ଧନୀ ହେବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହଁ କିଛି ଲୋକମାନେ ଦିନ ରାତି ପରିସ୍ରା କରି ସତ୍ତ୍ୱେ ଧନ ଅର୍ଜନ କରିପାରନ୍ତି ନାହିଁ ଆଉ କିଛି ଲୋକ ଅତି ସହଜରେ ଧନୀ ହୋଇଯାଆନ୍ତି ହେଲେ ଯଦି ଆପଣ ଶରୀରରେ ଥାଏ ଏହି ଚିହ୍ନ ତାହେଲେ ଆପଣଙ୍କୁ ଧନୀ ହେବାରୁ କେହି ଅଟକାଇ ପାରିବ ନାହିଁ ।
୧. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ହାତର ମଧ୍ୟ ଭାଗରେ ରଥ, ଚକ୍ର, ବାଣ କିମ୍ବା ଧ୍ୱଜ ଆଦିର ଦାଗ ରହିଥାଏ; ସେହି ଲୋକଙ୍କୁ ଅଧିକ ସୁଖସମୃଦ୍ଧି ମିଳିଥାଏ । ଏହିଭଳି ଲୋକମାନଙ୍କ ଜନ୍ମ ଅନ୍ୟ ଲୋକ ମାନଙ୍କ ପ୍ରତି ଶାସନ କରିବା ପାଇଁ ହୋଇଥାଏ । ଏମାନଙ୍କର ସମାଜରେ ପ୍ରତିଷ୍ଠା ଲାଗି ରହିଥାଏ । ଏହି ଲୋକ କୌଣସି ବି ବ୍ୟକ୍ତିର ହୃଦୟକୁ ସହଜରେ ବୁଝି ପାରିଥାନ୍ତି । ତାଙ୍କର ଦାମ୍ପତ୍ୟ ଜୀବନରେ ସଦାସର୍ବଦା ତାଳମେଳ ଏବଂ ଭଲ ପାଇବା ଲାଗି ରହିଥାଏ । ଏମାନଙ୍କୁ ବେପାର ବାଣିଜ୍ୟ, ଚାକିରିରେ ଅଧିକ ଉନ୍ନତି ମିଳିଥାଏ । ଏମାନେ ଯେଉଁ କାମରେ ହାତ ଦେଇଥାନ୍ତି; ସେହି କାମରେ ସଫଳତା ମିଳିଥାଏ । କହିବାକୁ ଗଲେ ଏହି ଲୋକଙ୍କର ଭାଗ୍ୟରେ ଧନୀ ହେବାର ସୁଯୋଗ ରହିଥାଏ ।
୨. ଯେଉଁ ମାନଙ୍କ ପାଦର ତଳ ଭାଗରେ ତିଳ ବା ଚକ୍ର ରହିଥାଏ, ସେହି ବ୍ୟକ୍ତି ବହୁତ ବଡ଼ ଶାସକ ବୋଲି ମନେ କରାଯାଇଥାଏ । ସେହି ବ୍ୟକ୍ତିକୁ ସମସ୍ତ ପ୍ରକାରର ସୁଖ ଏବଂ ଯଶ ପ୍ରାପ୍ତ ହୋଇଥାଏ । ସ୍ୱତନ୍ତ୍ର ରୂପରେ ଜୀବନରେ ଆଗକୁ ବଢି ଚାଲିବା ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଥାଏ । ସେମାନେ ନିଜ ଲକ୍ଷ୍ୟର ପୂର୍ତ୍ତି ପାଇଁ ସମସ୍ତ ପ୍ରକାର କଠିନ ତପସ୍ୟା କରିଥାନ୍ତି । ଏହିଭଳି ଲୋକମାନଙ୍କର ସମାଜରେ ଅଧିକତର ଉଚ୍ଚ ପ୍ରତିଷ୍ଠା ପାଉଥିଲେ । ଧନର ମାମଲାରେ ଏମାନେ ଅଧିକ ଖୁସି