ଚପଲ ବିଷୟରେ ଜାଣନ୍ତୁ କିଛି ଭୟଙ୍କର କଥା,ଏହି ପରି ଭୁଲ କରୁଥିଲେ ହୋଇଯାଆନ୍ତୁ ସାବଧାନ ନଚେତ ଜୀବନ ସାରା କାନ୍ଦିବେ

ବନ୍ଧୁଗଣ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଉପରେ ଆଲୋଚନା କରିବା ଆପଣମାନେ ଦେଖିଥିବେ ଯେ ଆପଣ ମାନଙ୍କ ଜୋତା ଓଲଟା ରହିଥାଏ ତ ଆପଣଙ୍କ ମା ଏଥିପାଇଁ ରାଗି ଥାଆନ୍ତି ତା ପଛର ରହସ୍ୟ କଣ ରହିଛି ଆଜିର ବିଷୟରେ ଆମେ ଜାଣିବା | ସେଥିପାଇଁ ବିଷୟ ଟିକୁ ଶେଷ ଯାଏ ଦେଖିବାକୁ ଆପଣଙ୍କୁ ଅନୁରୋଧ | ବନ୍ଧୁଗଣ ଅନେକ ଲୋକ କହିଥାଆନ୍ତି ଯଦି ଘରର ବାହାରେ ଅଗଣାରେ ଥିବା ଜୋତା ଓଲଟା ରହିଥାଏ ତେବେ ତାହାକୁ ସଙ୍ଗେ ସଙ୍ଗେ ସିଧା କରି ଦେବା ଉଚିତ ହୋଇଥାଏ

କୁହାଯାଏ ଯେ ଯଦି ସେ ଜୋତା ଓଲଟା ରହିବ ଏବଂ ଆପଣ ତାହାକୁ ଦେଖିବେ ଆପଣଙ୍କ କାହା ସହିତ ନିଶ୍ଚିତ ଝଗଡ଼ା ହେବ ଏବଂ ଆପଣ ଯଦି କୌଣସି କାର୍ଯ୍ୟରେ ଯାଉଛନ୍ତି ତାହା ଅସଫଳ ହେବ ତେଣୁ ଗୋଟିଏ ଚପଲ ଓଲଟା ଅଛି ତ ତାହାକୁ ଆଉ ଏକ ଚପଲ ଦ୍ୱାରା ସିଧା କରିଦେବା ଉଚିତ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚପଲକୁ ନେଇ ଏମିତି ଅନେକ କଥା ରହିଛି

ଯାହା ଆମ ଜୀବନରେ ପ୍ରଭାବ ପକାଇ ଥାଏ | ଯଦି ଆପଣ ଭୁଲରେବି ଉତ୍ତର ପୂର୍ବ ଦିଗରେ ଜୋତା ଚପଲ ରଖି ଦିଅନ୍ତି ତେବେ ଆପଣଙ୍କ ଜୀବନରେ ସମସ୍ୟା ବଢ଼ିଯିବ । ଆପଣ ଚାହିଁଲେ ପଶ୍ଚିମ ଦିଗରେ ଜୋତା ଚପଲ ରଖି ପାରିବେ । ବାହାରେ ଏବଂ ଘରେ ବ୍ୟବହାର କରୁଥିବା ଜୋତା ଚପଲ ଭିନ୍ନ ହେଲେ ଉତ୍ତମ ଅଟେ । ନଚେତ ବାହାରୁ ଘରକୁ ନେଇ ଆସୁଥିବା ଜୋତା ଚପଲ ସହିତ ଅନେକ ନକରାତ୍ମକ ଶକ୍ତି ମଧ୍ୟ ଘରକୁ ପ୍ରବେଶ କରିଥାଏ ।

ପୁରୁଣା ଜୋତା ଚପଲକୁ ଘରେ ଦୀର୍ଘ ଦିନ ପାଇଁ ରଖିଥିଲେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । ଘରେ ଜୋତା ଚପଲକୁ ଠିକ ଭାବରେ ସଜାଇ ରଖିଲେ ଭଲ । ଏଣେତେଣେ ରଖିବା ଦ୍ୱାରା ଘର ଉପରକୁ ସମସ୍ୟା ଆସିଥାଏ | ଆପଣ ବ୍ଲାକ ରଙ୍ଗର ଜୋତା ଚପଲ ପିନ୍ଧି ପାରିବେ । ଘରର ପୂଜା ସ୍ଥାନ ଆଖପାଖରେବି କେବେ ଜୋତା ଚପଲ ପିନ୍ଧି ବୁଲନ୍ତୁ ନାହିଁ

Leave a Reply

Your email address will not be published. Required fields are marked *