ଇଣ୍ଡିଆ ବିଶ୍ୱକପ ଜିତିବା ପରେ ସୌରଭ ଗାଙ୍ଗୁଲି ଦେଲେ ବଡ଼ ବୟାନ, ଏବେ ମୋ ଦୋଷ ଆଉ କେହି ଦେଇପାରିବେ ନାହିଁ ….ଜାଣନ୍ତୁ

ଇଣ୍ଡିଆ ବିଶ୍ବ କପ୍ ଜିତିଲା ପରେ ସୌରଭ ଗାଙ୍ଗୁଲି ଦେଲେ ବଡ଼ ବାୟନା।ଏବେ ମତେ କେହି ଗଲି ଦୌନହନ୍ତି। ଚର୍ଚା ରେ ସୌରଭ ଗାଙ୍ଗୁଲି ଙ୍କ ବୟାନ। ବି.ସି.ସି.ଆଇ ର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ସେ ମୁଁ ଯେତେ ବେଳେ ଟିମ୍ ଇଣ୍ଡିଆ ର ଅଧୟକ ରୋହିତ ଶର୍ମା କୁ ଦେଇଥିଲି ଲୋକ ମାନେ ଅନେକ ଭଲ ଓ ଖରାପ କଥା କହୁଥିଲେ।କିନ୍ତୁ ବର୍ତମାନ ରୋହିତ ଶର୍ମା ତାଙ୍କ ଅ ଧୟକ ରେ ଭାରତ କୁ ଟି୨୦ ବିଶ୍ବକପ୍ ର ଚାମ୍ପିଅନ କରିଛନ୍ତି।ତେଣୁ ସମସ୍ତେ ସମା ଆଲୋଚନା କୁ ଚୁପ୍ କରିଛନ୍ତି।

୨୦୨୧ ଟି୨୦ ବିଷ୍ୟ କପ୍ ବିରାଟ କୋହିଲ ଟି୨୦ ଦଳ ର ଆଧୟକ ରୁ ଇସ୍ପାତ ଦେଇ ସମସ୍ତ କୁ ଆସଜ୍ୟ କରିଦେଇଥିଲେ।ଏହା ପରେ ବିରାଟ ୧ମାସ ରେ ୱାୟଡେ ଏବଂ ଟେଷ୍ଟ ର ଅଧିନୟକ ହୋଇଥିଲେ। ଏହି ସମୟ ରେ ବିରାଟ ଦାବି କରିଛନ୍ତି ଯେ ଦକ୍ଷିଣ ଆଫ୍ରିକା ୨୦୨୧ଓ୨୨ ଯାତ୍ରା ପାଇଁ ଦଳ ଚଇନ ବୈଠକ ର ୯୦ମିନିଟ୍ ପୂର୍ବ ରୁ ତାଙ୍କୁ କୁହା ଯାଇଥିଲା ଯେ ତାଙ୍କୁ ୱେଣ୍ଡେ ଦଳ ଅଧିନ୍ୟକ ରୁ ହଟାଯାଉଛି।

ବି.ସି.ସି.ଆଇ ର ଦାବି କୁ ସେ ସଂପୂଣ୍ଣ ରୂପେ ପ୍ରତ୍ୟକ୍ଷଣ କରିଛନ୍ତି ଯେ ଏହି ନିଷ୍ପତି ବିଷୟରେ ସେମାନେ ଙ୍କୁ ଆଗରୁ ସୂଚନା ଦିଆଯାଇଛି।ସମସ୍ତେ ଭୂଲି ଗଲେ ଯେ ମୁ ରୋହିତ କୁ ଅଧୟକ କରିଥିଲି ସୌରଭ ଗାଙ୍ଗୁଲି ସେ ସମୟ କୁ ମନ ପକାଇଲେ ଯେତେ ବେଳେ ରୋହିତ କୁ ଅଧିନୟକ ଭାବରେ ନିଯୁକ୍ତି କରାଯିବା ପାଇଁ ତାଙ୍କୁ ସମାଲୋଚନା କରାଯାଉଥିଲା।

ଭାରତୀୟ ଦଳ ର ପୂର୍ବତନ ଅଧୀୟକ ଏକ ଚାନେଲ୍ କୁ କହିଛନ୍ତି ରୋହିତ ଶର୍ମା ଙ୍କୁ ଭାରତୀୟ ଦଳ ର ଅଧିନାୟକ ଦେଇଥିଲି।ସେତେ ବେଳେ ସମସ୍ତେ ମତେ ସମା ଆଲୋଚନା କରିଥିଲେ ଓ ମତେ ଗଲି ଦେଇଥିଲେ।ବର୍ତମାନ ରୋହିତ ଶର୍ମା ଙ୍କ ଅଧୀନରେ ଭାରତ ଟି୨୦ ବିଶ୍ଵ କପ୍ ଜିତି ଥିବାରୁ ସମସ୍ତେ ଏଥିପାଇଁ ଦୁରଭବ୍ୟବ ବନ୍ଦ କରିଦେଇଛନ୍ତି।ବସ୍ତବ ରେ ମୁଁ ଭାବୁଛି ସମା ତେ ଭୂଳିଯାଇଛନ୍ତି। ଯେ ମୁହିଁ ତାକୁ ଅଧୟନ କରିଥିଲି ।

Leave a Reply

Your email address will not be published. Required fields are marked *