ସ୍କୁଲ ଆଉ କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ ରହିଛି ଖୁସି ଖବର ରାଜ୍ୟରେ ଥିବା ସମସ୍ତ ସ୍କୁଲ ଏବଂ କଲେଜ ଛୁଟିକୁ ନେଇ ହୋଇଛି ବଡ଼ ଘୋଷଣା ବର୍ତ୍ତମାନ ଯାହାବି କିଛି ନୂଆ ଅପଡେଟ ଆସିଛି ତାହା ପ୍ରତ୍ୟକ ଛାତ୍ର ଛାତ୍ରୀ ଅଭିଭାବକ ମାନେ ଜାଣିରଖିବା ଜରୁରୀ
କାହିଁକି ସ୍କୁଲ ଏବଂ କଲେଜ ଛୁଟିକୁ ନେଇ ଘୋଷଣା ହୋଇଛି ଚାଲନ୍ତୁ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା | ସୂଚନା ଯୋଗ୍ୟ, ଚଳିତ ବର୍ଷ ବାହୁଡା଼ ଯାତ୍ରା ପାଇଁ ସ୍କୁଲ ଓ କଲେଜ ଛୁଟିକୁ ନେଇ ପୂର୍ବରୁ ଆସିଥିବା ଛୁଟି ତାଲିକାରେ ଉଲ୍ଲେଖ ଥିଲା।
ଠିକ୍ ସେହିଭଳି ବାହୁଡ଼ା ଯାତ୍ରା ପରେ ପରେ ଏଇ ଜୁଲାଇ ୧୭ ତାରିଖ ଦିନ ମୋହରମ୍ ଉତ୍ସବ ପାଳନ ହେବାକୁ ଥିବାବେଳେ, ଉକ୍ତ ଦିନଟି ଛୁଟି ରୂପେ ଘୋଷିତ ହୋଇଛି। ତେଣୁ ଏଇ ଜୁଲାଇ ୧୭ ତାରିଖ ଅର୍ଥାତ୍ ଆସ ବୁଧବାର ଦିନ ରାଜ୍ୟରେ ଥିବା ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ତଥା ସ୍କୁଲ ଓ କଲେଜ ଛୁଟି ରହିବ।
ଉକ୍ତ ଦିନଟି ପାଇଁ କୌଣସି ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ସ୍କୁଲ ଓ କଲେଜ ଯିବେ ନାହିଁ। ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଯାହାବି କିଛି ନୂଆ ଅପଡେଟ ଆସିଥିଲା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଏହି ଖବରଟି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଖକୁ ସେୟାର କରିଦିଅନ୍ତୁ |