SBI ଗ୍ରାହକ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଆକାଉଣ୍ଟ ଥିଲେ ସିଧା ଆପଣଙ୍କ ଆକାଉଣ୍ଟକୁ ଆସିବ ଏଗାର ହଜାର ଟଙ୍କା ତାହା କିଭଳି ପାଇବେ ଆପଣଙ୍କୁ କଣ କରିବାକୁ ପଡ଼ିବ ଖବରଟିକୁ ଜାଣିବା ପାଇଁ ଚାହୁଁଛନ୍ତି ପେଜଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ସବୁ କିଛି ସମ୍ପୂର୍ଣ୍ଣ ଅପଡେଟ ଆପଣ ପାଇପାରିବେ | SBI ତାର ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ସମୟେ ସମୟେ ଅନେକ ଲୋଭନୀୟ ସ୍କିମ ବିଷୟରେ ଘୋଷଣା କରିଥାଏ ବର୍ତ୍ତମାନ ଏହିଭଳି ଏକ ଅପଡେଟ ଆଣିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆଜିର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଆପଣ ପାଇପାରିବେ |
ଆପଣ ଯଦି ଜଣେ SBI ଗ୍ରାହକ ତାହେଲେ ଆପଣଙ୍କ ପାଇଁ ଉଦିଷ୍ଟ ସମସ୍ତ ସରକାରୀ ବ୍ୟାଙ୍କ ମଧ୍ୟରେ ସର୍ବ ଶ୍ରେଷ୍ଠରେ ରହିଛି SBI ବ୍ୟାଙ୍କ କାରଣ ଏହି ବ୍ୟାଙ୍କ ସୁଲଭ ମୂଲ୍ୟରେ ସୁଧ ପ୍ରଦାନ କରୁଥିବା ବେଳେ ଅନେକ ସୁବିଧା ଜନକ ସ୍କିମ ଘୋଷଣା କରିଥାଏ ବର୍ତ୍ତମାନ ଗ୍ରାହକ ମାନଙ୍କ ପାଇଁ ଆଉ ଏକ ଲୋଭନୀୟ ସ୍କିମ ଘୋଷଣା କରିଛି SBI ବ୍ୟାଙ୍କ ଏହି ଯୋଜନାରେ ବ୍ୟାଙ୍କ ପକ୍ଷରୁ ଏଗାର ହଜାର ଟଙ୍କା ସିଧା ସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଁଚି ପାରିବ |
ତେବେ ଏହି ଯୋଜନା ହେଉଛି SBI ର ସ୍ୱଳ୍ପ ସଞ୍ଚୟ ଯୋଜନା ବା RD ସ୍କିମ ଏହି ଯୋଜନା ମାଧ୍ୟମରେ ଆପଣ ନିୟମିତ ଅନ୍ତରାଳୟ ଏକ ନିଶ୍ଚିତ ରାଶି ବ୍ୟାଙ୍କରେ ଜମା କରିବାକୁ ପଡ଼ିବ | ଏହି ନିର୍ଦ୍ଧାରିତ ସମୟରେ ଏହି ଯୋଜନା ନିୟମିତ ଟଙ୍କା ଜମା କରିବାକୁ ହେବ ତେବେ ଏଠାରେ ପ୍ରଶ୍ନ ଉଠୁଛି ଆପଣ ଏଗାର ହଜାର ଟଙ୍କା ପାଇବେ କିଭଳି | SBI ର ସ୍ୱଳ୍ପ ସଞ୍ଚୟ ଯୋଜନା ନିବେଶ ରାଶି ଖୁବ କମ ରହିଥାଏ
ଯାହା ଦ୍ୱାରା ପ୍ରତ୍ୟକ ବର୍ଗ ନିବେଶ କରିବା ପାଇଁ ସକ୍ଷମ ହୋଇପାରିବେ ଏହିଭଳି କ୍ଷେତ୍ରରେ ଆପଣଙ୍କୁ ଅଧିକ ରିଟର୍ଣ୍ଣ ଟଙ୍କା ମଧ୍ୟ ମିଳିପାରିବ ତେବେ ଏହାର ହିସାବ ଜାଣିବା ଆପଣଙ୍କର ନିହାତି ଜରୁରୀ ଏହି ଯୋଜନାରେ ଏକ ହଜାର ଟଙ୍କା ପ୍ରତି ମାସରେ ସଞ୍ଚୟ କରି ଏକ ବର୍ଷରେ ବାର ହଜାର ଟଙ୍କା ଜମା କରିପାରିବେ |
ଏହିଭଳି ଭାବରେ ଆପଣଙ୍କୁ ପାଞ୍ଚ ବର୍ଷ ଭିତରେ ଆକାଉଣ୍ଟରର ପାଞ୍ଚ ହଜାର ଟଙ୍କା ଜମା କରିବାକୁ ହେବ ଏଥିପାଇଁ ବ୍ୟାଙ୍କ ଆପଣଙ୍କୁ 6.5 ପ୍ରତିଶତ ସୁଧ ହାର ପ୍ରଦାନ କରିଥାଏ ଏହି ସୁଧ ହାର ହିସାବ କଲେ ଆପଣଙ୍କୁ 10,989 ଟଙ୍କା ସୁଧ ମିଳିପାରିବ ସେହିଭଳି ଆପଣ ସଞ୍ଚୟ ଏବଂ ମୋଟ ସୁଧ ମିଶାଇଲା ପରେ 70,989 ଟଙ୍କା ପାଇପାରିବେ |