ଦର୍ଶକବନ୍ଧୁ ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝି ମାଳିକାରେ କଣ ରହିଛି ପ୍ରମାଣ ବଦଳିଗଲାଣି ରାଜନୀତିର ଫସା ପାଲି 24 ବର୍ଷ ଧରି ଶାସନରେ ଥିବା ଦଳ ଏବେ ବିରୋଧୀ ଦଳରେ ନୂଆ କରି ଗଡ଼ା ହେଲା ସରକାର ଲୋକେ ଚାହିଁଲେ ପରିବର୍ତ୍ତନ ଜନା ଦେଶକୁ ମାନି ନେଲା ଦଳ ପ୍ରକୃତରେ ଯେଉଁ ମୁଖ୍ୟ ଓଡ଼ିଶାରେ ଶପଥ ନେଉଛନ୍ତି ସେ ହେଉଛନ୍ତି କେଉଁଝର ମାଟିର ସନ୍ତକ ମୋହନ ମାଝି ଯେଉଁ ମୋହନ ମାଝିଙ୍କ କଥା କଣ ରହିଛି ମାଳିକାରେ ଅନେକ ଲୋକ ପଚାରୁଛନ୍ତି
ଏନେଇ ମାଳିକାରେ କିଛି ସୂଚନା ରହିଛି କି ତାଙ୍କର ମାଳିକାରେ ନାଁ ଲେଖା ହୋଇଛି କି ଆପଣଙ୍କ ମନ ମଧ୍ୟରେ ପ୍ରଶ୍ନ ଥିଲା କେଉଁଠି ଲେଖା ହୋଇଛି ମୋହନ ମାଝି 2024 ରେ ମୁଖ୍ୟମନ୍ତ୍ରୀ ହେବେ | ପରିବର୍ତ୍ତନ କଥା ଲେଖା ହୋଇଛି ସେଥିପାଇଁ ଲୋକ ଚାହିଁଲେ ପରିବର୍ତ୍ତନ ହେଲା କେଉଁଝର ଏକ ପୁଣ୍ୟ ମାଟି ବୋଲି ଲେଖା ହୋଇଛି ମାଳିକାରେ ଯେଉଁ ମାଟିର ସନ୍ତାନ ଓଡ଼ିଶାର ଶାସନ କର୍ତ୍ତା ହେବେ ବୋଲି ସ୍ନାନ ତତ୍ତ୍ୱ ନିରୂପଣ ମାଳିକାରେ ଲେଖା ହୋଇଛି
ସେମିତି କିଛି ଭାଗ୍ୟ ନଥିଲେ କେହି କେବେ ଏତେ ବଡ଼ ସ୍ଥାନରେ ବସି ପାରିବ ନାହିଁ | ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବେ ବୋଲି ମାଳିକାରେ ଲେଖା ହୋଇଛି କେଉଁଠି କିନ୍ତୁ ଲେଖା ହୋଇଥିଲା ରମଣୀ ହାତରେ ହେବ ଶାସନ ତାହା ସତ୍ୟ ହୋଇଛି | ଇନ୍ଦିରା ଗାନ୍ଧୀ ସମୟରେ ଏବେ ମଧ୍ୟ ସର୍ବୋଚ୍ଚ ପଦରେ ମହିଳା ରହିଛନ୍ତି ଯିଏ କି ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | କୁହା ଯାଇଥିଲା ଏହି ମାଟି ଭିତରେ ପୂଜା ପାଇବ
ଆଜି ତାହା ସତ୍ୟ ହୋଇଛି ପ୍ରକୃତରେ କେଉଁଝର ମାଟିକୁ ଜଗତ ଜାଣିଲା ଆଜି ଯିଏ ମୁଖ୍ୟମନ୍ତ୍ରୀ ସିଏ ହେଉଛନ୍ତି କେଉଁଝର ମାଟିର କିନ୍ତୁ ମୋହନ ମାଝିଙ୍କୁ ନେଇ ମାଳିକାରେ କିଛି ଲେଖା ହୋଇ ନାହିଁ କିନ୍ତୁ ମାଳିକାରେ ଲେଖା ଅଛି ରାଜ୍ୟର ରାଜା ହେବେ ବ୍ୟାଧି ବ୍ରତ ଚୋରି କରି କୁଟୁମ୍ବ ପୋଷିବେ ରାଜ୍ୟରେ ରାଜନୀତି ଅସ୍ଥିରତା ଆହୁରି ଦେଖାଦେବ