ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଭାଗ୍ୟ ଶାଳୀ ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ଉପରେ ମହା ପ୍ରଭୁ ଜଗନ୍ନାଥଙ୍କ କୃପାରୁ ହେବାକୁ ଯାଉଛି ଧନ ବର୍ଷା ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।
ବୃଷ ରାଶି:କ୍ରୀଡା, କଳା ଏବଂ ସ୍ବାସ୍ଥ୍ୟ ସହ ଜଡିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଦରମା ବୃଦ୍ଧି ପାଇପାରେ । ଯାହା ପୂର୍ବ ତୁଳନାରେ ଭବିଷ୍ୟତରେ ଆପଣଙ୍କ ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ପ୍ରତିଯୋଗିତାରେ ବିଜୟୀ ହେବା ସହ ପୁରସ୍କୃତ ହୋଇପାରନ୍ତି । ଯେଉଁମାନଙ୍କର ନିଜର ଡ୍ରେସ୍ ଦୋକାନ ଅଛି, ସେମାନଙ୍କ ଧନ ଲାଭ ହୋଇପାରେ ।
ମିଥୁନ ରାଶି: ଗତ ମାସରେ ଯେଉଁମାନେ ବିବାହ କରିଛନ୍ତି, ସେମାନେ ନିଜ ସାଥୀଙ୍କ ସହିତ ଭ୍ରମଣରେ ଯିବା ସହ ସପିଂ କରିବେ । ନିଜ ସାଥୀଙ୍କଠାରୁ ଏକ ସର୍ପ୍ରାଇଜ ଗିଫ୍ଟ ପାଇପାରନ୍ତି । ବ୍ୟବସାୟରେ ଏକ ବଡ ଡିଲ୍ ଫାଇନାଲ ହେବ । ଯାଦାଦ୍ବାରା ବ୍ୟବସାୟରେ ଭଲ ଲାଭ ପାଇପାରନ୍ତି । ଚାକିରି କରିଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ସହକର୍ମୀଙ୍କ ଠାରୁ ଉପହାର ମିଳିପାରେ ।
ସିଂହ ରାଶି:ପରିବାର ମଧ୍ୟରେ ଚାଲିଥିବା ବହୁଦିନର ବିବାଦ ଦୂର ହେବ । ପରିବାର ମଧ୍ୟରେ ଯାହା ବି କିଛି ସମସ୍ୟା ଅଛି ତାହା ସମ୍ପୂର୍ଣ୍ଣ ଭାବରେ ହଟିଯିବ । ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ଶୁଭ ଖବର ମିଳିବ । ବିଦ୍ୟାର୍ଥୀମାନେ କୌଣସି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିପାରନ୍ତି । ଘର କିଣିବାର ଇଚ୍ଛା ପୂରଣ ହୋଇପାରେ । ବ୍ୟବସାୟରେ ଆକସ୍ମିକ ଭାବରେ ଲାଭ ହେବାର ଯୋଗ ରହିଛି । ଚାକିରି କରିଥିବା ଲୋକମାନଙ୍କ ଦରମା ବୃଦ୍ଧି ହୋଇପାରେ ।
ବିଛା ରାଶି:ଚାକିରି କରିଥିବା ଲୋକମାନଙ୍କର ଆୟ ହଠାତ ବୃଦ୍ଧି ହୋଇପାରେ । ଯେଉଁଥିରେ ଆପଣ କରିଥିବା ଋଣ ପରିଶୋଧ କରିବେ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେଉଥିବାରୁ ବହୁଦିନ ଧରି ଅଟକି ରହିଥିବା କାର୍ଯ୍ୟ ଧୀରେ ଧୀରେ ସମାପ୍ତ ହୋଇଯିବ । ଯଦି ବ୍ୟବସାୟୀଙ୍କ ବ୍ୟବସାୟ ସହ ଜଡିତ କୌଣସି ମାମଲା କୋର୍ଟରେ ଚାଲିଛି, ତେବେ ସେମାନେ ଏଥିରେ ସଫଳତା ପାଇପାରନ୍ତି । ମହିଳାମାନେ କର୍ମଚଞ୍ଚଳ ହେବେ । ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସିଦ୍ଧିଲାଭ କରିବେ ।
ମୀନ ରାଶି: ବ୍ୟବସାୟୀମାନେ ସେମାନଙ୍କ ପରିବାର ଲୋକଙ୍କ ସହ ବିଦେଶ ଭ୍ରମଣରେ ଯାଇପାରନ୍ତି । ଆସନ୍ତା ସପ୍ତାହ ମଧ୍ୟରେ ଆପଣଙ୍କ ମନ ଚାହୁଁଥିବା କମ୍ପାନୀରେ ଚାକିରି ମିଳିପାରେ । ଘର କିମ୍ବା ଦୋକାନ କିଣିବାର ଇଚ୍ଛା ପୂରଣ ହେବ । ବନ୍ଧୁଙ୍କ ସହାୟତାରେ ଆପଣଙ୍କୁ ବହୁତ ବଡ଼ ଖୁସି ଖବର ମିଳିବ । ଯାହା ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ । ମହିଳାମାନେ ଧନ ସଞ୍ଚୟ କରିବେ ।