Jio ଗ୍ରାହକ ମାନଙ୍କ ପାଇଁ ନେଇ ଆସିଲା ଦମଦାର ପ୍ଲାନ ,ଏତିକି ଟଙ୍କାରେ ରିଚାର୍ଜ କଲେ ପାଇବେ ସବୁ ମାଗଣା ଜାଣନ୍ତୁ କିପରି କରିବେ

ବନ୍ଧୁଗଣ ମହଙ୍ଗା ହେଲା ଜିଓ ରିଚାର୍ଜ ପ୍ଲାନ 3 ଜୁଲାଇରୁ ଲାଗୁ ହେବ ନୂଆ ନିୟମ ଜିଓ ଗ୍ରାହକଙ୍କ ପାଇଁ ଝଟକା ଖାଇଲା ଭଳି ଖବର ଅନଲିମିଟେଡ ଏବଂ ପ୍ରୋଷ୍ଟେଡ ପ୍ଲାନର ଦାମ ବଢ଼ାଇଲା ଜିଓ ଏହି ନୂଆ ଦର ଜୁଲାଇ 3 ତାରିକରୁ ଲାଗୁ ହେବାକୁ ଯାଉଛି | ଏହା ସହିତ ସ୍ମାର୍ଟ ଫୋନ ୟୁଜରଙ୍କ ପ୍ରାଇଭେସିକୁ ସୁରକ୍ଷିତ ରଖିବା ପାଇଁ ଜିଓ ସେଭ ସର୍ଭିସ ଲଜ କରିଛି ସେହିପରି କମ୍ପାନୀ ଏଆଇ ପାୱାର ଜିଓ ଟ୍ରାନ୍ସଲେଟ ସର୍ଭିସର ମଧ୍ୟ ଶୁଭାରମ୍ଭ କରିଛି

ଏହା ସହ ଅନ ଲିମିଟେଡ 5G ସେବା ଜିଓ ବନ୍ଦ କରିଦେଇଛି କିଛି ନିର୍ଦିଷ୍ଟ ପ୍ଲାନ ସହ ଅନଲିମିଟେଡ 5G ସେବାକୁ କମ୍ପାନୀ ସ୍ଥିର କରିଛି | ଦେଶର ସର୍ବାଧିକ ଟେଲିକମ କମ୍ପାନୀ ଜିଓ ତାର ଏକାଧିକ ପୁରୁଣା ପ୍ଲାନକୁ ରିଭାଇଜ କରିବା ସହିତ ନୂଆ ଅନଲିମିଟେଡ ପ୍ରିପେଡ ଏବଂ ପ୍ରୋଷ୍ଟେଡ ପ୍ଲାନ ଆଣିଛି |

3 ଜୁଲାଇରୁ ୟୁଜର ଏହା ପ୍ଲାନ ମାଧ୍ୟମରେ ନିଜ ନମ୍ବର ରିଚାର୍ଜ କରିବାକୁ ପଡ଼େନି ତିନି ମାସିଆ 84 ଦିନ ପ୍ଲାନରେ ପରିବର୍ତ୍ତନ ହୋଇଛି | ପୂର୍ବରୁ ପ୍ଲାନରେ ତିନିହଜାର ତିନିଶହ ତେଷଠି ,ସାତ ଶହ ଉଣେଇଶି ଏବଂ ନଅ ଶହ ଅନେସୋତ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା ହେଲେ ଏବେ 419,799 ,859ଏବଂ 1199 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ |

336 ଟଙ୍କିଆ ବର୍ଷିକିଆ ପ୍ଳାନର ଦାମ ମଧ୍ୟ ବଢ଼ିଛି ପୂର୍ବରୁ ଏହି ପ୍ଲାନ ପାଇଁ 1559 ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା ଏବେ ନୂଆ ପ୍ଲାନ ଅନୁସାରେ 1899 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ | ସେହିପରି 365 ଟଙ୍କା ପ୍ଲାନ ପାଇଁ ପୂର୍ବରୁ 2099 ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ 3599 ଟଙ୍କା ଦେବାକୁ ପଡ଼ିବ |

Leave a Reply

Your email address will not be published. Required fields are marked *