ବାଛନ୍ତୁ ନିଜ ପସନ୍ଦର ଗୋଟିଏ ସ୍ଵସ୍ତିକ ଓ ଜାଣନ୍ତୁ ଆପଣଙ୍କର ଦୁଃଖର ଦିନ କେବେ ସରି ସୁଖର ଦିନ ଆସିବ

ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଜାଣିବା ଆପଣଙ୍କ ଭବିଷ୍ୟତ ବିଷୟରେ ଏହି ବିଷୟଟି ପ୍ରଶ୍ନ ଭବିଷ୍ୟତ ଉପରେ କାର୍ଯ୍ୟକ୍ରମ ଅଟେ ଯାହାକି ଏପରି ଏକ ବିଷୟ ଆମେ ଆଗରୁ ନେଇ ଆସିଥିଲୁ କିନ୍ତୁ ଏହା ସମ୍ପୂର୍ଣ୍ଣ ବିଷୟ ଅଟେ | ଆପଣ ଯେଉଁ ତିନୋଟି ସ୍ୱସ୍ତିକ ଚିହ୍ନ ଦେଖୁଛନ୍ତି ବାଇଗଣୀ ରଙ୍ଗ ,ହଳଦିଆ ରଙ୍ଗ ଏବଂ ହନୁମାନ କଲର ଏହି ତିନୋଟି ରଙ୍ଗକୁ ଆପଣ କେଉଁ ରଙ୍ଗ ଟିକୁ ବାଛିବେ ପ୍ରଥମେ ତାହା ଆପଣ ଭଲ ଭାବରେ ବିଚାର କରନ୍ତୁ | ଗୋଟିଏ କଥାର ଧ୍ୟାନ ରଖନ୍ତୁ କି ଆପଣ ଗୋଟିଏ ରଙ୍ଗକୁ ବାଛନ୍ତୁ ଦୁଇଟି ରଙ୍ଗକୁ କେବେବି ବାଛିବେ ନାହିଁ କି ଏହା ବିଷୟରେ କୁହା ଯାଉଥିବା କଥା ଗୁଡ଼ିକ ଶୁଣିବେ ନାହିଁ | ଆପଣ ଆଖି ବନ୍ଦ କରି ଯେକୌଣସି ଗୋଟିଏ ସ୍ୱସ୍ତିକ ଚିହ୍ନ ବାଛନ୍ତୁ ଏପରି କରିବା ଦ୍ୱାରା ଆପଣ ସଠିକ ଭାବରେ ନିଜ ଭବିଷ୍ୟତ ବିଷୟରେ ଜାଣିପାରିବେ | ଏହା ପ୍ରଶ୍ନ ଭବିଷ୍ୟତ ଉପରେ ଏକ କାର୍ଯ୍ୟକ୍ରମ ଅଟେ ଆପଣଙ୍କ ବର୍ତ୍ତମାନ କଣ ଅତୀତରେ କଣ ଘଟିଥିଲା ଏବଂ ଭବିଷ୍ୟତ କିପରି ରହିବ ଆପଣ ଆଜିର ବିଷୟରେ ଜାଣିପାରିବେ |

