ଦର୍ଶକ ବନ୍ଧୁ ଟିଓଣ୍ଟି ଫର୍ମାଟ ରେ ବିଶ୍ଵ ଚମ୍ପିୟାନ ହେବା ପରେ ଟିମ ଇଣ୍ଡିଆ ଏବେ ଜିମ୍ବାୱେ ଗସ୍ତରେ ଜବରଦସ୍ତ ପ୍ରଦର୍ଶନ କରିଛି ପାଞ୍ଚୋଟି ଟି ତ୍ୱେଣ୍ଟି ସିରିଜରେ ଭାରତ ୪-୧ ରେ ଜିତିଛି ଭାରତର ଦମଦାର ବିଜୟ ସହିତ ଜିମ୍ବାୱେ ଗସ୍ତରେ ଭାରତର ସମସ୍ତ ବରିଷ୍ଟ ଖେଳାଳିଙ୍କୁ ବିଶ୍ରାମ ଦିଆ ଯାଇଥିଲା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା,ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଭଳି ନାମୀ ଦାମୀ ଖେଳାଳିଙ୍କୁ ବିଶ୍ରାମ ଦିଆ ଯାଇଥିଲା
। ତେବେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ତିନୋଟି ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ ଏହି ସିରିଜରେ ରବୀନ୍ଦ୍ର ଜାଡେଜା, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆ ଯାଇପାରେ | ଏହି ବିଶ୍ରାମ ପରେ ଦଳର ଅଧିନାୟକ କିଏ ହେବ ଏନେଇ ଜୋରରେ ଚର୍ଚ୍ଚା ଧରିଛି ଶୁଣିବାକୁ ମିଳିଛି
ହାର୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକ ଭାର ମିଳିପାରେ | ଦଳର ବରିଷ୍ଠ ସଦସ୍ୟ କିଛି ଦିନ ହେବ ଲଗାତାର କ୍ରିକେଟ ଖେଳୁଥିବାରୁ ଏବେ ଲମ୍ବା ବ୍ରେକ ନେବାକୁ BCCI ଅନୁରୋଧ କରିଛି | ତେଣୁ ସେମାନଙ୍କ ଅନୁରୋଧକୁ ରକ୍ଷା କରି BCCI ଲମ୍ବା ବ୍ରେକ ନେବାକୁ କୁହାଯାଉଛି |