ଦର୍ଶକ ବନ୍ଧୁ କ୍ୟାମେରା ରେ ରେକର୍ଡ ହେଲା ଏକ ଅକସ୍ମାତ୍ ଭିଡିଓ ଯୋଉଥିରେ ଜିମ୍ କରୂ କରୁ ମୃ-ତ୍ୟୁବରଣ କଲେ। ଜିମ ରେ ବ୍ୟମ କଲାବେଳେ ଚାଲିଗଲା ଜୀବନ। ଦେଶରେ ଏବେ ଅକସ୍ମାତ୍ ମୃ-ତ୍ୟୁ ବଢ଼ିବାରେ ଲାଗିଚି ଯେଉଁଥିରେ ଜିମ୍ କରୁ କରୁ ଚାଲିଯାଉଛି ଜୀବନ ବା ଚାଲୁ ଚାଲୁ ଚାଲି ଯାଉଛି ଜୀବନ। ମୃ-ତ୍ୟୁ କାହାକୁ କେତେବେଳେ ଆର ପରିକୁ ନେଇଯାଇଛି ତା କେହି ଜାଣି ପାରୁନାହାନ୍ତି ଏବେ ବର୍ତ୍ତମାନ ସୋସିଆଲ ମିଡିଆରେ viral ହେବାକୁ ଲାଗିଚି ଯେ gym କରୁଥିବା ବେଳେ ଚାଲି ଯାଉଅଛି ଜୀବନ।
ଯେଉଁଥିରେ ବ୍ୟମା କଲାବେଳେ ଜଣେ ବ୍ୟକ୍ତିର ଜୀବନ ଚାଲିଯାଉଛି ।ଏହି ଘଟଣାଟି ମହାରାଷ୍ଟ୍ରରେ ହେଇଚି ଯିଏ ମୃ-ତ୍ୟୁ ବରଣ କରିଛନ୍ତି ତାଙ୍କ ନାମ ହେଉଛି କନ୍ଵଲ୍ ସିଂ ବାଘା gym ରେ ମୁଖ୍ୟ ଟ୍ରେନର ସହିତ gym କରୁଥିବା ବେଳେ ଆଉ ମଧ୍ୟ ଚାରିଜଣଙ୍କ ସହ gym କରୁଥିବା ବେଳେ ଚାଲି ଗଲା ଜୀବନ ସେମାନେ ହାଲୁକା ବ୍ୟମ୍ କରୁଥିଲେ ଏବଂ ହାଲୁକା ଦୌଡ଼ ଦୋଉଦୁଥିଲେ।
ସେହିସମୟରେ ବଘା ତାଙ୍କର ଦେହ ଅସୁସ୍ଥ ଲାଗିଲା ଯେହେତୁ ସେ ଟିକେ ବିଶ୍ରାମ ନେଇଥିବା ବେଳେ ଚାଲିଯାଇଥିଲେ ଜୀବନ ଆଉ ମଧ୍ୟ କେହି ସେକେଣ୍ଡ ମଧ୍ୟରେ ବାଘ ସେହି ପାଖରେ ଥିବା ଖୁଣ୍ଟ କୁ ଧରି ଟଳି ପଡ଼ୁଛନ୍ତି। ଏହା ଦେଖିବା ପରେ ତାଙ୍କ ପାଖରେ ଥିବା ତାଙ୍କ ସହଯୋଗୀ ମାନେ ସେଥି ଯାଇ ତାଙ୍କୁ ଧରିଦୋଉଛନ୍ତି।
ଏହି ଦୃଶ୍ୟ ତି ସୋସିଆଲ ମିଡ଼ିଆ ରେ ଥିବା ବେଳେ ଏହି ଭିଡିଓ କୁ କେହି ଇଣ୍ଟରନେଟ ରେ viral କରୁଥିଲା ବର୍ତ୍ତମାନ ଭିଡିଓରେ ବହୁତ୍ ଭେୟାରାଲ ହେବାର ଲାଗିଚି।ତା ଦର୍ଶକ ବନ୍ଧୁ ଆପଣ ମାନେ ବି ଆପଣଙ୍କ ଦେହ ଜଗିରଖି ଚାଲନ୍ତୁ ଏବଂ ବେଶୀ ଭାରି ଜିନିଷ ଉଠାନ୍ତୁ ନାହିଁ ଏବଂ ସବୁବେଳେ ପାଣି ପିଆନ୍ତଉ ଯାହା ଫଳେର ଆପଣ ସୁସ୍ଥ ରହିବେ ଏବଂ ଭଲ ରହିବେ ଧନ୍ୟବାଦ୍ ।