ବନ୍ଧୁଗଣ ତଳିଆ ଅଞ୍ଚଳ ଲୋକ ହୋଇଯାଆନ୍ତୁ ସତର୍କ ଆସିପାରେ ଜଳ ପ୍ରଳୟ ରଥଯାତ୍ରା ପରେ ପରେ ଭାଙ୍ଗି ପାରେ ନଦୀ ବନ୍ଧ ଏମିତି କିଛି ଆଶଙ୍କା ହେଉଛି ଇତିହାସକୁ ନେଇ 2024 ବର୍ଷ ଓଡ଼ିଶା ପାଇଁ ହୋଇପାରେ ଆଉ ଏକ ପ୍ରଳୟର ବର୍ଷା ଯେବେ ଯେବେ ଏମିତି ରଥଯାତ୍ରା ହୋଇଛି କୁଆଡ଼େ ସେବେ ସେବେ ପ୍ରଳୟ ଆସିଛି ଏଥର ସେମିତି କିଛି ପୁଣି ହେବାକୁ ଯାଉନି ତ 1909 ଏବଂ 1971 ରେ ଯେମିତି ହୋଇଥିଲା ରଥ ଯାତ୍ରା ଏଥର ବି ହେବ ସେମିତି ରଥ ଯାତ୍ରା ଜଗାର ନବ ଯୌବନ ଦର୍ଶନ କରିପାରିବେ ନାହିଁ
ଭକ୍ତ ଶୁଣିବାକୁ ମିଳେ ଯେବେ ନଵ ଯୌବନ ଦର୍ଶନ ହୋଇନି ସେବେ ସେବେ ଜଳପ୍ରଳୟ ଆସିଛି | ରଥ ଯାତ୍ରାରେ ନବ ଯୌବନ ଦର୍ଶନ ନେତ୍ର ଉତ୍ସବ ଏକା ସାଙ୍ଗରେ ପଡୁଥିବାରୁ ଭକ୍ତ ମାନେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ କରିପାରିବେନି ତେଣୁ ସମସ୍ତଙ୍କ ମନରେ ଛାନିଆ ପଡ଼ିଛି କେଉଁଠି ହେବ ଜଳ ପ୍ରଳୟ ଯେତେବେଳେ ଜଳପ୍ରଳୟ ହୋଇଛି ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଜଗତସିଂହପୁର | 1999 ମହାବାତ୍ୟା କୁହନ୍ତୁ ଅନ୍ୟ କେଉଁ ଛୋଟ ଛୋଟ ବାତ୍ୟା ସବୁବେଳେ ଜଗତସିଂହ ପୁରରେ ତାଣ୍ଡବ ରଚିଛି ପ୍ରକୃତି |
ଶୁଣିବାକୁ ମିଳିଛି 1909 ଓ 1971 ରେ ଭକ୍ତ ରଥଯାତ୍ରା ବେଳେ ନବ ଯୌବନ ଦର୍ଶନ କରିପାରିନଥିଲେ ଆଉ ସେହି ସମୟରେ ହୋଇଥିଲା ଜଳପ୍ରଳୟ 1971 ରେ ଦଳେଇ ଘାଇ ଭାଙ୍ଗି ଥିଲା ଆଉ 1909 ରେ ଜଳପ୍ରଳୟ ହୋଇଥିଲା ଏମିତିକି ଗତବର୍ଷ ଦଳେଇ ଘାଇ ଟପି ଥିଲା ବିପଦ ସଙ୍କେତ ଖୁଣ୍ଟିରେ ସତାବନ ଅଠାବନ ପର୍ଯ୍ୟନ୍ତ ପାଣି ଦେଖିବାକୁ ମିଳିଥିଲା |
ଏଥର ନବ ଯୌବନ ବର୍ଷ ହେଉ ନଥିବାରୁ ରଥଯାତ୍ରା ଦୁଇଦିନ ହେବାରୁ ଯେଉଁଠି ନଦୀ ନଦୀ ବନ୍ଧ ଦୁର୍ବଳ ହୋଇଛି ସେଠାକାର ଲୋକଙ୍କ ମନରେ ଏବେ ଠୁ ଛାନିଆ ପଶିଲାଣି କେବଳ ଦଳେଇ ଘାଇ ନୁହେଁ ରାଜ୍ୟରେ କେଉଁଠି ମଧ୍ୟ ଜଳପ୍ରଳୟ ହୋଇପାରେ ଏନେଇ କହିଲେନି ମାଳିକା ଭକ୍ତ ମହାପ୍ରଭୁ ଜଗନାଥ ଯେମିତି ପୂର୍ବରୁ ଓଡିଶା ବାସୀଙ୍କୁ ରକ୍ଷା କରିଛନ୍ତି ଏଥର ରକ୍ଷା କରିବ ବୋଲି ସମସ୍ତଙ୍କର ବିଶ୍ୱାସ ଅଛି |