ରଥଯାତ୍ରା ୨୦୨୪ ଠାରୁ ୫ଟି ରାଶିରେ ଗଜକେଶରୀ ଯୋଗ, ଦୁଃଖ ସରିବ ସୁଖ ଫେରିବ ରାଜା ଭଳି ଜୀବନ କାଟିବେ ହୋଇଯିବେ ମାଲାମାଲ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ଉପରେ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ରଥ ଯାତ୍ରା ଠାରୁ ହେବାକୁ ଯାଉଛି ଅସରନ୍ତି ଧାନ ଓ ସମୃଦ୍ଧିର ବର୍ଷା ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସବୁ ଭାଗ୍ୟ ଶାଳୀ ରାଶି ମାନଙ୍କ ବିଷୟରେ।

୧. ମେଷ :- ଶନି ଦେବଙ୍କ ଅସୀମ କୃପା ଏହି ମାସରେ ରହିବ । ଆପଣଙ୍କ ଭବିଷ୍ୟତରେ ବହୁତ ସଫଳତା ଆପଣ ହାସଲ କରିବେ । ହଠାତ ଆପଣଙ୍କୁ ବଡ ଖୁସି ଖବର ମିଳିପାରେ । ଏବେ ଯାହାର ଆର୍ଥିକ ସ୍ଥିତି ଠିକ ନହିଁ ଏବେ ତାଙ୍କର ଦିନ ବହୁତ ଭଲରେ କଟିବ । ଆଯ କରିବାର ନୂଆ ରାସ୍ତା ଖୋଲିବ ।

୨. ମିଥୁନ :- ଆପଣ ସେହି ଲୋକଙ୍କ ସହିତ ମିଶିବେ ଯାହା ସହିତ ଆପଣ ମିଶିବାକୁ ଚାହୁଁ ଥିଲେ । ପରିବାର ଲୋକଙ୍କ ସହିତ ସମୟ ବିତିବ । ଜବରେ ଉନ୍ନତି ହେବ । ସନ୍ତାନ ସଫଳତାରେ ଖୁସି ହେବେ । ପ୍ରେମ ଜୀବନରେ ଚିନ୍ତା ରହିବ । ଏହି ରାଶିର ପିଲାଙ୍କ ପାଠପଢା ଭଲରେ ଚାଲିବ । ପରିବାରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

୩. ସିଂହ :- ସିଂହ ରାଶିର ଲୋକ ଯିଏ ରୋଜଗାର ପାଇଁ ଇଆଡେ ସିଆଡେ ବୁଲୁଥିଲେ  ସେମାନଙ୍କୁ ରୋଜଗାରର ନୂଆନୂଆ ଅବସର ପ୍ରାପ୍ତ ହେବ । ଆପଣଙ୍କ ଆର୍ଥିକ ସ୍ଥିତି ଏହି ସମୟରେ ବହୁତ ଭଲ ରହିବ । ଘର ପରିବାରରେ ସୁଖ ଶାନ୍ତି ବାଣୀ ରହିବ । ପୁରୁଣା କାର୍ଯ୍ୟରେ ସଫଳତା ମିଳିବାର ଯୋଗ ହେଉଛି ।

୪. ତୁଳା :- ଏହି ରାଶିର ଲୋକଙ୍କ ପାଇଁ ଏହି ମାସ ଭାଗ୍ୟ ନେଇକି ଆସିବ । ଭଗବାନ ଶନିଦେବଙ୍କ କୃପାରୁ ଏହି ମାସ ଆପଣଙ୍କ ପାଇଁ ବହୁତ ଭଲ ରହିବ । ବିଶେଷ କରି ଧନ ମାମଲାରେ ଏହି ଦିନ ବହୁତ ଭଲ ରହିବ । କାମ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ପ୍ରେମ ସମ୍ବନ୍ଧରେ ଆପଣଙ୍କର ମଜଭୁତ ଆସିବ । ଜୀବନସାଥି ଆଉ ବଡ ମାନଙ୍କ ସହିତ ସମ୍ପର୍କର ଆନନ୍ଦ ନେବେ ।

୫. କନ୍ୟା :- ଏବେ ଆପଣଙ୍କ ବୈବାହିକ ଜୀବନରେ ବହୁତ ସାରା ଖୁସି ମିଳିବ । ଶ୍ଵଶୁର ଘର ତରଫରୁ କୌଣସି ବଡ ଖୁସି ଖବର ମିଳିବାର ସମ୍ଭାବନା ରହିଛି । ଏହି ମାସରେ ନୂଆ ବାହାନର କ୍ରୟ କରିପାରନ୍ତି । ମା ଲକ୍ଷ୍ମୀ ଆଉ ଶନିଦେବଙ୍କ କୃପାରୁ ଆପଣଙ୍କର ସବୁ ସମସ୍ଯା ଦୂର ହେବ ।

Leave a Reply

Your email address will not be published. Required fields are marked *