ବନ୍ଧୁଗଣ ମାତ୍ର ଦଶ ଦିନ କରଜରୁ ମୁକ୍ତି ପାଇବାକୁ ଚାହୁଁଥିଲେ କରିବାକୁ ହେବ ଏହି ପାଞ୍ଚୋଟି ଉପାୟ ନିଶ୍ଚୟ ପୂରଣ ହୋଇଯିବ ସମସ୍ତ ମନସ୍କାମନା | ବନ୍ଧୁଗଣ ଅନେକ ଲୋକ ନିଜର ସୌଖିନ ଜୀବନ ଜାପାନ ପାଇଁ କିଛି ବି କରିଥାଆନ୍ତି ଏପରି ନିଜ ଘରକୁ ମଧ୍ୟ ବନ୍ଧା ରଖିଦିଅନ୍ତି ଏମିତି ବି ସମୟ ଆସିଯାଏ କି ସେହି ମଣିଷକୁ ଘର ଦ୍ୱାର ଛାଡ଼ିବାକୁ ପଡ଼ିଥାଏ ବନ୍ଧୁଗଣ ଦେଖିବାକୁ ଗଲେ କରଜ ଠାରୁ ବଡ଼ କଷ୍ଟ ଆଉ କିଛି ବି ନାହିଁ ଯଦି ଆପଣ ମଧ୍ୟ କରଜର ବୋଝ ମୁଣ୍ଡାଇ ଚାଲୁଛନ୍ତି କରଜର ଦୁଃଖକୁ ନେଇ ଚିନ୍ତାରେ ରହିଛନ୍ତି ତେବେ ଏହି ଉପାୟର ପ୍ରୟୋଗ ନିଶ୍ଚୟ କରନ୍ତୁ | ତେବେ ଆସନ୍ତୁ ଜାଣିବା ଏହି ପାଞ୍ଚଗୋଟି କାର୍ଯ୍ୟ କଣ ହୋଇଥାଏ |
ନମ୍ବର 1 ପକ୍ଷୀ ବନ୍ଧୁଗଣ ପକ୍ଷୀ ମାନଙ୍କୁ ଦାନା ଖାଇବାକୁ ଦେବା ଦ୍ୱାରା ଜୀବନର ସେହି ସମସ୍ତ ସୁଖ ମିଳିଥାଏ ଯାହାକୁ ଆପଣ କଳ୍ପନା ମଧ୍ୟ କରି ପାରୁନଥିବେ ଏଣୁ ପ୍ରତି ଶନିବାର ଏବଂ ମଙ୍ଗଳବାର ଦିନ ନିଶ୍ଚୟ କିଛି ଦାନା ନେଇ ପକ୍ଷୀ ମାନଙ୍କୁ ଖାଇବାକୁ ଦିଅନ୍ତୁ | ଦେଖିବେ ଖୁବ ଶୀଘ୍ର କରଜରୁ ମୁକ୍ତି ମିଳିବା ପାଇଁ ଯାଉଅଛି ଏହାର ଶୁଭ ପରିଣାମ ଆପଣ ଦୁଇରୁ ତିନିଦିନ ଭିତରେ ପାଇପାରିବେ |
ଦ୍ୱିତୀୟରେ ଜନ୍ଦା ପିମ୍ପୁଡ଼ି ଏହି ଜୀବ ମାନଙ୍କୁ ଯଦି ତାଙ୍କ ମନ ପସନ୍ଦର ଖାଇବାକୁ ଦିଆଯାଏ ତେବେ ଜୀବନରେ ସେହି ସମସ୍ତ ସୁଖ ମିଳିଥାଏ ଯାହାକି ସମସ୍ତଙ୍କୁ ଅଧିକ ଆବଶ୍ୟକ ରହିଥାଏ ଏଥିପାଇଁ ଏହି ଉପାୟଟିକୁ କରି ଚାଲନ୍ତୁ | ଏପରି କରିବା ଦ୍ୱାରା ଖୁବ ଶୀଘ୍ର ଆପଣଙ୍କୁ କରଜରୁ ମୁକ୍ତି ମିଳିଥାଏ |
ନମ୍ବର 3 ମାଙ୍କଡ଼ ଆପଣ ଯଦି ମଙ୍ଗଳବାର ଦିନ ମାଙ୍କଡ଼କୁ ମିଠା ,ଫଳ ଏବଂ ବୁଟ ଖାଇବାକୁ ଦିଅନ୍ତି ତେବେ ଜୀବନରେ ଚାଲୁଥିବା ସେହି ଦୁଃଖ କଷ୍ଟ ଏବଂ ଦୁର୍ଦଶା ଦୂର ହୋଇଥାଏ ମାଙ୍କଡ଼ ମାନଙ୍କୁ ଖାଇବାକୁ ଦେବା ଦ୍ୱାରା ବଜରଙ୍ଗ ବାଲି ଅତି ପ୍ରସନ୍ନ ହୋଇଥାଆନ୍ତି |
ନମ୍ବର 4 କୁକୁର ଯଦି ଆପଣ କୁକୁରକୁ ମିଠା ବିସ୍କୁଟ ଖାଇବାକୁ ଦିଅନ୍ତି ତେବେ ଆପଣଙ୍କୁ କରଜରୁ ମୁକ୍ତି ମିଳିଥାଏ ଏହା ସହିତ ଘରେ ଚାଲୁଥିବା ଅଶାନ୍ତି ଲଢ଼େଇ ଝଗଡ଼ା ଏବଂ ସମସ୍ତ ନକରାତ୍ମକ ଉର୍ଜା ମଧ୍ୟ ନଷ୍ଟ ହୋଇ ଯାଇଥାଏ ଏଥିପାଇଁ ଏହି ଉପାୟକୁ କରି ଚାଲନ୍ତୁ |
ନମ୍ବର 5 ଗୋମାତା ବନ୍ଧୁଗଣ ହୁଏତ ଆପଣ ମାନେ ଜାଣିଥିବେ କି ଗାଈର ଶରୀରରେ ସମସ୍ତ ଦେବା ଦେବୀଙ୍କର ବାସ ହୋଇଥାଏ ଏଥିପାଇଁ ଗାଈକୁ ଗୋମାତା ବୋଲି କହିଥାଆନ୍ତି | ଯଦି ଆମେ ଗାଈକୁ ରନ୍ଧା ହୋଇଥିବା ରୁଟି ଖାଇବାକୁ ଦିଅନ୍ତି ତେବେ ଏହାର ଶୁଭ ପରିଣାମ ଦେଖିବାକୁ ମିଳିଥାଏ ଏବଂ ଧୀରେ ଧୀରେ ସମସ୍ତ ସମସ୍ୟା ଦୂର ହୋଇ ଯାଇଥାଏ