ଇଲେକ୍ସନ ପୂର୍ବରୁ ବିଜେପି ସରକାର ଘୋଷଣା କରିଥିଲା ଯେ ବିଜୟ ହେଲା ପରେ ଭତ୍ତା ଟଙ୍କାକୁ ତିନି ହଜାର ଟଙ୍କା ବୃଦ୍ଧି କରି ଦିଆଯିବ । ଏବେ ଏବେ ଭତ୍ତା ଟଙ୍କା ତିନି ହଜାର ଟଙ୍କା ବୃଦ୍ଧି ହେବା ନେଇ ଆସିଛି ବହୁତ ବଡ଼ ଅପଡେଟ କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛି ତେଣୁ ଖବର ଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ ।
ବିଭିନ୍ନ ବର୍ଗର ଭତ୍ତା ପାଉଥିବା ଲୋକଙ୍କ ଭତ୍ତା ଟଙ୍କା ବଢ଼ିବାକୁ ଯାଉଛି ଏଣିକି ଏକ ହଜାର ବଦଳରେ ମିଳିବାକୁ ଯାଉଛି ତିନି ହଜାର । ରାଜ୍ୟ ସରକାର ଏନେଇ ଘୋଷଣା କରି ସାରିଛନ୍ତି ଖୁବ ଶୀଘ୍ର ଏହା କାର୍ଯ୍ୟକାରୀ ହେବାକୁ ଯାଉଛି ଅର୍ଥ ମୋଦନର ଅନୁମୋଦନ କ୍ରମେ ବିଭାଗୀୟ ସୂତ୍ରରୁ ପ୍ରକାଶ ପାଇଛି ଏଥି ଯୋଗୁଁ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
ଏହାକୁ ନେଇ ବରିଷ୍ଟ ନାଗରିକଙ୍କ ପାଖରୁ ଦିବ୍ୟାଙ୍ଗ ଏବଂ ବିଧବା ମା ମାନଙ୍କ ମନରେ ଖୁସିର ଲହରୀ ଖେଳି ଉଠିଛି । ବର୍ତ୍ତମାନ ସମୟରେ ଭତ୍ତା ପାଉଥିବା ଲୋକ ବିଭିନ୍ନ ବାର୍ଦ୍ଧକ୍ୟ ରୋଗରେ ପୀଡ଼ିତ ଅଛନ୍ତି ଏଣୁ ଔଷଧ ପାଇଁ ଆଦି ପୂର୍ବ ସରକାର ଦେଉଥିବା ଏକ ହଜାର ଟଙ୍କା ହେଉନଥିଲା ଯାହାକି ହିତାଧିକାରୀ ମାନେ ମାସିକ ଭତ୍ତା ନେଇ ପ୍ରାରମ୍ଭିକ ବିଚାର ମଣ୍ଡଳୀ ହୋଇପାରେ ବୋଲି ଜଣା ପଡ଼ିଛି।
ନିର୍ବାଚନ ପୂର୍ବରୁ ଇସ୍ତହାରରେ ମାସିକ ଭତ୍ତା ତିନି ହାଜରକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲା ଏହା ପରେ ଏବେ କାର୍ଯ୍ୟକାରୀ ହେବା ବୋଲି କୁହାଯାଇଛି । ଯଦି ସରକାର ଏ ସମ୍ପର୍କରେ ସବୁଜ ସଙ୍କେତ ଦେଇଥିବାରୁ ବୈଠକ ରେ ଆଲୋଚନା ହୋଇଛି । ଯଦି ଆପଣ ପଚାରିବେ କେବେ ଠାରୁ ତିନି ହଜାର ଭତ୍ତା ଟଙ୍କା ହେବାକୁ ଯାଉଛି ଆଗକୁ ଆସୁଛି ବଜେଟ 2024-25 ସେହି ବଜେଟରୁ ଲାଗୁ ହେବ ଭତ୍ତା ତିନି ହଜାର ଟଙ୍କା