ବନ୍ଧୁଗଣ ଶ୍ରାବଣର ଏହି ପବିତ୍ର ମାସରେ ଖାଇ ଦିଅନ୍ତୁ ଏହି ଚାରି ଜିନିଷ ଆପଣଙ୍କ ଘରେ କେବେ ଧନର କମି ହେବ ନାହିଁ ଭଗବାନ ଭୋଳାନାଥଙ୍କ ଆଶୀର୍ବାଦରେ ଖୁସିରେ ଭରିଯିବ ଆପଣଙ୍କ ଘର ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ ଶ୍ରାବଣର ଏହି ପବିତ୍ର ମାସ 22 ଜୁଲାଇ 2024 ରୁ ଆରମ୍ଭ ହୋଇ ଏହା 19 ଅଗଷ୍ଟ 2024 ରେ ସମାପ୍ତ ହେବ | ଏହି ଶ୍ରାବଣର ପବିତ୍ର ମାସ ପୁରା 59 ଦିନ ପର୍ଯ୍ୟନ୍ତ ରହିବ | ଏହିବର୍ଷର ପ୍ରଥମ ଶ୍ରାବଣ ସୋମବାରର ବ୍ରତ 22 ଜୁଲାଇ 2024 କୁ ପଡ଼ିବ ତେବେ ଆପଣ ଏହି ସୋମବାରରେ ବ୍ରତ ରଖୁଛନ୍ତି ଏହି ପାଞ୍ଚୋଟି ଭୁଲ କେବେ କରିବେ ନାହିଁ |
ଶ୍ରାବଣ ମାସ ସୋମବାର ବ୍ରତଧାରୀଙ୍କୁ ନାସପାତି ଖାଇବା ଆଦୋୖ ଉଚିତ ନୁହେଁ ଏବଂ ଧାର ନେଇ ଫଳମୂଳ କିଣି ବ୍ରତ ସମୟରେ ସେବନ କରିବା ବର୍ଜିତ ଅଟେ । ଶ୍ରାବଣ ମାସରେ ବ୍ରତ ରଖୁଥିବା ବ୍ୟକ୍ତି କୌଣସି ପ୍ରକାର କଟୁ କଥା , ମିଛ କଥା , ସାଧାରଣ କଥାରେ କ୍ରୋଧ , ଅନ୍ୟ ନାମରେ ଏଣୁତେଣୁ ଖରାପ କଥା କହିବା ଆଦି କାମ କରିବା ଉଚିତ ନୁହେଁ । ଶ୍ରାବଣ ମାସରେ ପୁରୁଣା ଅଟାର ସେବନ ମଧ୍ୟ କରନ୍ତୁ ନାହିଁ । ଶ୍ରାବଣ ପୂର୍ଣ୍ଣିମା ମାସ ବ୍ରତରେ ଶୁଦ୍ଧ ସାତ୍ଵିକତା ବଜାୟ ରଖିବା ସହିତ ଶାରୀରିକ ସମ୍ବନ୍ଧ ଠାରୁ ଦୂରେଇ ରୁହନ୍ତୁ । ନଚେତ ପାପ ହୋଇଥାଏ ଏବଂ ଭଗବାନ ଶିବ କ୍ରୋଧିତ ହୁଅନ୍ତି ।
ଯାହାଦ୍ୱାରା ଆପଣଙ୍କ ଜୀବନ ଉପରକୁ ମଧ୍ୟ ବିପଦ ଆସିପାରେ |ଶିବଲିଙ୍ଗ ଥିବା ସ୍ଥାନରେ କିମ୍ବା ମନ୍ଦିର ଭିତରକୁ ଜୋତା ଚପଲ ନେଇ ପ୍ରବେଶ କରନ୍ତୁ ନାହିଁ । ମାସିକଧର୍ମ ହୋଇଥିବା ମହିଳା ପୂଜା , ବ୍ରତ କିମ୍ବା ମନ୍ଦିରକୁ ପ୍ରବେଶ କରିବା ମଧ୍ୟ ଉଚିତ ନୁହେଁ । କାରଣ ଏହାଦ୍ବାରା ମହାଦେବଙ୍କ ସମେତ ଅନ୍ୟ ଦେବଦେବୀ ମଧ୍ୟ କ୍ରୋଧିତ ହୁଅନ୍ତି । ମାସିକ ଧର୍ମ ସମୟରେ ମହିଳା ମାନେ ଉଭୟ ଘର ଏବଂ ବାହାର ମନ୍ଦିର , ଭଗବାନଙ୍କ ପ୍ରତିମାକୁ ସ୍ପର୍ଶ , ତୁଳସୀ ପୂଜା ଇତ୍ୟାଦି ଠାରୁ ନିବୃତ୍ତ ରହିବା ଉଚିତ ।
କହୁରଖିବୁ ଯେ ମହାଦେବଙ୍କୁ ପୂଜା କରିବାକୁ କିମ୍ବା ଅତିକମରେ କେବଳ ଜଳ ଅର୍ପଣ କରିବାକୁ ସକ୍ଷମ ଥିଲେ ହେଁ ଘରେ ଶିବଲିଙ୍ଗ କିମ୍ବା ପ୍ରତିମା ରଖନ୍ତୁ । ନଚେତ ରଖନ୍ତୁ ନାହିଁ । କାରଣ ଶିବଲିଙ୍ଗରୁ ସବୁବେଳେ ଶକ୍ତି ସଞ୍ଚାର ହୋଇଥାଏ , ଯେଉଁ କାରଣରୁ ଶିବଲିଙ୍ଗରେ ଜଳଧାରା ରହିବା ଜରୁରୀ ।