ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ଵାମୀ ତାଙ୍କ ଘରେ ରହୁଥିବା କେଆର୍ ଟେକରଙ୍କୁ ନିର୍ଯାତନା ଦେଉଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଥିବା ଜଣା ପଡ଼ିଛି କେଆର୍ ଟେକରଙ୍କ ଅଭିଯୋଗ ପରେ ପୋଲିସ ୦ ଏଫେୟାର କରି ବିଡାନାସୀ ଥାନାକୁ ପଠାଇ ଦେଇଥିଲେ ଏହା ପରେ କମିଶନରେଟ ପୋଲିସର |
ପ୍ରଥମ ଅଭିଯୋଗ ଅନୁସାରେ ସମ୍ବଲପୁରର ବର୍ଷା ବେହେରା ଦେଢ଼ ବର୍ଷ ଧରି ପ୍ରିୟାଙ୍କ ଘରେ କେଆର୍ ଟେକର ଭାବରେ କାମ କରି ଆସୁଛନ୍ତି ହେଲେ ରିୟା ଏବଂ ତାଙ୍କର ସ୍ବାମୀ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ଏମିତିକି ତୀୟଙ୍କ ସ୍ବାମୀ ବିଅର୍ ବୋତଲ ରେ ତାଙ୍କୁ ବାଡେଇଥିବା ଅଭିଯୋଗ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି ବର୍ଷା ଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ କରୁଛି ପୋଲିସ |
ରିୟା ଙ୍କ ଘରୁ ଖସି ଆସି ଯୁବତୀ ଟ୍ରେନ ଷ୍ଟେସନ ରେ ବୁଲୁଥିଲେ ତାଙ୍କୁ କିଛି ସାମାଜିକ ସଂଗଠନର ସମାଜ ସେବୀ ପଚାରି ବୁଝୁଥିଲେ । ଏହି ଘଟଣା ବିଷୟରେ ଶୁଣିବା ପରେ ସେ ସମାଜ ସେବିଙ୍କ ସହିତ ବର୍ଷା ଥାନାର ଦ୍ୱାରସ୍ଥ ହୋଇଥିଲେ ଓ ଏଫ୍ଆର୍ ରେ ଲେଖିଛନ୍ତି ଯେ ସେ ସେଠାରେ କାମ କରିବା ଦିନ ଠାରୁ ସେଠାରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନାର ସାମ୍ନା କରିବାକୁ ପଡ଼ିଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।