ଆପଣ ଯଦି ବାଇଗଣୀ ରଙ୍ଗର ସ୍ୱସ୍ତିକ ଚିହ୍ନକୁ ବାଛିଛନ୍ତି ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ସହିତ ବର୍ତ୍ତମାନ ସ୍ଥିତି ବିଷୟରେ କିଛି ଆପଣଙ୍କ ମନ କଥା ବର୍ତ୍ତମାନ ଆମେ ଜାଣି ପାରି ଅଛୁ ଆପଣ ଏକ ସୈତାନ ମଣିଷ ହାବୁଡ଼ରେ ପଡ଼ି ଯାଇଛନ୍ତି ଯାହାକି ଆପଣ ସେଥିପାଇଁ ବହୁତ ଚିନ୍ତାରେ ଅଛନ୍ତି କିନ୍ତୁ ଏହା କିଛି ସମୟ ପାଇଁ ରହିବ | ପରେ ସବୁ କିଛି ଠିକ ହୋଇଯିବ ଆପଣ ଆଉ ଚିନ୍ତା କରନ୍ତୁ ନାହିଁ | ମିତ୍ର ଜନ ମାନେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି ଶତ୍ରୁ ପ୍ରବଳ ହେଉଛି ରାଜ କାର୍ଯ୍ୟରେ ନିଷ୍ପଳ ମିଳୁଛି ଅର୍ଥାତ ରାଜ କାର୍ଯ୍ୟରେ ଆପଣ ସଫଳତା ଲାଭ କରୁ ନାହାଁନ୍ତି ସମସ୍ତ କର୍ମରେ ଲାଭ କାମ କ୍ଷତି ଅଧିକ ମିଳୁଛି ଯେତେ ପରିମାଣରେ ନିବେଶ କଲେ କ୍ଷତି ସହିବାକୁ ପଡୁଛି | ଆପଣ ଘରେ ନିଜ ସ୍ତ୍ରୀଙ୍କ କଥାକୁ ମାନି ଚାଲନ୍ତୁ ଦେଖିବେ ସବୁ କିଛି ଠିକ ହୋଇଯିବ ଆପଣ ବହୁତ ଅଧିକ ଜିଦ ଖୋର ସ୍ୱଭାବର ଆପଣ କାହା କଥା ସହଜରେ ଶୁଣନ୍ତି ନାହିଁ ଏହି ସବୁ ବଦ ଗୁଣ ଠାରୁ ଦୂରେଇ ରୁହନ୍ତୁ ଶୁଭ ସମୟ ଆପଣଙ୍କ ନିକଟରେ | ଯେଉଁ ଦିନ ଆପଣଙ୍କ ଶୁଭ ସମୟ ଆରମ୍ଭ ହେବ ତାହା ମଙ୍ଗଳ ବାର ହୋଇଥିବ ଏପରି ସଫଳତା ମିଳିବ ଆପଣ କେବେ ବିଶ୍ୱାସ କରିବେ ନାହିଁ |

ଦ୍ୱିତୀୟ ସ୍ୱସ୍ତିକ ଚିହ୍ନ ଆପଣ ଯଦି ହଳଦିଆ ରଙ୍ଗର ଚିହ୍ନଟିକୁ ବାଛିଛନ୍ତି ତେବେ ଜାଣନ୍ତୁ କଣ କହୁଛି ଆପଣଙ୍କ ପ୍ରଶ୍ନ ଭବିଷ୍ୟତ ଆପଣଙ୍କ ମନ୍ଦ ଦଶା ବିଦାୟ ନେବା ପରେ ଶୁଭ ଦଶା ଆରମ୍ଭ ହେଉଅଛି ଆପଣଙ୍କୁ ଆଉ ଚିନ୍ତାକୁଳ ପରିସ୍ଥିତିରେ ପଡ଼ିବାକୁ ହେବ ନାହିଁ | ଯେଉଁ କାର୍ଯ୍ୟ ନିମନ୍ତେ ଗୁଡ଼ାଏ ଦିନ ଭାବନାରେ ବିତାଉ ଥିଲେ ସେ କାମର ସମାଧାନ କରିବାକୁ ଆପଣଙ୍କୁ ଅଳ୍ପ ସମୟ ଲାଗିବ | ମିଳି ମିଶି କାମ କରିବାରେ ଆପଣଙ୍କ ଶକ୍ତି ବଢ଼ିବ ସମସ୍ତ ପ୍ରକାର ଚିନ୍ତା ଆପଣଙ୍କର ଦୂର ହେବ ଯାହାବି କିଛି ମାନସିକ ଚିନ୍ତା କାର୍ଯ୍ୟ କଠିନତା ଆପଣଙ୍କ ସାମ୍ନାକୁ ଆସୁଅଛି ତାହାର ଆପଣ ସହଜରେ ସମାଧାନ କରିପାରିବେ ତେବେ ଗୋଟିଏ ସୋମବାରରେ ପାଞ୍ଚ ଶହ ଗ୍ରାମର ଗୋଟା ଚାଉଳ ପାଞ୍ଚ ଶହ ଗ୍ରାମର ଗୋଟା ବିରି ଏବଂ ସାତ କେରା ଦୁବ ଏକ ଷଣ୍ଢକୁ ଖାଇବାକୁ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କ ଭାଗ୍ୟରେ ଆପଣ ନିଜେ ହିଁ ଉନ୍ନତି ଦେଖିପାରିବେ | ଆପଣଙ୍କ ଆଗାମୀ ଦୁଇ ସପ୍ତାହ ଭିତରେ ଭଲ ସମୟ ଆସିଯିବ ଆପଣ ଆଉ ଚିନ୍ତିତ ରୁହନ୍ତୁ ନାହିଁ |

