତ୍ ଆଉ କଣ ନୁହଁ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଗୋଟେ ଗପ ମାଧ୍ୟମରେ ସମ୍ପୂର୍ଣ୍ଣ କଥା। ବନ୍ଧୁ ଗଣ ଥରେ ମାତା ଲକ୍ଷ୍ମୀ ବିଷ୍ଣୁଙ୍କୁ ପଚାରିଲେ ହେ ଆଜି ମୋ ମନରେ ଗୋଟେ ପ୍ରଶ୍ନକୁ ନେଇକରି ସଙ୍କା ଉତ୍ପନ ହେଉଛି ହେ ପ୍ରଭୁ ଏହି ବିଶ୍ୱ ଜଗତରେ ଆଉ କେହି ନାହାଁନ୍ତି ଯିଏ କି ମୋର ଏହି ସଙ୍କା ଟିର ସମାଧାନ କରିପାରିବେ କେବଳ ଆପଣ ହିଁ ମୋର ଏହି ପ୍ରଶ୍ନର ଉତ୍ତର ଦେଇପାରିବେ ତାହା ଶୁଣି ମହାପ୍ରଭୁ ବିଷ୍ଣୁ କହିଲେ ହେ ଦେବୀ ଆପଣଙ୍କ ଯେଉଁ ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି ପଚାରନ୍ତି ଆଉ ମୁଁ ତାର ଉତ୍ତର ଦେବାକୁ ଚେଷ୍ଟା କରିବି |
ତାପରେ ମାତା ଲକ୍ଷ୍ମୀ କହିଲେ ହେ ପ୍ରଭୁ ତାହା କେଉଁ ଅଭିରାବ ଅଟେ ଯାହା କାରଣରୁ ସ୍ତ୍ରୀଙ୍କୁ ମାସିକ ଧର୍ମ ସହିବାକୁ ପଡ଼ି ଥାଏ ଆଉ ମୋ ଦ୍ୱିତୀୟ ପ୍ରଶ୍ନ ଏହାକି ପ୍ରଭୁ ଏକ ରଙ୍ଗ ସାଲା ସ୍ତ୍ରୀକୁ କେଉଁ କାର୍ଯ୍ୟ କରିବା ଉଚିତ୍ ନୁହେଁ । ଏହା ଶୁଣି ମହା ପ୍ରଭୁ ବିଷ୍ଣୁ କହିଲେ ହେ ଦେବୀ ଲକ୍ଷ୍ମୀ ଆପଣ ସମ୍ପୂର୍ଣ୍ଣ ମାନବ ଜାତିର କଲ୍ୟାଣ ପାଇଁ ଅତି ଉତ୍ତମ ପ୍ରଶ୍ନ କରିଛନ୍ତି ଦେବୀ ମୁ ଆପଣଙ୍କୁ ଏହି ପ୍ରଶ୍ନ ଗୁଡିକର ଉତ୍ତର ସୁଖ ଦେବ ନାମକ ଜଣେ ବ୍ୟକ୍ତିର ଜୀବନରେ ଖଟିଥିବ ଘଟଣା ଗୁଡ଼ିକ ମାଧ୍ୟମରେ ଦେବୀ ଧ୍ୟାନରେ ଶୁଣିବେ ପୂର୍ବକାଳର କଥା ନିର୍ମଳ ଦେଶରେ ଏକ ଅତ୍ୟନ୍ତ ସୁନ୍ଦର ନଗର ଥିଲା |
ଏହି ନଗରରେ ସୁଖ ଦେବ ନାମକ ଜଣେ ବ୍ରାହ୍ମଣ ବାସ କରୁଥିଲେ ତାଙ୍କୁ ସମସ୍ତ ବେଦ ଏବଂ ଶାସ୍ତ୍ରର ଜ୍ଞାନ ଥିଲା ସେ ଜଣେ ସୁନ୍ଦର ସୁଶୀଳ ଆଉ ଧର୍ମର ମାର୍ଗରେ ଚାଲୁଥିବା ବ୍ୟକ୍ତିଥିଲେ ଦେଶର ସମସ୍ତ ଲୋକ ସୁଖଦେବଙ୍କୁ ବହୁତ୍ ଅଧିକ ସମ୍ମାନ ଦେଉଥିଲେ ଆଉ ସେ ପ୍ରତିଦିନ ଯଜ୍ଞ କରୁଥିଲେ ଆଉ ଦାନ ଧର୍ମର ସହିତ ସନ୍ଧ୍ୟାରେ ଉପାସନା ମଧ୍ୟ କରୁଥିଲେ ସେ ତାଙ୍କ ଜୀବନରେ ସବୁ ଜିନିଷରେ ପରିପୂର୍ଣ୍ଣ ଥିଲେ ତାଙ୍କ ଜୀବନରେ ଆଉ କୌଣସି ଜିନିଷର ଅଭାବ ନଥିଲା |
ଆଉ ତାଙ୍କ ପତ୍ନୀଙ୍କ ନାମ ତପସ୍ୟା ଥିଲା ସେ ମଧ୍ୟ ତାଙ୍କ ପତିଦେଵଙ୍କ ପରି ଥିଲେ ଦିନେ ସେ ଦୁହେଁ ନିଜର ଘରେ ସତ୍ୟ ନାରାୟଣ ପୂଜାର ଆୟୋଜନ କଲେ ଆଉ ଅନେକ ବ୍ରାହ୍ମଣ ମାନଙ୍କୁ ନିମନ୍ତ୍ରଣ କଲେ ତାପରେ ଘଟିଗଲା ଏପରି ଏକ ଘଟଣା ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। କଣ ଆପଣ ଜାଣିବାକୁ ଚାହୁଁଛନ୍ତି ଆଗକୁ କାନ ଘଟିଲା ତାହେଲେ ତଳେ ଦିଆ ଯାଇଥିବା ଭିଡିଓ ଲିଙ୍କ ଉପରେ କ୍ଲିକ୍ କରି ଦେଖନ୍ତୁ ଧନ୍ୟବାଦ୍ …