ଶିଶୁ କଳାକାର ଭାବରେ ଫିଲ୍ମ ରେ ଅଭିନୟ କରୀୟର କରିବାକୁ ଯାଉଛନ୍ତି ପ୍ରିୟାଙ୍କ ପୁଅ।ତେବେ ବନ୍ଧୁଗଣ ଆପଣ ମାନେ ତା ଭଲ ଭାବେ ଜାଣିଥିବେ ପ୍ରିୟା ଙ୍କୁ ଯିଏକି ସେ ଫିଲମ ରେ ତାଙ୍କର ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ।ପ୍ରିୟା ତାଙ୍କ ପୁଅ କୁ ଛୋଟ ବେଳୁ ତାଙ୍କ ପୁଅ କୁ ଅଭିନୟ ଶିଖିଥିଲେ।ପ୍ରିୟା ଓଡ଼ିଆ ସିନେମାର ବେଷ୍ଟ ହିରୋଇନ୍ ଭାବରେ ଓଡ଼ିଶାରେ ସେ ବେଷ୍ଟ ପରିଚିତ।
ପ୍ରିୟା ଦୀର୍ଘ କିଛି ଦିନ ହେବ ବାହାହେଲା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଦୁରେଇଯାଇଛନ୍ତି ଓ ଆଉ ଓଡ଼ିଆ ସିନେମା ରେ ନଜର ଆସୁନାହାନ୍ତି।ଏବେ ପ୍ରିୟାଙ୍କ କୁନିପୁଆ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ରେ କାମ କରିବାକୁ ଯାଉଛନ୍ତି।ପ୍ରିୟା ତାଙ୍କ ପୁଅ ସହିତ ବହୁତ୍ ଖୁସିଥିବାର ନଜର ଆସୁଛନ୍ତି ଓ ଯତ୍ନ ନବର ନଜର ଆସିଛନ୍ତି ଅଲିୟୁଡ ର ଜବରଦସ୍ତ ଅଭିନେତ୍ରୀ ପ୍ରିୟା। ପ୍ରିୟାଙ୍କର ବହୁତ୍ ସାରା ଫିଲ୍ମ ଆପଣ ମାନେ ଦେଖିଥିବେ।
ହେଲେ ପ୍ରଥମ ଥର ପାଇଁ ସେ ତାଙ୍କ ପୁଅ କୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ରଖିବାକୁ ଦେଉଛନ୍ତି ଓ ତାଙ୍କ ପୁଅର ଅଭିନୟ ମଧ୍ୟ ତାଙ୍କ ପରି ହୋଇଥାଏ ପରେ ହେଲେ କେବେ ଦେଖିବାକୁ ମିଳିବ ତାହା ଏପର୍ଯ୍ୟନ୍ତ ପ୍ରିୟା ଏ ବିଷୟରେ କିଛି ସ୍ପଷ୍ଟ ଉତ୍ତର ପ୍ରକାଶ କରି ନାହାନ୍ତି ।