ଆପଣ ଯଦି ତୃତୀୟ ସ୍ୱସ୍ତିକ ବା ହନୁମାନ ରଙ୍ଗର ସ୍ୱସ୍ତିକ ଚିହ୍ନକୁ ବାଛିଛନ୍ତି ତେବେ ଜାଣନ୍ତୁ କଣ କହୁଛି ଆପଣଙ୍କ ଭବିଷ୍ୟତ କିଏ ଜାଣିଥିଲା ଆପଣଙ୍କ ଭଳି ଜଣେ ସରଳ ଲୋକ ଏଭଳି ମରଣାତ୍ମକ ପରିସ୍ଥିତିରେ ପଡ଼ିଯିବ ବୋଲି | ଆପଣ ବର୍ତ୍ତମାନ ଏପରି ବିପଦରେ ପଡ଼ି ଯାଇଛନ୍ତି ସେ ବିପଦର ଭୟ ଆପଣଙ୍କର ଦୂର ହୋଇ ନାହିଁ ଆପଣ ଉପକାର କରୁ କରୁ ଅପକାରରେ ପଡ଼ି ଯାଇଛନ୍ତି ଆପଣ ସତ୍ୟତାର ଆଶ୍ରୟ ନେଲେ ହେଲେ ଗ୍ରହ ଦଶା ଆପଣଙ୍କୁ ବିପଦରେ ପକାଇ ଦେଲା ବର୍ତ୍ତମାନ ରାଜଦ୍ୱାରରେ ହଇରାଣ ହେଉଛନ୍ତି ଅର୍ଥ ଭାବ ସାଙ୍ଗକୁ ପରିବାରରେ ଅପ୍ରିୟତା ଲାଗି ରହିଛି | ଆତ୍ମୀୟ ଲୋକ ମାନେ ପର ହୋଇଯିବାର ଆଶଙ୍କା ପରିଲିକ୍ଷିତ ହେଉଅଛି | | ସମୟର ପରିବର୍ତ୍ତନ ଆସୁଅଛି ପୂର୍ବେ ଆପଣ ତାହା ହିଁ ଭୋଗ କରିବେ | ଅଚିରେ ପାରିବାରିକ ସମସ୍ୟା ସବୁ ଦୂର ହୋଇଯିବ ଆସନ୍ତା ମାସ ଠାରୁ ଆପଣଙ୍କର ଶୁଭ ସମୟ ଆସୁଅଛି | ଆପଣ ଆଉ ଚିନ୍ତା କରନ୍ତୁ ନାହିଁ ଯାହା ଦୁଃଖ ଭୋଗ କରିଗଲେ ତାହାର ଶୁଭ ଫଳ ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବାକୁ ଯାଉଛି |

Leave a Reply

Your email address will not be published. Required fields are marked *