ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର, ସରକାର ନେଲେ ବଡ଼ ନିଷ୍ପତି ଖୁବ ଶୀଘ୍ର ଲାଗୁ ହେବାକୁ ଯାଉଛି ନୂଆ ନିୟମ

ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ବହୁତ୍ ବଡ଼ ଖବର ଯାହାକୁ ଛାତ୍ର ଛାତ୍ରୀଙ୍କ ଜାଣିବା ନିହାତି ଆବଶ୍ୟକ ତାହେଲେ କଣ ସେହି ଗୁରୁତ୍ୱପୂର୍ଣ୍ଣ ଖବର ଆଉ ଡେରି ନକରି ଆସନ୍ତୁ ଜାଣିବା । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଯୋଜନା ଏଣିକି ଛାତ୍ର ଛାତ୍ରୀଙ୍କୁ ମିଳିବ ତିଥି ଭୂଜନ! ରାଜ୍ୟର ସରକାର ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ମିଳିବ

ତିଥି ଭୋଜନ ୧୦୦ ଦିନ ମଧ୍ୟରୁ ଯେକୌଣସି ଗୋଟେ ଦିନ କମୁନିଟୀ ସଦସ୍ୟ ସିଭିଲ ସୋସାଇଟିକୁ ପକ୍ଷରୁ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇଦିଆଯିବ ଓଡ଼ିଶାରେ ଏହାକୁ କାର୍ଯ୍ୟ କାରି ହେଉଛି ସେଠାରେ ତିଥି ଭୋଜନ ଆୟୋଜିତ ହେବାକୁ ଯାଉଛି ରାଜ୍ୟ ପ୍ରତିଷ୍ଠା ଦିବସ ଜାତୀୟ ସ୍ତରୀୟ ଯେକୌଣସି ବର ପୁତ୍ରଙ୍କ ଜନ୍ମତିଥି ଦିନମାନଙ୍କରେ ତିଥି ଭୋଜନର ଆୟୋଜନ କରାଯିବ

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତରଫରୁ ଜରି ହୋଇଥିବା ସୂଚନା ଅନୁଯାୟୀ ଆଉ ତିନିଟି ସଦସ୍ୟ ଅର୍ଥାତ୍ ନ୍ ଜି ଓ , ଶିଳ୍ପ ସଂସ୍ଥା , ବାଣିଜ୍ୟ ପ୍ରତିଷ୍ଠା ଓ ଟ୍ରେଡ ସଂସ୍ଥା ଗୁଡ଼ିକ ଛାତ୍ର ଛାତ୍ରୀଙ୍କୁ ପୃତିକର ଖାଦ୍ୟ ଯୋଗାଇ ଦେବେ ଏହି ଯୋଜନାରେ ଛାତ୍ର ଛାତ୍ରୀ ଙ୍କ ପାଇଁ ସ୍ବତନ୍ତ୍ର ପୋଷଣ ଯୁକ୍ତ ଓ ସ୍ଵାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯିବ

ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟକର ଖାଦ୍ୟକୁ ପ୍ରୋତ୍ସନା ଜାରି ରଖିବାକୁ ଦିଆଯିବ ପ୍ରଥମରୁ ପଞ୍ଚମ ଛାତ୍ର ଛାତ୍ରୀଙ୍କ ପାଇଁ ୪୫୦ କ୍ୟାଲୋରୀ ୧୨ ଗ୍ରାମ ପ୍ରୋଟିନ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ୫୫୦ କ୍ୟାଲୋରୀ ୨୦ ଗ୍ରାମ ପ୍ରୋଟିନ ଯୁକ୍ତ ଖାଦ୍ୟ ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ଶିକ୍ଷା ମନ୍ତ୍ରାଳୟ ।

Leave a Reply

Your email address will not be published. Required fields are marked *