ନମସ୍କାର ଦର୍ଶକବନ୍ଧୁ ଅଭିନେତ୍ରୀ ଲିପି ମହାପାତ୍ର ଏବଂ ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିକୁ ନେଇ ଆସିଲା ବଡ଼ ଖବର | କାହିଁକି ସେମାନେ ନିଜ ଫ୍ୟାନ ମାନଙ୍କୁ ଏ ସମ୍ପର୍କରେ ନଜଣାଇ ହଟାତ ବିବାହ କଲେ | ତେବେ ତାହା ପ୍ରେମ ବିବାହ ଥିଲା ନା ଆରେଞ୍ଜ ମ୍ୟାରେଜ ସବୁ କିଛି ସମ୍ପର୍କରେ ଟିକିନିକ ଖବର ଜାଣିବା ପାଇଁ ନିଶ୍ଚିତ ଭାବରେ ଆଜିର ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |
ଆପଣମାନେ ସମସ୍ତେ ଓଡ଼ିଆ ଅଭିନେତ୍ରୀ ଲିପିଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ଅନେକ ସାରା ଫିଲ୍ମ ସିରିଏଲରେ କାମ କରି ଫ୍ୟାନ ମାନଙ୍କ ମନକୁ ଜିତି ପାରିଛନ୍ତି | ଲିପି ବର୍ତ୍ତମାନ ଅନେକ ସାରା ସୋରେ ଜଜ ଏବଂ ଦିଦି ନମ୍ବର ୱାନ ରିଆଲିଟି ସୋରେ ନଜର ଆସୁଛନ୍ତି ଏପଟେ ବୁଦ୍ଧାଦିତ୍ୟଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ଅନେକ ସାରା ଫିଲ୍ମ ଏବଂ ଆଲବମରେ କାମ କରି ସାରିଛନ୍ତି |
ଆପଣମାନେ ମଧ୍ୟ ଏହି ଦୁଇ ଜଣକ ଆକ୍ଟିଙ୍ଗକୁ ବେଶ ଅଧିକ ଭଲ ପାଇବା ଦେଇ ଆସିଛନ୍ତି ତାଙ୍କର ଅନେକ ସାରା ଫ୍ୟାନ ଫଲୋର୍ସ ମଧ୍ୟ ଅଛନ୍ତି | ଆପଣମାନେ ଜାଣିଥିବେ ଯେ ବୟସ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ବୁଦ୍ଧାଦିତ୍ୟ ସେପଟେ ଲିପି ମଧ୍ୟ ବିବାହର ବୟସ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି କିନ୍ତୁ ପ୍ରଶ୍ନ ଉଠୁଛି
କାହିଁକି ଏହି ଦୁଇଜଣ ବୟସ ମଧ୍ୟରେ ବିବାହ କରି ନାହାଁନ୍ତି | ଦୁଇ ଜଣ କାହିଁକି ଏପର୍ଯ୍ୟନ୍ତ ଅବିବାହିତ ଅଛନ୍ତି | ଏଭଳି ଅନେକ ପ୍ରଶ୍ନ ବୁଦ୍ଧାଦିତ୍ୟ ଏବଂ ଲିପିଙ୍କୁ ପଚରା ଯାଇଥିଲା କିନ୍ତୁ ସେମାନେ ନିଜ ବିବାହକୁ ନେଇ ଏପର୍ଯ୍ୟନ୍ତ କିଛି ମୁହଁ ଖୋଲି ନାହାଁନ୍ତି |