ବାଛନ୍ତୁ ନିଜ ପସନ୍ଦର ଗୋଟିଏ ପଙ୍ଖ ଆଉ ଜାଣନ୍ତୁ ନିଜର ବ୍ୟକ୍ତିତ୍ୱ ,ସ୍ଵଭାଵ ଏବଂ ଭବିଷ୍ୟତ ବିଷୟରେ

ଦର୍ଶକବନ୍ଧୁ ଆଜିର ବିଷୟଟି ରହିଛି ବାଛନ୍ତୁ ନିଜ ପସନ୍ଦର ଗୋଟିଏ ପଙ୍ଖ ଏବଂ ଜାଣନ୍ତୁ ନିଜ ବର୍ତମାନ ,ଭବିଷ୍ୟତ ଏବଂ ଦୁର୍ବଳତା ପିଲା ଦିନେ ଉଡୁଥିବା ପରକୁ ଧରିବା ଏବଂ ତାହାକୁ ନୋଟ ବୁକରେ ସଜେଇ ରଖିବା ପ୍ରତ୍ୟକ ପିଲା ମାନଙ୍କ ପ୍ରିୟ ହୋଇଥାଏ | ଅଲଗା ଅଲଗା ପ୍ରଜାତିର ପକ୍ଷୀ ମାନଙ୍କ ମଧ୍ୟରେ ସେମାନଙ୍କ ଆକାର ଓ ରଙ୍ଗ ମଧ୍ୟ ଅଲଗା ଅଲଗା ହୋଇଥାଏ କିନ୍ତୁ ଏହା ସବୁ ପ୍ରକାରରେ ଉଡ଼ିବାକୁ ସହାୟକ ହୋଇଥାଏ ଏଥିପାଇଁ ମନୋବିଜ୍ଞାନ ଏହି ପଙ୍ଖର ଆଧାରରେ ଆପଣଙ୍କ ପସନ୍ଦକୁ ମାନସିକ ଭାବରେ ଉଡ଼ିବା ଅର୍ଥାତ ଆପଣଙ୍କ ବିଚାର ସହିତ ଯୋଡ଼ା ହୋଇଥାଏ | ଆପଣଙ୍କ ବିଚାର ହିଁ ଆପଣଙ୍କ ବ୍ୟକ୍ତିତ୍ୱ ନିର୍ଦ୍ଧାରଣ କରିଥାଏ ଏଥିପାଇଁ ମନୋବିଜ୍ଞାନ ଅନୁସାରେ ଏହି ପଙ୍ଖ ଗୁଡ଼ିକରେ ଆପଣଙ୍କ ପସନ୍ଦ ତାହା ସହିତ ବ୍ୟକ୍ତିତ୍ୱର ବହୁତ ଗଭୀର ଖୋଲିଥାଏ | ଆପଣ ସ୍କ୍ରିନ ଉପରେ ଦେଖୁଥିବା ପାଞ୍ଚୋଟି ପର ମଧ୍ୟରୁ ଯେକୌଣସି ଗୋଟିଏ ପରକୁ ବାଛନ୍ତୁ ଓ ଜାଣନ୍ତୁ ନିଜର ବ୍ୟକ୍ତିତ୍ୱ ,ଭବିଷ୍ୟ ଏବଂ ରହସ୍ୟ ବିଷୟରେ |

ଆପଣ ଯଦି ପ୍ରଥମ ପଙ୍ଖଟିକୁ ବାଛିଛନ୍ତି ଆପଣ ବହୁତ ଶାନ୍ତ ଏବଂ ଦୟାଳୁ ସ୍ୱଭାବର ବ୍ୟକ୍ତି ଅଟନ୍ତି ଆପଣ ଲୋକ ମାନଙ୍କୁ ସାଥିରେ ନେଇ ଚଳିବାରେ ବିଶ୍ୱାସ ରଖିଥାଆନ୍ତି ଏହା ହିଁ କାରଣ ଅଟେ କି କୌଣସି କଥା କେତେ ଉଗ୍ର ହେଉ ନା କାହିଁକି ସମସ୍ତଙ୍କ ମଙ୍ଗଳ ଚିନ୍ତା କରି ଯେଉଁ ପର୍ଯ୍ୟନ୍ତ ସମ୍ଭବ ହୋଇପାରେ ଆପଣ ତାହାକୁ ଶାନ୍ତି ପୂର୍ବକ ସମୁଖୀନ ହୋଇଥାଆନ୍ତି | ପରିସ୍ଥିତି ଯେପରି ହୋଇଥାଉନା କାହିଁକି ଆପଣ ନିଜ ବିଷୟରେ ଚିନ୍ତା ନକରି ସମସ୍ତଙ୍କ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ରହିଥାଆନ୍ତି |

ଆପଣ ଯଦି ଦ୍ୱିତୀୟ ପଙ୍ଖଟିକୁ ବାଛିଛନ୍ତି ଆପଣ କୌଣସି କଥାକୁ ବହୁତ ଶୀଘ୍ର ଜାଣି ପାରିଥାଆନ୍ତି ଓ ବୁଝି ପାରିଥାଆନ୍ତି ଏହା ହିଁ କାରଣ ଅଟେ ଯେବେ କୌଣସି ନୂଆ କାର୍ଯ୍ୟ କରିବା କଥା ଆଗକୁ ଆସିଥାଏ | ଆପଣ ବହୁତ ସହଜରେ ତାହାକୁ କରି ପାରିଥାଆନ୍ତି ଓ ଅନ୍ୟ ମାନଙ୍କ ଠାରୁ ଏଭଳି ଆଶା ରଖିଥାଆନ୍ତି ଆପଣ ବୁଦ୍ଧି ମତ ଅଟନ୍ତି ବେଳେ ବେଳେ କିଛି ଭୁଲ ମଧ୍ୟ କରି ବସନ୍ତି ଆପଣ ନିଜର ବ୍ୟକ୍ତିଗତ ଜୀବନ କାହା ସହିତ ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ସାଙ୍ଗ ମାନଙ୍କ ସହ ସମୟ କାଟିବା ଆପଣଙ୍କୁ ବେଶ ପସନ୍ଦ ଅଟେ |

