ବନ୍ଧୁଗଣ ନିଜ ପତ୍ନୀର ଏପରି ଭୁଲ ଦ୍ୱାରା ପତିକୁ କାର୍ଡ଼ ପତିରୁ ରୋଡ଼ ପତି ବନେଇ ଦେଇଥାଏ ଏହା ସହିତ ଯେବେ ଘରେ ହେବାକୁ ଲାଗିଥାଏ ଏହି ଭଳି ଯଦି ଆପଣ କରନ୍ତି ତେବେ ଆପଣଙ୍କୁ ଗରିବୀ ହେବାରୁ କେହିବି ରୋକିପାରିବେ ନାହିଁ | ପ୍ରତ୍ୟକ ସ୍ତ୍ରୀର ସୁଖ ସମୃଦ୍ଧି ଏମିତି ସ୍ତ୍ରୀ ଉପରେ ନିର୍ଭର କରିଥାଏ ଯିଏ କି ଘରର ସବୁ କାମ କରିଥାଏ ଓ ସମସ୍ତଙ୍କ ଯତ୍ନ ନେଇଥାଏ | ମାତ୍ର ଏମିତି କିଛି କାମ ରହିଛି ଯାହାକି ମହିଳା ମାନଙ୍କୁ କରିବା କଥା ନୁହେଁ କାହିଁକିନା ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ କେବେବି ଆସନ୍ତି ନାହିଁ | ତେବେ ଆସନ୍ତୁ ଜାଣିବା ସେହି ସବୁ ଭୁଲ କଣ ଯାହା ମହିଳା ମାନେ କରିବା ଉଚିତ ନୁହେଁ |
ଯେଉଁ ଘରର ମହିଳା ଝାଡୁକୁ ପାଦରେ ଲଗାଇଥାଆନ୍ତି ବା ପାଦରେ ନାତ ମାରିଥାଆନ୍ତି କିମ୍ବା ଝାଡୁକୁ ପାଦରେ ମାରିଥାଆନ୍ତି ସେଠାରେ କେବେବି ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ। ଏପରି ଘରେ ସର୍ବଦା ବୀମାର ସମସ୍ୟା ଘେରି ହୋଇ ରହିଥାଏ। ଝାଡୁ ରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ମାନ୍ୟତା ଅଛି ଯେ ଝାଡ଼ୁକୁ ଘରର ଏପରି ସ୍ଥାନରେ ରଖନ୍ତୁ ଯେମିତି କାହାର ନଜର ଝାଡୁ ଉପରେ ନ ଆସୁ |
ଚୁଲି ଉପରେ ଭଙ୍ଗା ବାସନ ରଖିବା ବା କଢେଇକୁ ଗ୍ୟାସ ଉପରେ ସେମିତି ହିଁ ଛାଡ଼ିଦେବା ଏପରି କରିକି ଯଦି କୌଣସି ମହିଳା ଘରେ ଶୋଇଯାଏ ତ ଏପରି ଘରକୁ ମା ଲକ୍ଷ୍ମୀ କେବେବି ମଧ୍ୟ ଆସନ୍ତି ନାହିଁ। ଏହା ଗରିବ ଏବଂ ଦୁଃଖର ବହୁତ ବଡ଼ କାରଣ ଏଥିପାଇଁ ରାତିରେ ଚୁଲି ଉପରେ ଭଙ୍ଗା ବା ଅଇଁଠା ବାସନକୁ ରଖନ୍ତୁ ନାହିଁ। ବାସନକୁ ଶୀଘ୍ର ହିଁ ଧୋଇଦିଅନ୍ତୁ।
ଯଦି ଆପଣଙ୍କ ଘରର କୌଣସି ମହିଳା ଘରର ମୁଖ୍ୟ ଦ୍ୱାରରେ ବସି ଭଜନ କରୁଛନ୍ତି ତ ଏହା ଘରର ବର୍ବାଦିର କାରଣ ହୋଇପାରେ ହିନ୍ଦୁ ଶାସ୍ତ୍ରରେ ଏହାକୁ ବହୁତ ଅଶୁଭ ମନାଯାଏ।
ଯଦି କୌଣସି ମହିଳାଙ୍କୁ ସକାଳେ ଡେରି ପର୍ଯ୍ୟନ୍ତ ଶୋଇବାର ଅଭ୍ୟାସ ଅଛି ତ ସେହି ଘର ପରିବାର ପାଇଁ ତାହା ଅଶୁଭ ହୋଇଥାଏ। ଡେରି ପର୍ଯ୍ୟନ୍ତ ଶୋଉଥିବା ସ୍ତ୍ରୀ ନିଜର ସ୍ୱାମୀ ଏବଂ ତାହାର ପରିବାର ଶଶୁର ଘର ପାଇଁ ଅସଫଳତାର କାରଣ ବନିଥାଏ।