ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ସମୀ ଗଛ ଚେର ପିନ୍ଧିବା ଦ୍ଵାରା କାହିଁକି ଲୋକ ମାନେ ଧନୀ ହୋଇଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ତାହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା। ଆପଣମାନେ ନିହାତି ଭାବରେ ଜାଣିଥିବେ ଯେ ସମୀ ମହାଦେବ ଙ୍କୁ ବହୁତ୍ ଅଧିକ ପସନ୍ଦ ଆସିଥାଏ ହେଲେ କଣ ଆପଣ ଜାଣିଛନ୍ତି କି ବସ୍ତୁ ଶାସ୍ତ୍ରରେ ସଫା ସଫା ଲେଖା ଯାଇଛି କି ଏହି ଗଛର ଗୋଟିଏ ଫୁଲ ଯଦି ମହାଦେବଙ୍କୁ କୌଣସି ଭକ୍ତ ଦ୍ଵାରା ଅର୍ପଣ କରା ଯାଇଥାଏ ତାହେଲେ ସେହି ଭକ୍ତର ମନ କାମନା ସମ୍ପୂର୍ଣ୍ଣ ଅଭାବରେ ପୂର୍ଣ୍ଣ ହୋଇ ଥାଏ ।
ଆପଣଙ୍କୁ ଜଣେଇ ରଖୁଛୁ କି ଏହି ଗଛ ଏତେ ଶକ୍ତି ଶାଳୀ ଅଟେ କି କୌଣସି ବି ନିର୍ଦ୍ଧନ ବ୍ୟକ୍ତିକୁ ଏହି ଗଛ ଧନ ବାନ କରିବାର ଶକ୍ତି ରଖି ଥାଏ କୌଣସି ଗରିବକୁ ଧନୀ କରିପାରେ ହେଲେ କଣ ହେବ ଯଦି ଆପଣ ଏହି ଗଛର ଚେରକୁ କାଟି ଆପଣ ପିନ୍ଧନ୍ତି ? ଆସନ୍ତୁ ଜାଣିବା । ଯଦି ଆପଣଙ୍କ ଘରେ ସର୍ବଦା ଲଢେଇ ଝଗଡ଼ା ହେଉଛି ପରିବାର ଲୋକମାନଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହେଉଛି କିମ୍ବା ଆପଣଙ୍କ ଘର ଉପରେ କୌଣସି ଅଜଣା ବ୍ୟକ୍ତି କଳା ଯାଦୁ ବା ଗୁଣି ହାରିଣୀ କରୁଛି
ତେବେ ଆପଣ ସମୀ ଗଛକୁ ଯେଉଁ ସ୍ଥାନରେ ଦେଖିବେ ଏହାକୁ ଓପାଡ଼ି ନେଇ ଆସନ୍ତୁ ଓ ଏହାର ମୂଳ ବା ଚେରକୁ ଯେ କୌଣସି ଲାଲ କପଡ଼ାରେ ବାନ୍ଧି କରି ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ ବନ୍ଦୀ ଦିଅନ୍ତୁ ଏତିକି କାର୍ଯ୍ୟ କରିବା ମାତ୍ରେ ଆପଣଙ୍କ ଘରୁ ନକରମାତ୍କ ଶକ୍ତି ଦୂରୀଭୂତ ହୋଇ ଯାଇଥାଏ ଯାହା କାଲି ଝଗଡ଼ା ହେଉଛି ତାହା ଦୂର ହୋଇ ଯାଇଥାଏ
ଦିତୀୟରେ ଏହା ମାନା ଯାଏ କି ଆପଣ ନୂଆ ବ୍ୟାପାର ଅପରମ୍ଭ କରିବା ପୂର୍ବରୁ ଯଦି ଆପଣ ଘର ପାଖରେ କଉଠି ବି ଅଛି ଆପଣ ତାକୁ ଆପଣଙ୍କ ଘରକୁ ନେଇ ଆସନ୍ତୁ ଏବଂ ତାକୁ ହଳଦିଆ ରଙ୍ଗର କପଡାରେ ବାନ୍ଧି ଘରେ ମୁଖ୍ୟ ରୁମ୍ ମଧ୍ୟରେ ସ୍ଥାପିତ କରିଦିଆନ୍ତୁ ଦେଖିବେ ଆପଣଙ୍କ ବ୍ୟାପାର ଘୋଡ଼ା ପରି ଦୌଡିବାକୁ ଲାଗିବ ।