ନିଜ ଦ୍ୱିତୀୟ ବିବାହକୁ ନେଇ ମୁହଁ ଖୋଲିଲେ ଅଭିନେତା ଅନୁଭବ ମହାନ୍ତି, କହିଲେ ମୁଁ କିଛି ଭୁଲ କରିନି….ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

ଅନୁଭବ ମହାନ୍ତିଙ୍କ ଦ୍ୱିତୀୟ ବିବାହକୁ ନେଇ ଯେଉଁ ସବୁ ଚର୍ଚ୍ଚା ହୋଇଥିଲା ତାହା ସବୁ ଆଜି ସତ ହୋଇଛି ସାଂସଦ ତଥା ଓଲିଉଡ଼ର ସୁପରଷ୍ଟାର ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରିଛନ୍ତି ଅନୁଭବ ଏବଂ ଜାଗୃତିଙ୍କ ଯୋଡ଼ିକୁ ବେଶ ଭଲ ଭାବରେ ଜାଣିଥିବେ | ଯେତେବେଳେ ଅନୁଭବ ଏବଂ ବର୍ଷାଙ୍କ ଛାଡ଼ପତ୍ର ମାମଲା ରୁଜୁ ହୋଇଛି ସେହି ସମୟରୁ ଆଜି ପର୍ଯ୍ୟନ୍ତ ସାରା ଓଡିଶା ବାସୀ ଅନୁଭବ ଏବଂ ଜାଗୃତିଙ୍କ ଯୋଡ଼ିଙ୍କୁ ଗଣ ମାଧ୍ୟମ ଜରିଆରେ ଦେଖିବାକୁ ମିଳୁଛି |

ପରିବାରର ସବୁ ଫକ୍ସନ ଏବଂ ସିନେମା ଥ୍ରୀଏଟର ସବୁ ଆଡ଼େ ଏକାଠି ନଜର ଆସୁଛନ୍ତି ବର୍ତ୍ତମାନ ସମୟରେ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି ଅନୁଭବଙ୍କ ଦ୍ୱିତୀୟ ବିବାହକୁ ନେଇ ଯାହା ସବୁ ଚର୍ଚ୍ଚା ଜୋର ଧରିଥିଲା ତାହା ସତ ହୋଇଛି | ଆପଣମାନେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ବେଶ ଭଲ ଭାବରେ ଜାଣିଥିବେ

ଅନୁଭବ ଏବଂ ଦୀର୍ଘ ଚାରି ବର୍ଷ ହେଲା ଅନୁଭବ ଏବଂ ଜାଗୃତିଙ୍କ କଥା ସୋସିଆଲ ମେଡିଆରେ ଘୁରି ବୁଲୁଛି ଏବଂ ଆପଣ ଶୁଣି ମଧ୍ୟ ଆସୁଛନ୍ତି | ଅନୁଭବ ଏବଂ ଜାଗୃତି ବର୍ତ୍ତମାନ ସମୟରେ ଅନେକ ଜାଗାରେ ଏକାଠି ଥିବାର ନଜର ଆସିଛନ୍ତି ଏହା ସହିତ ଏକ ବଡ଼ ଖବର ସାମ୍ନାକୁ ଆସିଛି ବର୍ଷା ଏବଂ ଅନୁଭବଙ୍କ ଛାଡ଼ପତ୍ର ମାମଲାର ଡେଟ ମଧ୍ୟ ଆସିଯାଇଛି

ଏହା ଭିତରେ ଏକ ବଡ଼ ଖବର ଶୁଣିବାକୁ ମିଳିଛି ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଯେପର୍ଯ୍ୟନ୍ତ ଅନୁଭବଙ୍କ ବର୍ଷା ଛାଡ଼ପତ୍ର ହୋଇ ନାହିଁ ସେପର୍ଯ୍ୟନ୍ତ ଦ୍ୱିତୀୟ ବିବାହ କରିପାରିବେ ନାହିଁ | ତାଙ୍କର ଛାଡ଼ପତ୍ର ପରେ ବହୁତ ଜଲ୍ଦି ଦ୍ୱିତୀୟ ବିବାହ କରିବେ ବୋଲି ଯାହା ସୋସିଆଲ ମେଡିଆରୁ ଶୁଣିବାକୁ ମିଳିଛି |

Leave a Reply

Your email address will not be published. Required fields are marked *