SBI ଆକାଉଣ୍ଟ ଧାରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ,ଏହି ସ୍କିମରେ ନିବେଶ କରି ପାଇପାରିବେ ଲକ୍ଷ ଲକ୍ଷ ଟଙ୍କା ଜାଣନ୍ତୁ କିପରି ରଖିବେ

S.B.I ଗ୍ରାହକ ଙ୍କ ପାଇଁ ଆସିଗଲା ବଡ଼ ଖବର।ଯଦି ଆପଣଙ୍କର ବି S.B.I ରେ ଆକାଉଣ୍ଟ ଅଛି। ତେବେ ଜାଣି ରଖନ୍ତୁ ଆପଣ ଙ୍କୁ ମିଳିବ କୁ ଯାଉଅଛି ଅଧିକ ଟଙ୍କା।ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପାଖରୁ ସମସ୍ତେଙ୍କ ପାଇଁ ଏକ ବଢିଆ ସୁଜଗ ଆସିଛି।S.B.I ଲଂଚ କରିଛି ଏକ ୪୪୪ଦିନ ର ସ୍କିପ୍ ଅର୍ଥାତ୍ ଫିକ୍ସଡ ଦିପୋଜିଟ ଯାହା ର ନାମ ରହିଛି ଆମ୍ବୃତ୍ ବୃଷ୍ଟି।

ତେବେ ସ୍କିପ ରେ ଗ୍ରାହକଙ୍କୁ ୪୪୪ଦିନର ଅର୍ଥନିବେଶ କରିବାକୁ ପଡ଼ିଥାଏ।ଏଥିରେ ନିବେଶକୁ ବାର୍ଷିକ ୭.୨୫% ର ସୁଧ ମିଳିବ।ସେପରି ବରିଷ୍ଠ ନାଗରିକଙ୍କୁ ବାର୍ଷିକ ୭.୭୫% ରେ ସୁଧ ମିଳିବ। ତେବେ ଦେଶର ନଗରୀ କ ଏବଂ N.R.I ମଧ୍ୟ୍ୟ ନିବେଶ କରିପାରିବେ।

୨୦୨୫ ମାର୍ଚ୍ଚ ୩୧ ତାରିଖ ମଧ୍ୟ୍ୟ ରେ ଏ ଷ୍କିପ ରେ ନିସେବ ହେବା ବୋଲି କୁହାଯାଇଛି। ଯଦି ଆପଣ ମାନେ ଅଧିକ ରିଟର୍ନ କରିବେ ବୋଲି ଚାହୁଛନ୍ତି ତେବେ ଆପଣ ପାଇଁ ବଢିଆ ନିକପ। ଆପଣ ମାନେ S.B.I ଶାଖା ରେ F.D ସ୍କୀପ୍ ରେ ନିବେଶ କରିପାରିବେ।

ଏହା ଅନଲାଇନ ଏବଂ ଅଫଲାଇନ ରେ ନିବେଶ ରେ ସୁଭିଦା ମଧ୍ୟ କରୁଛି।ଆକୁଲଞ୍ଚ କରିବ ପରେ S.B.I ର ଅଧକ୍ଷ କହିଛନ୍ତି। ଯଦି ଆମ୍ବୃତ ବୃଷ୍ଟ ଯୋଜନା ସ୍ଥାୟୀ ଜମା ର ଏକ ସଂସ୍କରଣ ଏହା ବିଭିନ୍ନ ପ୍ରକାର ର ଗ୍ରହ କୁ ଶୁଭିଦା କରୁଛି।

Leave a Reply

Your email address will not be published. Required fields are marked *