ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀଙ୍କ ପାଇଁ ରହିଛି ବଡ଼ ସୂଚନା ରାଜ୍ୟରେ ହେବାକୁ ଯାଉଛି ସ୍କୁଲ ଏବଂ କଲେଜ ଛୁଟି ଏନେଇ ପୂର୍ବରୁ ସୂଚନା ମିଳି ସାରିଛି ହେଲେ କେତେଦିନ ପାଇଁ ସ୍କୁଲ ଏବଂ କଲେଜ ଛୁଟି ହେବ ଏବଂ କାହିଁକି ସ୍କୁଲ ଛୁଟି ହେବ ଏନେଇ କଣ ରହିଛି ଅପଡେଟ ଚାଲନ୍ତୁ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟଟି ଜାଣିବା |
ସୂଚନା ଯୋଗ୍ୟ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ହିଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ଛୁଟି ତାଲିକା ଆସି ସାରିଥିଲା । ଯେଉଁ ଛୁଟି ତାଲିକାରେ କେଉଁ ଦିନ କ’ଣ ଛୁଟି ରହିଛି ଓ କାହିଁକି ଛୁଟି ରହିଛି, ସେ ବାବଦରେ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି।
ଉଲ୍ଲେଖଯୋଗ୍ୟ, ୧୫.୦୭.୨୦୨୪ ଅର୍ଥାତ୍ ଏଇ ସୋମବାର ଦିନ ବାହୁଡ଼ା ଯାତ୍ରା ଥିବା ଯୋଗୁଁ ଉକ୍ତ ଦିନଟିକୁ ଛୁଟି ରୂପେ ଘୋଷିତ କରାଯାଇଛି। ତେଣୁ ଏଇ ଜୁଲାଇ ୧୫ ତାରିଖ ଦିନ ରାଜ୍ୟର ପ୍ରତ୍ୟେକ ସ୍କୁଲ ଓ କଲେଜ ଛୁଟି ରହିବ।
ସ୍କୁଲ ଏବଂ କେଲଜ ଛୁଟିକୁ ନେଇ ଯାହା ବି କିଛି ଅପଡେଟ ଥିଲା ଆପଣମାନେ ଜାଣି ସାରିଲେଣି ତେବେ ଏହି ଖବରଟିକୁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଖକୁ ସେୟାର କରିଦିଅନ୍ତୁ | ସ୍କୁଲ ଛୁଟିକୁ ନେଇ ଯାହାବି କିଛି ନୂଆ ଅପଡେଟ ଆସିବ ଆମେ ଆପଣଙ୍କୁ ନିଶ୍ଚିତ ଜଣାଇବୁ |