ଓ ସୌଭାଗ୍ୟ ସମ୍ପର୍ଣ୍ଣ ବ୍ୟକ୍ତି ହୋଇଥାଆନ୍ତି । ଏମାନଙ୍କୁ ଧନ ନିଜର ବାପାଙ୍କ ଠାରୁ କିମ୍ବା ଦାଦାଙ୍କ ଠାରୁ ବରଦାନ ରୂପରେ ମିଳିଥାଏ । ଏମାନେ ସମସ୍ତ କାମ ମନ ଲଗେଇ କରିଥାନ୍ତି । ଦିନେ ନା ଦିନେ ସଫଳତା ହାସଲ କରିଥାନ୍ତି ।
୩. ଯେଉଁ ମାନଙ୍କ ଗୋଡର ତଳଳିିପାରେ କଳାଜାୟୀ ରହି ଥାଏ । ସେମାନେ ବହୁତ ଭଲ ଶାସକ ହୋଇଥାନ୍ତି । ସ୍ଵତନ୍ତ୍ର ରୂପରେ ଜୀବନରେ ଆଗକୁ ବଢିବା ଏମାନଙ୍କର ଲକ୍ଷ ହୋଇଥାଏ । ଏମାନେ ନିଜର ଲକ୍ଷ ହାସଲ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି । ଏମାନଙ୍କୁ ତାଙ୍କର ଭାଗ୍ୟର ସଂପୂର୍ଣ୍ଣ ସହାୟତା ମିଳିଥାଏ, ଯାହା ଦ୍ୱାରା ଏମାନେ ସଫଳ ମଧ୍ୟ ହୋଇଥାନ୍ତି । ତେବେ ଆପଣ ମାନେ ଏହି ଠାରୁ ନିଶ୍ଚିତ ଭାବେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ ଆମ ଶରୀର ରେ କେଉଁ ଚି୍ହ୍ନ ରହିଲେ କଣ ଲାଭ ହୋଇ ଥାଏ ।
୪. ଯେଉଁ ମାନଙ୍କ ପାଦର ତଳ ଭାଗରେ ତିଳ ବା ଚକ୍ର ରହିଥାଏ, ସେହି ବ୍ୟକ୍ତି ବହୁତ ବଡ଼ ଶାସକ ବୋଲି ମନେ କରାଯାଇଥାଏ । ସେହି ବ୍ୟକ୍ତିକୁ ସମସ୍ତ ପ୍ରକାରର ସୁଖ ଏବଂ ଯଶ ପ୍ରାପ୍ତ ହୋଇଥାଏ । ସ୍ୱତନ୍ତ୍ର ରୂପରେ ଜୀବନରେ ଆଗକୁ ବଢି ଚାଲିବା ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଥାଏ । ସେମାନେ ନିଜ ଲକ୍ଷ୍ୟର ପୂର୍ତ୍ତି ପାଇଁ ସମସ୍ତ ପ୍ରକାର କଠିନ ତପସ୍ୟା କରିଥାନ୍ତି । ଏହିଭଳି ଲୋକମାନଙ୍କର ସମାଜରେ ଅଧିକତର ଉଚ୍ଚ ପ୍ରତିଷ୍ଠା ପାଉଥିଲେ । ଧନର ମାମଲାରେ ଏମାନେ ଅଧିକ ଖୁସି ଓ ସୌଭାଗ୍ୟ ସମ୍ପର୍ଣ୍ଣ ବ୍ୟକ୍ତି ହୋଇଥାଆନ୍ତି । ଏମାନଙ୍କୁ ଧନ ନିଜର ବାପାଙ୍କ ଠାରୁ କିମ୍ବା ଦାଦାଙ୍କ ଠାରୁ ବରଦାନ ରୂପରେ ମିଳିଥାଏ । ଏମାନେ ସମସ୍ତ କାମ ମନ ଲଗେଇ କରିଥାନ୍ତି । ଦିନେ ନା ଦିନେ ସଫଳତା ହାସଲ କରିଥାନ୍ତି ।