ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ କି କିପରି ଆପଣ ଏହି ଶ୍ରାବଣ ମାସରେ ଆପଣଙ୍କ ମନସ୍କାମନା ପୂରଣ କରିବେ ତାହେଲେ ଚାଲନ୍ତୁ ଆଉ ଡେରି ନକରି ଆସନ୍ତୁ ଜାଣିବା । ୨୨ ଜୁଲାଇ ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଏହି ମାସଟି ପ୍ରବୁ ଶ୍ରୀ ଭୋଳାନଥ ଙ୍କୁ ସମର୍ପିତ ଏହି ସମ୍ପୂର୍ଣ୍ଣ ମାସ ଟିରେ ଭଗବାନ୍ ଭୋଳା ନାଥ ଶାନ୍ତି ମୁଦ୍ରାରେ ଥାଆନ୍ତି ଏମିତି ମଧ୍ୟ ମାନା ଯାଇ କି ଏହି ମାସରେ ପ୍ରଭୁ ମହାଦେବ ଙ୍କ ପୂଜା ପାଠ କରିବା ଦ୍ୱାରା ସେ ବହୁତ୍ ଜଲ୍ଡି ପର୍ସନ ହୋଇଥାନ୍ତି ସମ୍ପୂର୍ଣ୍ଣ ଶ୍ରାବଣ ମାସ ପ୍ରଭୁ ମହାଦେବଙ୍କ ପ୍ରିୟ ମାସ ଅଟେ ଏବଂ ଏହାର ଅନେକ ପୌରାଣିକ କଥା ଏବଂ ଧାର୍ମିକ ମାନ୍ୟତା ମଧ୍ୟ ରହିଛି ଏଠି ପାଇଁ ଲୋକମାନେ ଶ୍ରାବଣ ମାସରେ କିଛି ନିୟମର ପାଳନ କରିଥାନ୍ତି ।
ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ ଯେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହା ଯାଇଥାଏ ଶ୍ରବମାସରେ ଭଗବାନ୍ ଭୋଳାନାଥ ଭୁଲୋକକୁ ଆସିଥାନ୍ତି ଏବଂ ଭୁଲୋକରେ ଝାହା ଘରେ ଶିବଲିଙ୍ଗ ଦେଖି ଥାଆନ୍ତି ସେହି ଘରକୁ ନିଶ୍ଚୟ ଭଗବାନ୍ ଦର୍ଶନ ଦେବାକୁ ଆସିଥାନ୍ତି ଏହି ମାସରେ ଭଗବାନ୍ ବିଷ୍ଣୁ ଘୋର ନିଦ୍ରାରେ ଚାଲି ଯାଆନ୍ତୁ ଏବଂ ସୃଷ୍ଟିର ସମସ୍ତ କାର୍ଯ୍ୟ ଭାର ମହାଦେବଙ୍କ ଉପରେ ରହିଥାଏ ଓ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏପରି ଏକ ବୃକ୍ଷ ବିଷୟରେ ଯେଉଁଥିରେ ଦୁଇ ଯୋଡ଼ା ସବୁଜ ଚୁଡ଼ି ବନ୍ଦୀ ବା ଦ୍ଵାରା ଆପଣ ମଧ୍ୟ ହୋଇଯିବେ
୨୪ ଘଣ୍ଟା ମଧ୍ୟରେ ଧନୀ ଆପଣଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ ହେବାକୁ ଯାଉଛି ତାହେଲେ ଆସନ୍ତୁ ଜାଣିବା ତାହା କେଉଁ ଗଛ ଅଟେ । ବନ୍ଧୁଗଣ ଭଗବାନ ଭୋଳାନାଥଙ୍କୁ ତିନୋଟି ବୃକ୍ଷ ଅତି ପ୍ରିୟ ଅଟେ ଏହି ବୃକ୍ଷର ପୂଜା କରିବା ଦ୍ୱାରା ଶିବ ପୂଜା କରିବାର ଫଳ ପ୍ରାପ୍ତି ହୋଇଥାଏ ଏହି ବୃକ୍ଷ ବିଷୟରେ ଶାସ୍ତ୍ରରେ ଏହା କୁହାଯାଇଛି କି ମନୁଷ୍ୟ ଜାତିର କଲ୍ୟାଣ ପାଇଁ ସ୍ୱୟଂ ଭଗବାନ ଭୋଳାନାଥ ଏବଂ ମା ପାର୍ବତୀ ଏହି ବୃକ୍ଷ ରୂପରେ ଭୂଲୋକକୁ ଅବତରଣ କରିଥିଲେ ଅର୍ଥାତ ଭୂଲୋକରେ ଜନ୍ମ ନେଇଥିଲେ ପ୍ରକୃତି ନିର୍ମାଣ କରିଥିବା ସବୁଜ ରଙ୍ଗର ପତ୍ର ଦ୍ୱାରା ଭୋଳାନାଥ ଅତ୍ୟନ୍ତ ପ୍ରସନ୍ନ ହୋଇ ଯାଇଥାଆନ୍ତି
ତଥା ବେଲ ପତ୍ର ଏବଂ ଦୁବ ଘାସ | ଯେଉଁ ମହିଳା ସବୁଜ ରଙ୍ଗର ଚୁଡ଼ି ପିନ୍ଧି ଥାଆନ୍ତି ସବୁଜ ରଙ୍ଗର ବସ୍ତ୍ର ଧାରଣ କରିଥାଏ | ଆପଣ ଶ୍ରାବଣର ଗୋଟିଏ ସୋମବାର ଦିନ ଏହି ଉପାୟ କରିଥାଆନ୍ତି ସବୁଜ ରଙ୍ଗର ଚୁଡି ଏହି ବୃକ୍ଷରେ ବାନ୍ଧି ଥାଆନ୍ତି ଆପଣଙ୍କ ଜନ୍ମ ଜନ୍ମର ଗରିବୀ ଦୂର ହୋଇଯିବ ତେବେ ଆସନ୍ତୁ ଜାଣିବା ସେହି ବୃକ୍ଷ କଣ ଅଟେ |
ପ୍ରଥମ ବୃକ୍ଷ ଅଟେ ସମୀ ବୃକ୍ଷ ଏହି ଗଛକୁ ଦିନ ହେଉ କିମ୍ବା ରାତି ସମୟରେ ଛୁଇଁବା ଦ୍ୱାରା ପାପ ,କଷ୍ଟ ଏବଂ ଦୋଷ ସମାପ୍ତ ଦୂର ହୋଇଥାଏ | ଶ୍ରାବଣ ମାସର କୌଣସି ସୋମବାରରେ ଉମା ମହେଶ୍ୱରଙ୍କ ଧ୍ୟାନ କରି ଦୁଇ ଯୋଡ଼ା ସବୁଜ ରଙ୍ଗର ଚୁଡ଼ି ନିଶ୍ଚୟ ବାନ୍ଧନ୍ତୁ | ଯଦି କୌଣସି ଶ୍ରାବଣ ରଙ୍ଗର ଶୃଂଘାର ମିଳିଯାଏ ତାହା ନିଶ୍ଚୟ ଭେଟନ୍ତୁ କୌଣସି ବି ମନସ୍କାମନା ଥାଉ ଆପଣଙ୍କ ଶୀଘ୍ର ପୂରଣ ହୋଇଯିବ |