ଯଦି ଆପଣ ତୃତୀୟ ନମ୍ବର ପଙ୍ଖଟିକୁ ବାଛିଛନ୍ତି ଆପଣ ଆତ୍ମ ନିର୍ଭରଶିଳ ହେବାର ଉଦାହରଣ ହୋଇଥାଆନ୍ତି ଜୀବନରେ ଛୋଟିଆରୁ ଛୋଟିଆ ଜିନିଷ କରିବା ପାଇଁ ଆପଣ କାହା ଉପରେ ଆଶା ରଖନ୍ତି ନାହିଁ | ଆପଣଙ୍କୁ ଲାଇଫରେ କୌଣସି ନିର୍ଦିଷ୍ଟ ଲକ୍ଷ ନେଇ ଚାଲିବାର ବାସ୍ତବିକ ଅର୍ଥ ଜଣାଥାଏ ନିଜର ଲକ୍ଷକୁ ପାଇବା ପାଇଁ ଆପଣ ସମ୍ପୂର୍ଣ୍ଣ ଆଶାନ୍ଵିତ ରହିଥାଆନ୍ତି ସମ୍ପୁର୍ଣ୍ଣ ଉତ୍ସାହ ଏବଂ ଏକାଗ୍ରତାର ସହିତ ତାହାକୁ ପ୍ରାପ୍ତ କରିବା ପାଇଁ ଲାଗି ପଡ଼ନ୍ତି | ଆପଣ କେବେବି ହାର ନ ମାନିଲା ଭଳି ବ୍ୟକ୍ତି ଅଟନ୍ତି ଆପଣଙ୍କ ବିଶେଷ ଗୁଣ ଏହା ହିଁ ଅଟେ

ଆପଣ ଯଦି ଚତୁର୍ଥ ପଙ୍ଖଟିକୁ ବାଛିଛନ୍ତି ଆପଣଙ୍କ ଗୁପ୍ତ ଚରିତ୍ର ସହଜରେ କେହି ଜାଣିପାରନ୍ତି ନାହିଁ ଆପଣ କିପରି ବ୍ୟକ୍ତି ଅଟନ୍ତି ଜାଣିବା ରହସ୍ୟମୟ କଥା କିନ୍ତୁ ଏହି ରହସ୍ୟମୟ ଗୁଣର ମାଲିକ ମଧ୍ୟ ଆପଣ ଅଟନ୍ତି | ଆପଣଙ୍କ କଳ୍ପନା ଶକ୍ତି ଆଶ୍ଚର୍ଯ୍ୟ କରିବା ଭଳି ଅଟେ ଓ ସମସ୍ୟା ଯେପରି ହୋଇଥାଉନା କାହିଁକି ତାହାର ଏକ ଯାଦୁ ଭଳି ସମାଧାନ ଆପଣଙ୍କ ନିକଟରେ ରହିଥାଏ | ଆପଣ ଏକ କଳାତ୍ମକ ବ୍ୟକ୍ତି ଅଟନ୍ତି ଓ ପ୍ରତ୍ୟକ କାର୍ଯ୍ୟକୁ ସଠିକ ଢଙ୍ଗରେ କରିବାକୁ ଇଛା ରଖିଥାଆନ୍ତି |

ପାଞ୍ଚ ନମ୍ବର ପଙ୍ଖଟିକୁ ଆପଣ ଯଦି ବାଛିଛନ୍ତି ଆପଣ ଏକ ରଚନାତ୍ମକ ବ୍ୟକ୍ତିତ୍ବର ବ୍ୟକ୍ତି ଅଟନ୍ତି ଆପଣଙ୍କ କ୍ରିଏଟିଭଟି ଓ କଳ୍ପନା ଶକ୍ତି ହିଁ ଆପଣଙ୍କର ସବୁଠାରୁ ବଡ଼ ଗୁଣ ଅଟେ କିନ୍ତୁ ସବୁଠାରୁ ବଡ଼ ଦୁର୍ବଳତା ଏହା ଅଟେ କି ଆପଣଙ୍କୁ ଆପଣଙ୍କ କ୍ଷମତା ଉପରେ ବିଶ୍ୱାସ ହିଁ ନଥାଏ ଏହା ହିଁ କାରଣ ଅଟେ ଏତେ ପ୍ରଭାବଶୀଳ ହେଲେ ମଧ୍ୟ ଆପଣଙ୍କୁ ବହୁତ ଥର ଅସଫଳତାର ମୁହଁ ଦେଖିବାକୁ ପଡ଼ିଥାଏ | ଏହା ହିଁ ଆପଣଙ୍କୁ ଚିନ୍ତାରେ ରଖିଥାଏ ପ୍ରତ୍ୟକ ଘଟଣା କୌଣସି କାରଣରୁ ହିଁ ଘଟିଥାଏ ଆପଣ ନିଜକୁ ସାବ୍ୟସ୍ତ କରିବା ପାଇଁ ଅଳ୍ପ ସମୟର ଆବଶ୍ୟକ ରହିଛି |

Leave a Reply

Your email address will not be published. Required fields are marked *