ବନ୍ଧୁଗଣ ଶ୍ରାବଣ ମାସରେ ଏହି ପାଞ୍ଚଗୋଟି ରାଶି ଉପରେ ବର୍ଷିବ ପ୍ରଭୁ ଶିବଙ୍କ ଅପାର କୃପା ଏହି ଶ୍ରାବଣ ମାସଟି ଭଗବାନ ମହାଦେବଙ୍କର ଅଟେ ଏହି ଶ୍ରାବଣ ମାସଟି ଭଗବାନ ଶିବଙ୍କୁ ସମର୍ପିତ ଅଟେ ଏହି ବର୍ଷର ଶ୍ରାବଣ ମାସଟି ଅନେକ ଶୁଭ ଯୋଗ ସାଥିରେ ନେଇ ଆସୁଛି ବନ୍ଧୁଗଣ ଗ୍ରହ ମାନଙ୍କ ଚଳନରେ କିଛି ପରିବର୍ତ୍ତନ ହେତୁ ସମସ୍ତ ବ୍ୟକ୍ତି ମାନଙ୍କ ଜୀବନରେ କିଛିନା କିଛି ପରିବର୍ତ୍ତନ ନିଶ୍ଚୟ ଆସିଥାଏ | ଯେଉଁ ରାଶି ମାନଙ୍କ ଉପରେ ଗ୍ରହ ମାନଙ୍କ ସ୍ଥିତି ଠିକ ଥାଏ ତାଙ୍କ ଜୀବନ ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ ଏଥିପାଇଁ ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ ରାଶି ଏବଂ ନକ୍ଷତ୍ର ମାନଙ୍କର ବହୁତ ମହତ୍ତ୍ୱ ରହିଥାଏ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସ ସବୁଠାରୁ ପବିତ୍ର ମାସ ଭାବରେ ବିଚାର କରାଯାଏ ଏହି ମାସରେ ଗ୍ରହ ମାନଙ୍କ ସ୍ଥିତି ଗ୍ରହ ମାନଙ୍କ ଗୋଚର କିଛି ଏପରି ବନୁଅଛି କି ଏହି ପାଞ୍ଚ ଗୋଟି ରାଶି ହେବାକୁ ଯାଉଛନ୍ତି ଭାଗ୍ୟବାନ ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ |
ଏହି ରାଶି ମାନଙ୍କୁ ଧନ ଉପାର୍ଜନର ନୂଆ ନୂଆ ଉପାୟ ପ୍ରାପ୍ତି ହେବ ଏହି ରାଶିର ବ୍ୟକ୍ତି ମାନେ ଅଧିକ ଉର୍ଜାବାନ ରହିବେ ଏମାନଙ୍କ ପ୍ରଥମ କାର୍ଯ୍ୟ ସମ୍ପନତାର ସହିତ ସଫଳ ହେବ | ଆସନ୍ତୁ ଜାଣିବା ଭାଗ୍ୟଶାଳୀ ରାଶି ମାନଙ୍କ ଉପରେ ଶିବଙ୍କ କୃପାରୁ କଣ ସବୁ ପ୍ରଭାବ ରହିବାର ଅଛି ଏହି ରାଶିର ଲୋକ ମାନକୁ ଭୋଳାନାଥଙ୍କ କୃପାରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ | ବେପାରୀ ମାନେ ଅଧିକ ଧନ ଲାଭ ଲରିବେ କିଛି ନୂଆ ସୁଯୋଗ ଆପଣଙ୍କ ପାଖକୁ ଆସିବ ନିଜର ବୁଦ୍ଧିମତ କାରଣରୁ ଆପଣ ଅଧିକରୁ ଅଧିକ ଧନ ରୋଜଗାର କରିପାରିବେ
ବ୍ୟବସାୟ ,ପରିବହନ ,ଶିଳ୍ପ ଏବଂ ନିର୍ମାଣ କ୍ଷେତ୍ରର ବ୍ୟକ୍ତି ତା ସହିତ ବାଲି ଗୋଡ଼ି ଏବଂ ସିମେଣ୍ଟ ବେପାରୀ ମାନଙ୍କୁ ଲୁହ ଜନିତ ବେପାରୀ ମାନଙ୍କୁ ଏହି ମାସରେ ସବୁଠାରୁ ଅଧିକ ଧନ ଲାଭ ହେବ ଏହି ରାଶିର ଲୋକ ମାନଙ୍କୁ ଭୋଳାନାଥଙ୍କ କୃପାରୁ ଉନ୍ନତିର ନୂଆ ନୂଆ ଅବସର ପ୍ରାପ୍ତି ହେବ କର୍ମ କ୍ଷେତ୍ରରେ ବାଧା ବିଗ୍ନ ଦୂର ହେବ ଶତ୍ରୁ ମାନେ ଆପଣଙ୍କ ଠାରୁ ପରାଜିତ ହେବେ | ପାରିବାରିକ ଶାନ୍ତି ପ୍ରାପ୍ତି ହେବ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ | ମହିଳା ମାନେ ସୁଖରେ ଜୀବନ ଜାପାନ କରିବେ ଏବଂ ଛାତ୍ର ଛାତ୍ରୀ ମାନେ ସଫଳତା ଲାଭ କରିବେ |
ଆପଣ ଯେଉଁ କର୍ମ କ୍ଷେତ୍ରରେ ଥାଆନ୍ତୁ ନା କାହିଁକି ଆପଣଙ୍କୁ ସଫଳତା ପ୍ରାପ୍ତି ହେବ ଧନ ପ୍ରାପ୍ତିର ଯୋଗ ମଧ୍ୟ ବନୁଅଛି ମାନ ସମ୍ମାନରେ ବୃଦ୍ଧି ପାଇବ ବନ୍ଧୁମାନଙ୍କ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ | କୌଣସି ବନ୍ଧୁଙ୍କ ତରଫରୁ ଆପଣଙ୍କୁ କୌଣସି ଖୁସି ଖବର ପ୍ରାପ୍ତି ହେବ କୌଣସି ବନ୍ଧୁ ସହଯୋଗ କାରଣରୁ ଆପଣଙ୍କୁ କ୍ୟାରିୟର କ୍ଷେତ୍ରରେ କିଛି ଉନ୍ନତି ପ୍ରାପ୍ତି ହେବ | ଏକ ଭଲ ସୁଯୋଗ ଏହି ମାସରେ ଅପେକ୍ଷା କରି ରହିଅଛି
ଆସୁଥିବା କୌଣସି ସୁଯୋଗକୁ ହାତ ଛଡ଼ା କରନ୍ତୁ ନାହିଁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଏହି ସମ୍ପୂର୍ଣ୍ଣ ଶ୍ରାବଣ ମାସଟି ଇଛା ମୁତାବକ ସଫଳତା ପ୍ରାପ୍ତି କରିବେ ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶି ମାନଙ୍କ ବିଷୟରେ ଯେଉଁ ରାଶି ଉପରେ ଏହି ଶ୍ରାବଣ ମାସଟି ଅନୁକୂଳ ଏବଂ ଶୁଭ ସାବ୍ୟସ୍ତ ହେବାର ଅଛି | ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି ମେଷ ରାଶି ,ବୃଷ ରାଶି ,ସିଂହ ରାଶି ,କନ୍ୟା ରାଶି ଏବଂ କୁମ୍ଭ ରାଶି |